Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-02-2021
Share:

By Village Missionary Movement

Sunday, 14-Feb-2021

ଆଜିର ବାକ୍ୟ (Oriya) 14-02-2021

ଅପରିବର୍ତ୍ତନ ପ୍ରେମ 

“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16

ବିଶେଷକରି ଛୋଟ ପିଲାମାନଙ୍କ ନିମନ୍ତେ :-

ମହେଶ କହୁଛି,  ରେ ସାଙ୍ଗ ଅପେକ୍ଷା କରେ, ଏହି ଚକଲେଟ ସବୁ ତୋର !ପ୍ରଭୁ ପଚାରିଲା , କିପରି ତୁ  ଏମିତି ବଡ଼ିଆ ବଡ଼ିଆ ଚକଲେଟ ପାଉଛୁ ? ମହେଶ କହିଲା, ଗତକାଲି ମୋର ବାପା ବିଦେଶରୁ ଆସିଲା, ତତେ ନ ଦେଇ ମୁଁ ଖାଇବାକୁ ମୋତେ ଭଲ ଲାଗେ ନାହିଁ, ସେଥିପାଇଁ ପ୍ରଥମେ ତତେ ଆଣିଦେଲି !ପ୍ରଭୁ ମନରେ ବହୁତ ଖୁସି ହେଲେ କାରଣ ମୋ ପ୍ରତି ମହେଶର  ଏତେ ପ୍ରେମ କି ? ଏହି ଦୁଇ ଜଣ ଉତ୍ତମ ସାଙ୍ଗ ସାଥୀ ଅଟନ୍ତି !ଛୋଟ ସମୟରୁ  ଗୋଟିଏ ଶ୍ରେଣୀରେ ମିଶି ପଡ଼ୁଥାନ୍ତି, ଗୋଟିଏ ସାହିରେ ବାସ କରୁଥିବା ଯୋଗୁ ଏହି ଦୁଇ ଜଣ ଉତ୍ତମ ସାଥୀ ବୋଲି ସମସ୍ତେ ଜାଣିଥାନ୍ତି !ସେହି ସାହିରେ ରହୁଥିବା ସମସ୍ତେ ମଧ୍ୟ କୁହନ୍ତି,  ସାଙ୍ଗ ସାଥୀମାନେ ମହେଶ ଓ ପ୍ରଭୁ ପରି ରହିବାକୁ ହେବ, ଝଗଡା ନ ହୋଇ କେତେ  ପ୍ରେମରେ  ରୁହନ୍ତି ବୋଲି ସେହି ସାହିର ସମସ୍ତେ ପ୍ରଶଂସା କରନ୍ତି !ଏଥିଯୋଗୁ ଏମାନଙ୍କର ସ୍ନେହ ଅଧିକ ଦୃଢ଼ ହେଲା !

ଗୋଟିଏ ଦିନ ତାଙ୍କ ଗାଁ ନିକଟସ୍ଥ ବଣକୁ ପ୍ରାତହଭ୍ରମଣକୁ ଯିବା ପାଇଁ ନିଚ୍ଛୟ କଲେ !ଦୁଇ ଜଣ ମିଶି କଥା ହୋଇ ସେହି ବଣରେ ଯାଉଥାନ୍ତି !ହଠାତ ଗୋଟିଏ ଶବ୍ଦ ଆସିଲା, ଏ କଣ ଭାଲୁ ବୋଲି ଆଲୋଚନା କରିବା ପୂର୍ବରୁ ଭାଲୁ ପାଖକୁ ଆସିଗଲା !ମହେଶ ଗଛ ଛାଡିବା ଜାଣିଥାଏ, ମାତ୍ର ପ୍ରଭୁ ଗଛ ଛାଡିବା ଜାଣି ନ ଥିବାରୁ ଡରି ଗଲା !ପ୍ରଭୁ କହିଲା, ରେ ମହେଶ, ତୁ ମୋତେ ପ୍ରାଣ ଠାରୁ ପ୍ରେମ କରୁଛି କହିଥାଉ, ମୋତେ ମଧ୍ୟ ଗଛ ଉପରେ ଛଡାଇ ଦେ, ଦୟାକରି କହି ପ୍ରଭୁ ରଡି କଲା !ମୋ ବାପାଲୋ ମୋ ଦ୍ଵାରା ହେବ ନାହିଁ,  କହି ମହେଶ ଧାଇଁ  ଗଛ ଉପରକୁ ଚଡି ଯାଇ ବସିଲା !କିଛି ଗୋଟିଏ ଭାବନା ଆସିବାରୁ ପ୍ରଭୁ ତଳେ ପଡିଯାଇ ମୃତ୍ୟୁ ଲୋକଙ୍କ ପରି ନିଶ୍ୱାସ ପ୍ରଶ୍ୱାସ ନ ନେଇ ରହିଲା !ଭାଲୁଟି ଆସି ତାଙ୍କର ମୁହଁକୁ ଶୁଙ୍ଘି, ଭାଲୁ ମରିବା ଜିନିଷ ଖାଇବ ନାହିଁ, ତେଣୁ ପ୍ରଭୁକୁ କିଛି ନ କରି ଛାଡି ଚାଲିଗଲା !ଜୀବନକୁ କ୍ଷତି ହେବ ଜାଣି ମହେଶ ମୋତେ ଭୁଲିଗଲା, ସେହ୍ନରେ ସ୍ୱାର୍ଥପର ଅଛି ବୋଲି ପ୍ରଭୁ ସେହି ଦିନ ଜାଣିଲା !ତାପରେ ତଳକୁ ଓଲାଇ ମହେଶ ପ୍ରଭୁକୁ ପଚାରିଲା, ରେ ଭାଲୁ କାନରେ କିଛି ତତେ କହୁ ଥିଲା ତ, କଣ କହିଲା ? ପ୍ରଭୁ କହିଲା, ତୁମ ପରି ସାଙ୍ଗକୁ ବିଶ୍ୱାସ କର ନାହିଁ, ତାର ପ୍ରେମ ପରିବର୍ତ୍ତନ ହୋଇଯିବ !ଯୀଶୁଙ୍କର ହିଁ ଅପରିବର୍ତ୍ତନ ପ୍ରେମ ଓ ନିଃସ୍ୱାର୍ଥପର ପ୍ରେମ !

ମୋର ପ୍ରିୟ ଭାଇ ଓ ଭଉଣୀ ମାନେ,  ତୁମକୁ ଜୀବନରେ  ଜୀବନ ଦେଇ ପ୍ରେମ କରୁଛି, କହୁଥିବା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଠକରେ ପଡିଯାଅ ନାହିଁ !ଆପଣଙ୍କ ନିମନ୍ତେ ଜୀବନ ଦେଇ ଥିବା ଯୀଶୁଙ୍କର ପ୍ରେମକୁ ପାଶୋର ନାହିଁ !ଯୀଶୁଙ୍କର ପ୍ରେମ କଦାପି ପରିବର୍ତ୍ତନ ହେବ ନାହିଁ !ଯେ କୋଣସି ଅବସ୍ଥାରେ ମଧ୍ୟ ପ୍ରେମ କରି ଆପଣଙ୍କୁ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ହୋଇଅଛନ୍ତି !ସେହି ଯୀଶୁଙ୍କର ପ୍ରେମକୁ ଆପଣ ଚିରନ୍ତନ ବିଶ୍ୱାସ କର, ଓକେ ତ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş