By Village Missionary Movement
Friday, 07-Oct-2022ଆଜିର ବାକ୍ୟ (Oriya) 08-10-2022
ଶତପ୍ରତିଶଦ(100%) ବିଜୟୀ
“କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।“ - ରୋମୀୟ 12:21
ବହୁବର୍ଷ ପୂର୍ବେ ଏକ ଆମେରିକା ବିପ୍ଳବ ସମୟରେ, ଜଣେ ତୁର୍କି ସୈନିକ ଜଣେ ନର୍ସ ଏବଂ ତାର ଭାଇକୁ ଅତି ନିର୍ମମ ଭାବେ ଆକ୍ରମଣ କଲା !ତାର ଭାଇ ନିର୍ଯାତନାର ସ୍ୱୀକାର ହେଉଥିବା ବେଳେ, ସେ ନର୍ସ ଜୀବନକୁ ବାଞ୍ଛାଇ ନେଲା !ହେଲେ ସେ ଏକ ଘରୋଇ ହସ୍ପିଟାଲରେ ବାଧ୍ୟତା ହୋଇ କାର୍ଯ୍ୟ କରିବାକୁ ପଡିଲା !କିଛି ବର୍ଷ ପରେ ସେହି ତୁର୍କିର ସୈନିକ ଜୀବନ ପ୍ରତି ବିପଦରେ ଆଘାତ ହୋଇ ସେହି ହସ୍ପିଟାଲରେ ଭର୍ତ୍ତି ହେଲା !ତାଙ୍କୁ ଏହି ନର୍ସଙ୍କ ତତ୍ୱାବଧାନରେ ରଖାଗଲା !ତାର ଭାଇର ହତ୍ୟାକାରୀ ବୋଲି ଜାଣିପାରି, ସେ ଜଣେ ଖ୍ରୀଷ୍ଟିଆନ ହୋଇଥିବା ହେତୁ, ଜୀବନ ସହ ସଂଗ୍ରାମ କରି, ଜୀବନ ହରାଇବା ପରିସ୍ଥିତିରେ ଥିବା ତାହାଙ୍କୁ ଉତ୍ତମ ତତ୍ଵାବଧାନ କଲା !ସେ ସୈନିକ କିଛି ସୁଧାର ହେଲା ପରେ, ତାକୁ ତତ୍ଵାବଧାନ କରୁଥିବା ସେହି ନର୍ସଙ୍କୁ ଚିହିଁ ପାରିଲା !ସେ ସୈନିକ ପଚାରିଲା, ତୁମେ ମୋତେ କାହିଁକି ଏତେ ଭଲ ଭାବେ ତତ୍ଵାବଧାନ କଲ ?ତେବେ ସେ ନର୍ସ ଉତ୍ତର କଲା "ତୁମ ଶତ୍ରୁକୁ ପ୍ରେମ କର "ବୋଲି କହିଥିବା ଯୀଶୁଙ୍କୁ ମୁଁ ଅନୁସରଣ କରୁଛି !ସେ ସୈନିକ ମଧ୍ୟ ଯୀଶୁଙ୍କୁ ଜାଣିବା ନିମନ୍ତେ ଅତି ଆତୁର ହୋଇ ଥିଲା !ସେ ଦେଖାଇ ଥିବା ପ୍ରେମ ଯୋଗୁ ସେ ଆତ୍ମା ପ୍ରଭୁଙ୍କର ନିମନ୍ତେ ଉଦ୍ଧାର କରାଗଲା !
ପ୍ରଭୁଙ୍କର ଦ୍ରୋହି ହୋଇ ତାହାଙ୍କୁ ପରିତ୍ୟାଗ କରି ଦୂରେଇ ଥିବା ଆମ୍ଭମାନଙ୍କୁ, ତାହାଙ୍କ ସ୍ନେହ ବନ୍ଦନରେ ବାନ୍ଧି, ଆକର୍ଷଣ କରି ସର୍ବାଧିକ ଭାବେ ଆମକୁ ପ୍ରେମ କରୁଛି ! ସେ ତାଙ୍କ ପ୍ରେମ ଦ୍ଵାରା ଆମକୁ ଆହ୍ୱାନ କରି ଶ୍ଵାଶ୍ୱତ୍ୱର ଆନନ୍ଦ, ସମାଧାନ, ପାପ କ୍ଷମା ସଦୃଶ୍ୟ ପୃଥିବୀରେ ପାଇ ନ ପାରିବା ଭଣ୍ଡାର ଆମ ହୃଦୟରେ ରଖିଲା !
ପ୍ରିୟ ବନ୍ଧୁଗଣ,ଆମ ବିରୁଦ୍ଧରେ ଥିବା ବ୍ୟକ୍ତିଙ୍କୁ କ୍ଷମା କରିବା ହେଉଛି ଏକ ଆହ୍ୱାନର କାର୍ଯ୍ୟ !କିନ୍ତୁ ଏପରି କାର୍ଯ୍ୟରେ ଆମକୁ ବିଜୟୀ କରିବାକୁ ଯୀଶୁ ଆଗ୍ରହରେ ଅଛନ୍ତି !ଯଦି ଆମେ ଆମର ମାନସିକ ସ୍ଥିତିରୁ ଦେଖିବା ପରିହେଲେ କ୍ଷମାର ଗୁଣ ଆମ ସହିତ ଏକପ୍ରତିଶଦ ବି ନାହିଁ !କିନ୍ତୁ ଯୀଶୁଖ୍ରୀଷ୍ଟ ଆମ ସମସ୍ତ ପାପକୁ କ୍ଷମା କରି, ଆମକୁ ପ୍ରେମ କରିଥିବା ବିଧାନକୁ ମନେ ପକାଇ ଧ୍ୟାନ କଲା ପରି ହେଲେ, ଶହରୁ ଶହପ୍ରତିଶଦ ବିଜୟ ସାଧନ କରି, ଯାହାକୁ ବି କ୍ଷମା କରି, ପ୍ରେମ କରି, ଆତ୍ମାର ରୋଜଗାର କରି ପାରିବା !ଆମେନ୍ !
- କେ. ମୋନଜ କୁମାର
ପ୍ରାର୍ଥନା ଅନୁରୋଧ :-
ଦ୍ୱିତୀୟ ଶରିବାର ହୋଇଥିବା ଆଜି ଆମ ଗେତସମଣି କ୍ୟାମ୍ପସରେ ହେଉଥିବା ମୁକ୍ତି ଉପବାସର ଆରାଧନା ନିମନ୍ତେ ଏବଂ ଆସନ୍ତା କାଲି ତାମିଲନାଡୁର ୟୁସୁଳମପାଟି ନାମକ ସେବାସ୍ଥାନରେ ହେବାକୁ ଥିବା ଉଜ୍ଜିବକୁ ଆଶା କରୁଥିବା ଆରାଧନା ନିମନ୍ତେ ଏବଂ ଏହି ସମାବେଶରେ ଅଧିକାଂଶ ଲୋକ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.