Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-10-2022
Share:

By Village Missionary Movement

Saturday, 01-Oct-2022

ଆଜିର ବାକ୍ୟ (Oriya) 01-10-2022

 

ପ୍ରେମ କରନ୍ତୁ 

 

"...ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର !” - ମାଥିଉ 19:19

 

" ଲଭ " ନାମରେ ନାମିତ ଏକ ସଂସ୍ଥା ରହିଥିଲା ! " ଲଭ ଇନ ଦା ନେମ ଆଫ ଖ୍ରିଷ୍ଟ "ଏହା ହିଁ ଏହି ସଂସ୍ଥାର ବିସ୍ତାରଣର କାରଣ ଅଟେ !ଏହାର ଅର୍ଥ ଖ୍ରୀଷ୍ଟଙ୍କ ନାମରେ ପ୍ରେମ କରନ୍ତୁ !ଏହି ସଂସ୍ଥାର ଲକ୍ଷ୍ୟ ହେଉଛି, ମଣ୍ଡଳୀ ଗୁଡିକ ସଂଗ୍ରହ କରି, ବିରକ୍ତିକର ଏବଂ ଆବଶ୍ୟକରେ ଭରି ରହିଥିବା ଏହି ପୃଥିବୀକୁ ଖ୍ରୀଷ୍ଟଙ୍କ ନାମରେ ଅନ୍ତର୍ଭୂକ୍ତ କରିବା !କିନ୍ତୁ କାଳ ଅନୁସାରେ ଏହି ଲକ୍ଷ୍ୟଟି ପରିବର୍ତ୍ତନ ହୋଇଗଲା !ସେମାନେ ଖ୍ରୀଷ୍ଟଙ୍କ ନାମରେ କାର୍ଯ୍ୟ ଗୁଡିକ କରୁଛୁ ବୋଲି କହୁଥିଲେ ମଧ୍ୟ, ବାସ୍ତବରେ ସେମାନେ ସେମାନଙ୍କ ନିଜସ୍ୱ ଲାଭ ନିମନ୍ତେ କାର୍ଯ୍ୟ କରିବା ଆରମ୍ଭ କଲେ !ଖ୍ରୀଷ୍ଟଙ୍କ ହତ୍ୟାକାରୀ ବୋଲି ନିଷ୍ଠୁର ନାମ ଯିହୂଦୀମାନଙ୍କର ଅଛି !ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯିହୂଦୀମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ' ହୋଲକାଷ୍ଟ 'ନିଷ୍ଠୁର ରୂପେ ଉତ୍ତେଜିତ ହୋଇଥିବା କେତେକ ସମୟରେ ନ୍ୟାୟ ମଧ୍ୟ କରିଥିଲେ !ଯୀଶୁଙ୍କୁ ଏପରି ପ୍ରେମ କରୁଛି ବୋଲି କହି, କିଛି ଲୋକଙ୍କୁ ହତ୍ୟା କରି ନ ଥିବା କିଛି ବ୍ୟକ୍ତି ଏହି ପୃଥିବୀରେ ଅଛନ୍ତି !

 

ଲୁକ :-10:25-37 ରେ ଯୀଶୁ ତାଙ୍କ ନିକଟକୁ ଆସିଥିବା ବ୍ୟବସ୍ଥାଶାସ୍ତ୍ରଜ୍ଞ ସହିତ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ' ' ' ପ୍ରେମ ' ବୋଲି କେବଳ ଗୋଟିଏ ପଦରେ କଣ କରିବା ଉଚିତ ବର୍ଣ୍ଣନା କରି କହିଲେ !ଯୀଶୁଙ୍କୁ ପ୍ରେମ କରୁଛି, ମାତ୍ର କିଛି ଲୋକଙ୍କୁ ପ୍ରେମ କରି ପାରିବି ନାହିଁ ବୋଲି କହିବା ଅଯୋଗ୍ୟ ଅଟଇ !ଯୀଶୁବାପାଙ୍କୁ ପ୍ରେମ କରିବା ଉଚିତ !କାହାକୁ ଆମ ସାହାଯ୍ୟ ଆବଶ୍ୟକ ହେଉଛିକି, ସେମାନଙ୍କୁ ମଧ୍ୟ ଗ୍ରହଣ କରିବା ଉଚିତ !ସେମାନଙ୍କୁ ପ୍ରେମ କରିବା ଉଚିତ !ଏହି ସମ୍ବାଦ ଏବେ ଆପଣ ପ୍ରେମ କରୁଥିବା ସୀମା ଡେ଼ଇ ପ୍ରଭୁ ନିର୍ଦ୍ଦେଶ କରିଥିବା ମାର୍ଗରେ ମଣିଷ ମାନଙ୍କୁ ପ୍ରେମ କରିବା ଶିଖିବା ଉଚିତ ବୋଲି କହନ୍ତି !ଆମର ଜନ୍ମ ସ୍ଵଭାଵ ଆମକୁ କହେ କି ଯେ, ଇଚ୍ଛା ହେବା ଲୋକଙ୍କୁ ହିଁ ପ୍ରେମ କରନ୍ତୁ !କିନ୍ତୁ ପବିତ୍ର ବାଇବଲ କହେ, ସମସ୍ତଙ୍କୁ ପ୍ରେମ କର !

 

"ୱାଲର୍ଡ ଭିସନ"ନାମକ ସଂସ୍ଥାର ସ୍ଥାପକ 'ପାପୀୟୋସ' ଏପରି କହନ୍ତି, ପ୍ରଭୁଙ୍କର ହୃଦୟ ଏଠାରେ ଏବଂ ସେଠାରେ ଭଙ୍ଗା ଯାଉଛି କି, ସେଠାରେ ମୋ ହୃଦୟ ମଧ୍ୟ ଭାଙ୍ଗିବା ଉଚିତ୍ !ପ୍ରଭୁ ଯାହାଯାହା ଦେଖି ଲୁହ ଝରଉଛନ୍ତି କି, ତାହା ଦେଖିବା ବେଳେ ମୋର ମଧ୍ୟ ଲୁହ ଝରିବା ଉଚିତ !ଆଜିର ସନ୍ଦେଶର ମୁଖ୍ୟ ଅଂଶ ହେଉଛି ମୋ ପଡୋଶୀକୁ ପ୍ରେମ ନ କରି ଯୀଶୁଙ୍କୁ ପ୍ରେମ କରିବି ବୋଲି କହିବା ପରି ହେଲେ, ଏହା ଏକ ମହାନ କପଟତା ଅଟଇ !ମାଥିଉ :-19:19 ରେ ରହିଥିବା କ୍ରିୟା ଆମ୍ଭମାନଙ୍କ ଜୀବନରେ ଦୃଶ୍ୟ ହେବା ଉଚିତ !

- ପି. ଜେକାଵ ଶଙ୍କର 

 

ପ୍ରାର୍ଥନା ଅନୁରୋଧ :-

ଏହି ସେପ୍ଟେମ୍ବର ମାସ ସାରା ହେଉଥିବା ସେଵାକାର୍ଯ୍ୟ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ହୋଇ କଢାଇ ନେବା ନିମନ୍ତେ ଏବଂ ଆଜି ଠାରୁ ତାମିଲନାଡୁରେ ତିନି ତାରିଖ ପର୍ଯ୍ୟନ୍ତ ଯୌବନ ମାନଙ୍କ ସମାବେଶ ହେଉଛି, ଏହି ସମାବେଶକୁ ବହୁସଂଖ୍ୟକ ଯୌବନ ମାନେ ଆସିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al