Village Missionary Movement         கிராம மிஷனரி இயக்கம்

ଜିର ବାକ୍ୟ (Oriya) 10-10-2022 (Youth Special)
Share:

By Village Missionary Movement

Sunday, 09-Oct-2022

ଜିର ବାକ୍ୟ (Oriya) 10-10-2022 (Youth Special)

 

ମନକୁ ନୂତନୀକରଣ 

 

“କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇ ନାହାଁନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।“ - ୨ ତୀମଥି 1:7

   

ଯେକୌଣସି ମାନବର ହୃଦୟ ହେଉ, ଅନେକ ପ୍ରକାର ଆଲୋଚନାରେ ପରିପୂର୍ଣ୍ଣ ଥାଇ, ସେହି ଆଲୋଚନା ହିଁ ଘଟାଏ ଦିଏ !ତେଣୁକରି ମାନବର ଆଲୋଚନାକୁ ସଂରକ୍ଷଣ ହେଲେ ହିଁ ମଣିଷ ଜାତିର କାର୍ଯ୍ୟ ସଠିକ ହୋଇ ଥିବ !ଅଜ୍ଞାନୀକୁ ଶଇତାନ ଅତି ସହଜରେ ଆକ୍ରମଣ କରି ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ସାଧନରେ ବଦଳାଇବ !ତେଣୁକରି ଆମେ ସ୍ୱଚ୍ଛ ବୁଦ୍ଧିରେ, ବିଶ୍ୱାସରେ ବିଜୟୀ ବ୍ୟକ୍ତି ସଦୃଶ୍ୟ ରହିବା ଉଚିତ !ମାନସିକ ସୁସ୍ଥତା ହୋଇଥିବା ଆଜିର ଦିନ, ଏହି ବିଷୟରେ ଆଲୋଚନା କରିବା ସଠିକ ଥିବ !ଇଶ୍ରାଏଲ ମାନଙ୍କୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କର ଦୃଷ୍ଟିରେ ଉତ୍ତମ ଅଟେ !କିନ୍ତୁ ଚୋର ଶଇତାନ ହତ୍ୟା କରିବାକୁ, ବିନାଶ କରିବାକୁ ଆସିବ !ତେଣୁକରି ବ୍ୟକ୍ତିଗତ ବ୍ୟକ୍ତି ମାନଙ୍କ ମନଶାନ୍ତିକୁ, ଆନନ୍ଦକୁ ମେହେମ୍ କରିଦେବ !ସେଥିପାଇଁ ପ୍ରତ୍ୟେକ ଜଣର ମାନସିକ ରୋଗ କଷ୍ଟ ଦେଉଛି !ଶାରୀରିକ କ୍ରିୟା ଗୁଡିକ ବଢିବା ବେଳେ, ଶଇତାନ ମନୁଷର ମନକୁ ଆକ୍ରମଣ କରି, ବିନାଶ କରିବି ବୋଲି ଭାବନା କରିଥିବା ସବୁକୁ କରିବାକୁ, ଏହି ମଣିଷମାନଙ୍କୁ କଣ୍ଡେଇ ସଦୃଶ୍ୟ ବଦଳେଇ ପାରିବ !ମାନସିକ ଭାବେ ଅତ୍ୟଧିକ କଷ୍ଟ ହେଉଥିବା ଲୋକ, ଭୂଲ ସାକ୍ଷୀ, ଅନ୍ୟଠାରୁ ଅପମାନିତ ହେବା, ସମସ୍ୟାକୁ ମୁକାବିଲା କରି ନ ପାରିବା, ଏବଂ ଅନ୍ଧବିଶ୍ୱାସର ଶକ୍ତି ଦ୍ଵାରା ସେହି ସ୍ତିତିକୁ ଖସି ଯାଉଛନ୍ତି !ମୁଁ ଯେକୌଣସି ଅବସ୍ଥାରେ ଥିଲେ ବି, ମୋତେ ପ୍ରେମ କରିବାକୁ ଯୀଶୁବାପା ଅଛନ୍ତି !କେବଳ ଏହି ଆଲୋଚନା ହିଁ ମଣିଷର ମନକୁ ପରିବର୍ତ୍ତନ କରି ପାରିବ !ଖ୍ରୀଷ୍ଟଙ୍କ ଠାରେ ଶରୀର ପାପ ବିଷୟରେ ମୃତ୍ୟୁ ହୋଇଥିବା ବେଳେ ମନୁଷ୍ୟ ଭଲ ମନ ପାଇ ଉପକାର ଦ୍ଵାରା ଅପକାରକୁ ବିଜୟୀ ହୋଇ ପାରିବ !

 

ପ୍ରିୟ ବନ୍ଧୁଗଣ, ନୂତନ ଏବଂ ଅନନ୍ତ ଜୀବନ ବିଷୟରେ ଏବ୍ରୀ ନିକଟକୁ ପତ୍ରରେ ଏପରି ବର୍ଣ୍ଣନା କରୁଛି !କେବଳ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ହିଁ ଏହି ମାର୍ଗରେ ପ୍ରବେଶ କରି ପାରିବା !ପୃଥିବୀରେ ଥିବା ଅନେକ ମାନସିକ ବୈଦ୍ୟମାନେ ସୁସ୍ଥତା କରି ନ ପାରିବା ମାନସିକ ରୋଗୀଙ୍କୁ ବୃଷମାନଙ୍କ ରକ୍ତ, ସାକ୍ଷୀର ବାକ୍ୟ ହିଁ ସୁସ୍ଥତା କରି ପାରିବ !ଆମେ ଆଉ ପୁରୁଣା ସ୍ଵଭାଵ ପ୍ରକାରେ ଗମନ କରିବାକୁ ଦାସତ୍ୱର ଆତ୍ମା ପାଇ ନାହୁଁ କିନ୍ତୁ ଆତ୍ମାରେ ପରିପକ୍ୱ ହୋଇ 'ହେ ପିତଃ ' ବୋଲି ଚିତ୍କାର କରୁଛୁ !ଏହି ପବିତ୍ର ଆତ୍ମା କଢ଼ାଉ ଥିବା ଆମକୁ, ଆମ ମନକୁ ବନ୍ଦନରୁ ମୁକ୍ତ କରି ଲକ୍ଷ୍ୟ ପଥକୁ ଅନାଇ ପବିତ୍ର ଆତ୍ମାରେ ଧୌଡାଉଛି !ତେଣୁକରି ଯାହାକୁ ବି ବିରୋଧ କରି ଧୌର୍ଯ୍ୟ ଦେଉଥିବା ଯୀଶୁଙ୍କ ଆତ୍ମାକୁ ପାଇ ତାହାଙ୍କ ଶକ୍ତିରେ ଆମ ଜୀବନ ଯାତ୍ରାରେ ଧୌଡିବା !ହାଲେଲୁୟା !

- ଶ୍ରୀମତୀ ମେର୍ସି ଆଲେକଜେଣ୍ଡର 

 

ପ୍ରାର୍ଥନା ଅନୁରୋଧ :-

ଆନ୍ଦ୍ର ପ୍ରଦେଶ ଏବଂ ଓଡିଶା ରାଜ୍ୟରେ ଆମ ସହ ମିଶିକି ସେଵାକାର୍ଯ୍ୟ କରୁଥିବା ଛୟାଅଶୀ (86)ଜଣ ସେବକମାନଙ୍କ ପରିବାର ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş