Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-10-2022
Share:

By Village Missionary Movement

Monday, 17-Oct-2022

ଆଜିର ବାକ୍ୟ (Oriya) 18-10-2022

 

ହେଁ ଏ କ’ଣ ଘଟିବ 

 

 "...ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କ’ଣ ଏ କଥା ହୋଇ ପାରିବ ...." - ଦ୍ୱିତୀୟ ରାଜାବଳୀ 7:2

 

ସରକାରୀ ଚାକିରୀ କରୁଥିବା ଜଣେ ମଣ୍ଡଳୀର ବିଶ୍ୱାସୀକୁ ତାଙ୍କ ଉତ୍ତରାଧିକରୀ ସେ ଅନ୍ୟାୟରେ ଚାଲୁଚି ବୋଲି ଅଭିଯୋଗ କଲା !ସେଥିପାଇଁ ଚାକିରୀ ଚାଲିଯିବା ଭଲି ତାଙ୍କୁ ଲାଗିଲା !ସେ ଭୟ ହୋଇ ପ୍ରାର୍ଥନା କରିବାକୁ ପାଳକଙ୍କୁ ଅନୁରୋଧ କଲା !ସେଥିପାଇଁ ପାଳକ ଏବଂ ଚର୍ଚ୍ଚର ସମସ୍ତ ବିଶ୍ୱାସୀ ପ୍ରାର୍ଥନା କଲେ !ତାହା ବିଚାର କରିବାକୁ କାର୍ଯାଳୟରୁ ଦୁଇ ଜଣ ଅଧିକାରୀ ଆସିଲେ !ସେମାନଙ୍କ ମନରେ ପ୍ରଭୁ କଥା ହେଲେ , ସେହି ବିଶ୍ୱାସୀ ପ୍ରତି ଖ୍ରୁର ମନ ଭାବ ଥିବା ସେହି ଅଧିକାରୀ ମୋର ହିଁ ଭୂଲ ଅଟେ ବୋଲି ଲେଖିକି ପଠାଇଲା !ସେହି ଅଧିକାରୀର ଟ୍ରାନ୍ସଫର ହେଲା !କେବଳ ସେତିକି ନୁହେଁ ସେହି ବିଶ୍ୱାସୀକୁ ପ୍ରୋମସନ ମଧ୍ୟ ମିଳିଲା !ହଁ ଏହା କଣ ହେବ, ଏହା କଣ ସମ୍ଭବ କି ବୋଲି ଆମେ ମନୁଷ୍ୟମାନଙ୍କ ଆଲୋଚନା ପ୍ରକାରରେ ଆଲୋଚନା କରିବା ବିଷୟରେ ଯୀଶୁ ଆମ ନିମନ୍ତେ ଯୁଦ୍ଧ କରି ବିଜୟୀ ଦେବା ହୋଇ ଅଛନ୍ତି !

 

ପବିତ୍ର ବାଇବଲରେ ଅରାମ ରାଜା ଇଶ୍ରାଏଲ ମାନଙ୍କ ନଗର ସମରୀୟାକୁ ଅବରୋଧ କଲା !ସମରୀୟାରେ ମହା ଦୁର୍ଭିକ୍ଷ ହେଲା !ଇଶ୍ରାଏଲର ରାଜା ତରବର ହୋଇ ଇଲିଶାୟ ପ୍ରଭକ୍ତାଙ୍କୁ ଆହ୍ୱାନ କଲା !କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର ଦ୍ୱାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରୟ କରାଯିବ !ତାହା ଶୁଣି ରାଜାଙ୍କ ସେନାପତି ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କ’ଣ ଏ କଥା ହୋଇ ପାରିବ ବୋଲି ସନ୍ଦେହରେ ପଚାରି ଇଶ୍ରାଏଲର ପରମେଶ୍ୱରଙ୍କୁ ସନ୍ଦେହ କଲା !କିନ୍ତୁ କଣ ଘଟିଲା ଜାଣିଛ, ପ୍ରଭୁ ଆରାମୀୟାମାନଙ୍କ ସୈନଗଣଙ୍କୁ ଶବ୍ଦ ଶୁଣାଇ ଥିଲେ !ଅନେକ ରାଜା ଇଶ୍ରାଏର ସପକ୍ଷରେ ଆସୁଛନ୍ତି ବୋଲି ଭାବନା କରି ହତଭାଗା ଅରାମମାନେ ଫେରିଗଲେ !ଇଲୀଶାୟ ପ୍ରଭକ୍ତାଙ୍କ ଦ୍ଵାରା ପରମେଶ୍ୱର କହିବା ସଦୃଶ୍ୟ ପରିସ୍ଥିତି ବଦଳିଲା !

 

ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ଏହା କଣ ଘଟେ କି ବୋଲି ପ୍ରଶ୍ନ ଅଛି କି ? ଗୋଟିଏ କାର୍ଯ୍ୟକୁ ପରମେଶ୍ୱର ତୁମ୍ଭ ଠାରେ ସଫଥ କଲେ ମଧ୍ୟ ସେହି ସେନାପତି ସଦୃଶ୍ୟ ବିଶ୍ୱାସ ରଖି ପାରୁ ନାହଁ କି ? ପରମେଶ୍ୱରଙ୍କ ଅସାଧ୍ୟ କିଛି ହିଁ ନାହିଁ !ହାସଲ କରି ନ ପାରିବା ମହାନ କାର୍ଯ୍ୟ ଏବଂ ଅଗଣା ଅଦ୍ଭୁତ କରିବା ସଦାପ୍ରଭୁ ଉପରେ କୁହାଯାଇ ଥିବା ବିଶ୍ୱାସୀମାନଙ୍କ ଜୀବନରେ କରିଥିବା ସଦୃଶ୍ୟ ମହାନ କାର୍ଯ୍ୟ କରନ୍ତୁ, ବିଶ୍ୱାସ ରଖନ୍ତୁ !ଆମେନ୍ !

- ଏ. ବିହୁଲା 

 

ପ୍ରାର୍ଥନା ଅନୁରୋଧ :-

ଆମ ଗେତସମଣି କ୍ୟାମ୍ପସରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ଏଗାର ଘଣ୍ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ହେଉଥିବା ସୁସ୍ଥତା ଆରାଧନା ନିମନ୍ତେ ଆସୁଥିବା ରୋଗୀମାନେ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al