Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-10-2022
Share:

By Village Missionary Movement

Tuesday, 18-Oct-2022

ଆଜିର ବାକ୍ୟ (Oriya) 19-10-2022

 

ଏହା ତାହା ଥିଲେ 

 

“ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;” - ଯାକୁବ 2:22

 

ଜଣେ ଗରିବ ଧୋବା ପାଖରେ ଗୋଟିଏ ବୁଢା ଗଧ ଥିଲା !ତାହାଙ୍କ ଠାରେ ବହୁତ କାମ ଥିଲା !ସେହି ଗଧ ତାହାର ସବୁ କାର୍ଯ୍ୟରେ ସାହାଯ୍ୟ କରୁଥାଏ !ଦିନେ ସେହି ଗଧ କୂଅରେ ପଡିଗଲା !ଧୋବା ସେହି ଗଧକୁ ଅନେକ ସ୍ଥାନରେ ଖୋଜିଖୋଜି, ଶେଷରେ ଗାତରେ ପଡିଥିବା ଦେଖି ବହୁତ ଦୁଖୀ ହେଲା !କଣ କରିବା ଉଚିତ ଜାଣି ନ ପାରି,ଧୋବା ଭାବିଲା, ସେହି ଗାତରେ ମାଟି ପକାଇ ଗଧକୁ ମାରି ଦେଇ ସେ ଆଉ ଅନ୍ୟ କାମ କରି ବଞ୍ଚି ଆସେ !କିନ୍ତୁ ଗଧ ଭାବନା କରି ଖୁସି କଲା, ମୋ ମାଲିକ ଆସିଲା, ମୋତେ କିପରି ହେଲେ ଉଦ୍ଧାର କରିବ !ଗଧ ଆଲୋଚନାରେ ମାଟି ପଡିଲା !ହଁ ଧୋବା ପକାଉ ଥିବା ମାଟିକୁ ଝାଡ଼ି ହୋଇ ସେହି ମାଟି ଉପରେ ଚଡି ସେଠାରେ ଥିବା ପଥର ଗୁଡାକୁ, ଆଉଜି ହୋଇ ଚଡିଚଡି ବାହାରକୁ ଆସି ଧୋବାର ଘରକୁ ଗଲା !ଏହି ଧୋବାକୁ ଗଧ ଶିଖାଇ ଥିବା ପାଠ ଦେଖିଲ କି ? ଧୋବା କହିଲା, ଯାହା ଅଛି ତହିଁରେ ଆଗକୁ ବଢିବା ଉଚିତ ବୋଲି ଘରକୁ ଫେରିଲା !

 

ଆମକୁ ପ୍ରଭୁଙ୍କର ଠାରେ ବିଶ୍ୱାସ ଅଛି !କିନ୍ତୁ ଆମେ ଅଳସୁଆ ସଦୃଶ୍ୟ, ଅବ୍ରାହମ ବଳି ସମର୍ପଣ କରିବାକୁ ମେଣ୍ଢା ଦେଇ ଥିବା ପରମେଶ୍ୱର ଆମକୁ ମଧ୍ୟ ଯୋଗାଇବ ବୋଲି ମନରେ ଭାବନା କରି ଆଗକୁ ନ ବଢ଼ି ରହି ଯାଉଛୁ !ଏଲୀୟଙ୍କୁ ଦେଖ ତାହାଙ୍କୁ କାଉ ପୋଷଣ କଲା ତ ବୋଲି ଭାବନା କରି ଠକରେ ପଢ଼ୁଛୁ !ତାଙ୍କ ପୁତ୍ରକୁ ମୋରୀୟ ଦେଶର ଗୋଟିଏ ପର୍ବତରେ ଗୋଟିଏ ସ୍ଥାନରେ ବଳି କର ବୋଲି ସଦାପ୍ରଭୁ କହିବା ବେଳେ,ଅବ୍ରାହମ ତାହାଙ୍କ ସ୍ତ୍ରୀ ସହ ନ କହି ବଳି କରିବା ଆରମ୍ଭ କଲା !ସକାଳୁସକାଳୁ ଉଠି ତାଙ୍କ ପୁଅକୁ ବଳି କରିବାକୁ ନେଇକି ଗଲା !କାହିଁକି ନା, କାହା ଦ୍ଵାରା ବି ପ୍ରଭୁଙ୍କର ଯୋଜନା ବନ୍ଦ ହେବା ଉଚିତ ନୁହେଁ ବୋଲି ହିଁ ତାହାର ଉଦ୍ଦେଶ୍ୟ !

 

ପ୍ରିୟ ବନ୍ଧୁଗଣ, ବିଶ୍ୱାସର ଧୌର୍ଯ୍ୟରେ ବ୍ୟବହାର ହୋଇଥିବା ଅବ୍ରାହମ, ବୃଦ୍ଧା ଅବସ୍ଥାରେ ଜନ୍ମ କରିଥିବା ପୁଅକୁ ପରମେଶ୍ୱରଙ୍କ ନିମନ୍ତେ ହରାଇବାକୁ ପ୍ରସ୍ତୁତ ଅଛନ୍ତି ମାନେ ତାହାଠୁ ବିଧେୟେତା ଆଉ କଣ ଅଛି ? ତାଙ୍କ ପୁଅକୁ ଧରିକି ନେଉଥିବା ବେଳେ, ତାଙ୍କ ପୁଅକୁ ହାତ ବାନ୍ଧିବା ବେଳେ, 

 

ଯଜ୍ଞବେଦିରେ କାଠ ସଜାଡ଼ିବା ବେଳେ, ସେହି କାଠରେ ଶୁଆଇ ଥିବା ତାଙ୍କ ପୁଅକୁ ଖଣ୍ଡା ଧରି ହାତ ଉଠାଇବା ପର୍ଯ୍ୟନ୍ତ ତାଙ୍କ ପୁଅକୁ ହିଁ ବଳି କରିବା ଉଚିତ ବୋଲି କେବଳ ଆଲୋଚନା ହିଁ ତାହାଙ୍କ ଠାରେ ଥିଲା !ମନୁଷ୍ୟ ରୂପେ ଜନ୍ମ ହୋଇଥିବା ଅବ୍ରାହମ ତାର ନିଜର ପୁଅକୁ ହରାଇବାକୁ ପ୍ରସ୍ତୁତ ହୋଇ ଥିଲେ, ଆମ ପରମପିତା ତାଙ୍କ ନିଜ ପୁତ୍ରଙ୍କୁ ହିଁ ଆମ ନିମନ୍ତେ ମୃତ୍ୟୁ ଭୋଗିବାକୁ ସମର୍ପଣ କରିବା କେତେ ମହାନ ସତ୍ୟ ଅଟଇ !ଆମେ ଆମର କ୍ରିୟା ଦ୍ଵାରା ବିଶ୍ୱାସକୁ ସଞ୍ଚୟ କରିବାକୁ କଣ ହରାଇବାକୁ ପ୍ରସ୍ତୁତ ହୋଇଅଛୁ !ଅଳ୍ପ ଆଲୋଚନା କରିବା କି ? ଆମ ଠାରେ ଯାହା ଅଛି ତହିଁରେ ଚେଷ୍ଟା କରି, ଆମ ନିମନ୍ତେ ପ୍ରଭୁ ସୃଷ୍ଟି କରିଥିବାଟାକୁ ପାଇବା ନିମନ୍ତେ ପ୍ରୟାସ କରିବା !ହାଲେଲୁୟା !

- ଶ୍ରୀମତୀ ଅଣବି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନା ଅନୁରୋଧ :-

ଶିକୁଳି ପ୍ରାର୍ଥନାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥନା ବୀରଙ୍କୁ ପରମେଶ୍ୱର ଏଲୀୟଙ୍କ ଆତ୍ମାରେ ପରିପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al