By Village Missionary Movement
Thursday, 27-Oct-2022ଆଜିର ବାକ୍ୟ (Oriya) 28-10-2022
ସଦାପ୍ରଭୁଙ୍କର ସଂକଳ୍ପ
“ଯେହେତୁ ସଦାପ୍ରଭୁ କହନ୍ତି, “ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।” - ଯିଶାଇୟ 55:8
ଆଲବଟ ଆଇନଷ୍ଟାଇନ ବିଷୟରେ ଅଜଣା କେହି ନାହାନ୍ତି !ସେ ଜଣେ ନୈପୁଣ୍ୟ ବାସ୍ତୁଶାସ୍ତ୍ର ଅନୁସାରେ ଗଣିତଜ୍ଞ ଅଟନ୍ତି !କିନ୍ତୁ ତାର ଯୌବନ ବିଷୟରେ ଆମେ ପଢିବା ବେଳେ, ସେ ଶୀଘ୍ର କିଛି ଶିଖି ପାରୁ ନ ଥିଲେ ବୋଲି ଆମେ ଜାଣୁଛୁ !ତଦ୍ରୁପ ଥୋମାସ ଆଲୱା ଏଡିସନ ନାମକ ଶାସ୍ତ୍ରଜ୍ଞ ଜୀବନରେ ପଛକୁ ଦେଖିଲେ, ଆମକୁ ଆଚର୍ଯ୍ୟ ଲାଗେ !ଛୋଟରୁ ତାହାର ଶ୍ରବଣ ଶକ୍ତି ଅତି କମ ଥିଲା !କେବଳ ସେତିକି ନୁହେଁ ସ୍କୁଲରେ ତାର ଶିକ୍ଷକ ତାହାକୁ ବ୍ରେଇନ ଡ଼ିସ ଓଡ଼ଏର ବୋଲି କହି ପାଠ ପଢାର ଅଧାରୁ ହିଁ ତାହାଙ୍କୁ ବାହାରକୁ ପଠାଇ ଦେଲା !ତାପରେ ସେ ଘରେ ହିଁ ତାଙ୍କ ମାତାଙ୍କ ଠାରେ ପାଠ ପଡ଼ିବା ଶିଖିଲା !ଏପରି ଆଉ ଜଣେ ବ୍ୟକ୍ତି ଆବ୍ରାହାମ ଲିଙ୍କନ ଅଟେ !ଇଏ ଆମେରିକାର ରାଷ୍ଟ୍ରପତି ଭାବେ ଆମକୁ ଜଣା !ମାତ୍ର ତାଙ୍କ ଜୀବନରେ କେତେଯେ ପରାଜୟକୁ ସ୍ୱୀକାର କରି ସ୍ୱାଦ ଚାଖିଲା !1826 ମସିହାରେ ବିଷାଦଗ୍ରସ୍ତରେ କଷ୍ଟ ଅନୁଭବ କରି ଛଅ(୬)ମାସ ଶଯ୍ୟାଶାୟୀ ହେଲା !ତାପରେ ତିନି ଥର ରାଜନୈତିକ ପଦବୀ ନିମନ୍ତେ ପ୍ରତିଯୋଗିତା କରି ବିଫଳ ହେଲା !ମାତ୍ର ଶେଷରେ ତାହାଙ୍କ ଚେଷ୍ଟା ତାହାଙ୍କୁ ଯୁକ୍ତରାଷ୍ଟ୍ରକୁ ଅଧ୍ୟକ୍ଷ କଲା !
ହେ ମୋର ପ୍ରିୟ ବନ୍ଧୁଗଣ, ହାସଲକାରୀଙ୍କ ଜୀବନକୁ ଚିନ୍ତା କଲେ ପରାଜୟ ବରଣ କରି ହାସଲକାରୀ ଅନେକ ଅଟନ୍ତି !ଯୀଶୁଖ୍ରୀଷ୍ଟ ପ୍ରତ୍ୟେକ ଜଣକୁ ପ୍ରତିଭା ଦେଇଛନ୍ତି !ଏହା କହୁଥିବା ମୁଁ ମଧ୍ୟ ଉତ୍ତମ ରୂପେ ପାଠ ପଡି, ବୃଦ୍ଧି ହେବା ଉଚିତ ବୋଲି ଭାବନା କଲି !କିନ୍ତୁ ଯୀଶୁଙ୍କର ଯୋଜନା ମୋ ପ୍ରତି ଭିନ୍ନ ଥିଲା !ମୁଁ ପ୍ରଭୁଙ୍କର ଠାରେ ରୋଦନ କରିବା ଦିନ କେତେଯେ ଅଛି !କିନ୍ତୁ ସେ ସମୟରେ ପ୍ରଭୁ ମୌନରେ ରହିଥିଲେ !ମୁଁ କଷ୍ଟ ପଥରେ ଚାଲିବା ବେଳେ ପ୍ରଭୁଙ୍କୁ ପ୍ରଶ୍ନ କରିବି ବୋଲି ଭାବିଲି !କିନ୍ତୁ ଗର୍ଭରେ ତୁମ୍ଭଙ୍କୁ ମୁଁ ରୂପ ଦେବା ପୂର୍ବରୁ ହିଁ ମୁଁ ତୁମ୍ଭଙ୍କୁ ଜାଣିଛି ବୋଲି ଶପଥ କରିଥିବା ପରମେଶ୍ୱର, ଆଜି ଅନେକଙ୍କୁ ଆଶୀର୍ବାଦ ଯୁକ୍ତ ଭାବେ ମୋତେ ବ୍ୟବହାର କରୁଛନ୍ତି !ମୋତେ ବ୍ୟବହୃତ କରୁଥିବା ପ୍ରଭୁ ଆପଣଙ୍କୁ ମଧ୍ୟ ବ୍ୟବହୃତ କରିବେ !
ତେଣୁକରି ପରାଜୟକୁ ଦେଖି ବିଚଳିତ ନ ହୋଇ ପ୍ରଭୁଙ୍କର ଠାରେ ବୋଝ ପକାଇ, ସେ ଦେଇଥିବା ଶକ୍ତିରେ ପରିସ୍ଥିତିର ବିରୁଦ୍ଧରେ ସଂଗ୍ରାମ କଲାବେଳେ ତାହା ନିଶ୍ଚୟ ପ୍ରଭୁଙ୍କର ସଂକଳ୍ପକୁ ସମ୍ପୂର୍ଣ୍ଣ କରିବ !ପ୍ରଭୁ ଆମ ନିମନ୍ତେ ପ୍ରସ୍ତୁତ କରିଥିବା ଦୌଡ଼ ପ୍ରତିଯୋଗିତାରେ ସହନଶୀଳତାରେ ଦୌଡ଼ି ତାହାଙ୍କ ଇଚ୍ଛାକୁ ସମ୍ପୂର୍ଣ୍ଣ କରି ପ୍ରଭୁଙ୍କର ଆଶୀର୍ବାଦ ଗୁଡିକ ପାଇବା !ଆମେନ୍ !
- ଶ୍ରୀମତୀ ଜ୍ଞାନା ଶୀଲଵମ ସେଲବ ରାଜ
ପ୍ରାର୍ଥନା ଅନୁରୋଧ :-
ପ୍ରତ୍ୟେକ ଦିନ ଦୂରଦର୍ଶନରେ ପ୍ରସାରଣ କରୁଥିବା କାର୍ଯ୍ୟକ୍ରମ ଦ୍ଵାରା ସମନ୍ୱୟ ହେଉଥିବା ବ୍ୟକ୍ତିମାନେ ପ୍ରଭୁଙ୍କର ପ୍ରେମରେ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.