Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-02-2021
Share:

By Village Missionary Movement

Friday, 12-Feb-2021

ଆଜିର ବାକ୍ୟ (Oriya) 12-02-2021

ଆମ୍ଭମାନଙ୍କୁ ବ୍ୟାପିବ କଣ ? 

“ଏଣୁ ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ|” - ପ୍ରେରିତ 6:7

ଗୋଟିଏ ଗ୍ରାମରେ ଏକ ବୃଦ୍ଧା ପରିବାରର  ସାତ ଏକର ଜମି ଥିଲା !ଜମିରେ ଅନେକ ପ୍ରକାରର ଫସଲ ଅମଳ କରୁଥିଲେ !ସେହି ବର୍ଷ ଯଥେଷ୍ଟ ବର୍ଷା ନ ହେବାରୁ କୂପର ପାଣି ସମସ୍ତ ଶୁଖି ଯାଇ କୂପ ଭିତରେ ଥିବା ବଡ଼ ପଥର ଦେଖାଗଲା !ସମସ୍ତ ଫସଲ ଶୁଖିଲା ହେବାକୁ ଆରମ୍ଭ ହେଲା !ସେହି ସମୟରେ ସେମାନେ ପ୍ରଭୁଙ୍କୁ ଚାହିଁ ପ୍ରାର୍ଥନା କରିବାକୁ ଆରମ୍ଭ କଲେ !ସେ ଶୈଳକୁ ଜଳାଶୟ,ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ। (ଗୀତସଂହିତା :-114:8)ର ବାଇବଲ ବାକ୍ୟ ତାଙ୍କ ସହ କଥା ହେବା ଆରମ୍ଭ ହେଲା ! ବାଇବଲ ବାକ୍ୟରେ ଯେପରି ସେହିପରି ବିଶ୍ୱାସ ସହିତ ସେହି ରାତିରେ ପ୍ରାର୍ଥନା ଆରମ୍ଭ କଲେ !ଶୈଳକୁ ଜଳାଶୟ କରିଥିବା ପରମେଶ୍ୱର ପଥର ଦେଖାଯାଉଥିବା ଆମ କୂପକୁ ଜଳରେ ପରିପୂର୍ଣ୍ଣ କର !ତାଙ୍କ ପ୍ରାର୍ଥନାକୁ ପରମେଶ୍ୱର ଉତ୍ତର ଦେବ ବୋଲି ବିଶ୍ୱାସର ସହିତ ତାଙ୍କ ହୃଦୟର ସହ ପ୍ରାର୍ଥନା କଲେ !ସକାଳୁ ଉଠି ତାଙ୍କ କୂଅକୁ ଦେଖିବା ବେଳେ ପଥର ଦେଖାଯାଉଥିବା ସେହି କୂପରେ ପାଣିର ଢେଉ ହୋଇ ସେହି କୂଅ ପାଣିରେ ପୂର୍ଣ୍ଣ ହୋଇଥିବା ଦେଖି ପରମେଶ୍ୱରଙ୍କର ସ୍ତୁତି କଲେ !ସେହି ଚାରିଆଡେ ଥିବା ସମସ୍ତ କୂଅ ଗୁଡିକ ଶୁଖିଲା ଥିବା ବେଳେ ଏମାନଙ୍କ କୂଅରେ ନ (9)ଏକରକୁ ଚାଷ କରିବା ନିମନ୍ତେ ଆବଶ୍ୟକ ଜଳ ସଦାପ୍ରଭୁ ଦୟା କରିଥିଲେ !

ଅବ୍ରାହମ ଓ ତାଙ୍କ ପତ୍ନୀ ସାରା ସନ୍ତାନ ବିହୀନ  ବୃଦ୍ଧା  ହୋଇ ଥିଲେ !ହେଲେମଧ୍ୟ ଅବ୍ରାହମଙ୍କର ସନ୍ତାନ ଆକାଶର ନକ୍ଷତ୍ର ସଦୃଶ୍ୟ କରିବି ବୋଲି ସଫଥ କରିଥିବା ସଦାପ୍ରଭୁଙ୍କୁ ଉପରେ ବିଶ୍ୱାସ ରଖିଲେ !ସେଥିଯୋଗୁ ଏକ ଶହ ବର୍ଷରେ ଇଶାଖକୁ ଜନ୍ମ ଦେଲେ !

ମୋର ପ୍ରିୟ ବନ୍ଧୁଗଣ ଆମ ଜୀବନରେ ମଧ୍ୟ ବାଇବଲ ବାକ୍ୟ ମାଧ୍ୟମରେ ସେ ଆମ ସହ କଥା ହେଉଛନ୍ତି !ଆମେ ସେହି ବାକ୍ୟକୁ ବିଶ୍ୱାସ କରି ପ୍ରାର୍ଥନା କରିଛୁ କି ? ପରମେଶ୍ୱରଙ୍କ ବାକ୍ୟକୁ ଧରି ରହିଛୁ କି ? ତାଙ୍କ ବାକ୍ୟରେ ବିଶ୍ୱାସ କଲେ ହିଁ ଆମେ ବିଜୟୀ ହେବା !ସେହି ବାକ୍ୟକୁ ବିଶ୍ୱାସର ସହିତ ପହଁରିଲେ ହିଁ  ତାହା ବିଶାଳ ହୋଇ ଫଳିବ !ସେହିପରି ଆମ ଜୀବନରେ ମଧ୍ୟ ଶୁଣି ବାକ୍ୟକୁ ଛାଡି ଅଭିଶପ୍ତ ନ ହୋଇ ବାଇବଲ ବାକ୍ୟ ଆମ ଠାରେ ରୋପଣ ହେବା ନିମନ୍ତେ ତାହା ଆମଠାରେ ହୃଦୟରେ ଚେର ମାଡି ଅଭିବୃଦ୍ଧି ହେବାକୁ ହେଲେ ଯେ କୋଣସି ପରିସ୍ଥିତିରେ ମଧ୍ୟ ବାକ୍ୟକୁ ଧରିରଖି ବିଜୟୀ ହେବା !
-    ଶ୍ରୀମତୀ ୱାଶାନ୍ତି ରାଜମୋହନ 

ପ୍ରାର୍ଥନା କରନ୍ତୁ :-ନାମ୍ବିକେ ଟି. ବି. ରେ ଗୋଟିଏ କାର୍ଯ୍ୟକ୍ରମକୁ  4500ଟଙ୍କା ସହଯୋଗ କରୁଥିବା ପରିବାରକୁ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al