Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-09-2022
Share:

By Village Missionary Movement

Monday, 26-Sep-2022

ଆଜିର ବାକ୍ୟ (Oriya) 27-09-2022

 

ତିକ୍ତତାର ଚେର 

 

“କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ” - ଯାକୁବ 3:16

 

ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ହୋଇଥିବା ଯୁଦ୍ଧରେ ଜୀବନ ହରାଇ ଥିବା ଜଣେ ୟୁକ୍ରେନ ସୈନିକ ବୀରଙ୍କ ଅନ୍ତିମ ସଂସ୍କାର ଆରାଧନାରେ ଦୁଇ ଦେଶର ପାଳକମାନେ ହାତ ମିଳାଇ, ମିଳିତ କରିଥିବା ଏକ ଘଟଣାଟି ଅନେକଙ୍କୁ ଯନ୍ତ୍ରଣା ଦେଲା !ଥୋମାସ ପିଲ ନାମକ ସ୍ଥାନରେ ଘଟିଥିବା ଯୁଦ୍ଧରେ ଜୀବନ ହରାଇ ଥିବା ଓଲେକ୍ସ ସାଣ୍ଡେଲ ଜେନିଭି ନାମକ ୟୁକ୍ରେନ ସୈନିକ ବୀରଙ୍କ ଅନ୍ତିମ ସଂସ୍କାର ଆରାଧନା ହେଲା !ସେଠାରେ ପ୍ରସଙ୍ଗ କରିଥିବା ୟୁକ୍ରେନ ପାଳକ ସମ୍ବୋଧନ କଲା, ଆମେ ସମସ୍ତେ ରୁଷିଆ ଜନତାଙ୍କୁ, ମଣ୍ଡଳୀକୁ ବଞ୍ଚିତ କରିବା ଉଚିତ !ଏହି ସମାବେଶରେ ଅଂଶଗ୍ରହଣ କରିଥିବା ଜଣେ ରୁଷିଆ ପାଳକ, ଏପରି କହିବା ଉଚିତ ନୁହେଁ ବୋଲି ବିରୋଧ କଲା !କିଛି ମଧ୍ୟରେ ସମୟରେ ସେଠାରେ ଥିବା କୃଶକୁ ଧରି ୟୁକ୍ରେନ ପାଳକକୁ ମାରିବାକୁ ଆରମ୍ଭ କଲା !ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ, ସେଠାରେ ଥିବା ସୈନିକମାନେ ଦୁଇ ଜଣ ପାଳକଙ୍କୁ ସମାଧାନ କଲେ !ସମାଧାନ ବିଷୟରେ ଶିକ୍ଷା ଦେବା ପାଳକମାନେ ହିଁ ଗଣ୍ଡଗୋଳ ହେବା ଅତ୍ୟଧିକ ଯନ୍ତ୍ରଣାରେ ଲକ୍ଷ୍ୟ ହେଲା !ଯାକୁବ :-3:14-18 ବଚନରେ ତିକ୍ତ ଈର୍ଷାଭାବ ବିଷୟରେ ଯାକୁବ ଲେଖିଛନ୍ତି !ପ୍ରତିଵାସୀ ପ୍ରତି ଦ୍ୱେଷ ଏହା ତିକ୍ତତାରେ ପରିପୂର୍ଣ୍ଣ ହୃଦୟରେ ଲୁଚିକି ରହେ, ସମୟ ପାଇଲେ ସେହି ତିକ୍ତତା ଆମକୁ କାର୍ଯ୍ୟ ଆକାରରେ ବାହାରେ ଦେଖାଯାଏ !ଏହାହିଁ ଦୁଷ୍କର୍ମକୁ ଓ ସକଳ ନୀଚ କର୍ମର ଚେର ଅଟଇ ବୋଲି ପବିତ୍ର ଆତ୍ମା ଆମକୁ ଲେଖିଛି !

 

କିଛି ଲୋକଙ୍କ ପ୍ରତି ରହିଥିବା ତିକ୍ତତା ଆମକୁ ବଡ଼ ପାପ ପରି ଲାଗେ ନାହିଁ !ସେହି ସମୟରେ ଏହି ତିକ୍ତ ଅନେକ ଲୋକଙ୍କୁ ମାନସିକ ରୁଗ୍ଣତା, କିଛି ସମୟରେ ଶାରୀରିକ ରୁଗ୍ଣତାର କାରଣ ହେଉଛି !ଅଧିକ ଭାବେ ଏହି ତିକ୍ତ ନାମକ ସ୍ଵଭାଵ ହତ୍ୟାକାରୀ ନାମକ ସ୍ଥିତିକୁ ମନୁଷ୍ୟମାନଙ୍କୁ ଖସାଇ ଦେବ !ଦାଉଦଙ୍କ ପ୍ରତିଥିବା ତିକ୍ତତା ହିଁ ଶାଉଲଙ୍କ ଜୀବନକୁ ବିନାଶ କଲା !ଆମୋନଙ୍କ ପ୍ରତିଥିବା ତିକ୍ତତା ଅବଶୋଲମନଙ୍କ ଜୀବନକୁ ବିନାଶ କଲା !ତୁମ୍ଭଙ୍କୁ ଯଦି କାହାର ପ୍ରତି ତିକ୍ତତା ରହିଥିଲା ପରିହେଲେ, ତୁମ୍ଭେ ଜାଗ୍ରତରେ ରହିବା ଉଚିତ !ତିକ୍ତତାର ଚେର କେଉଁଠି ଅଛି, ତାହା ଆଲୋଚନା କଲା ପରିହେଲେ, ତାହା ଜଣେ ବ୍ୟକ୍ତିକୁ କ୍ଷମା ନ କରିବା ବିଷୟରେ ହିଁ ଆରମ୍ଭ ହେବା ଆମେ ହୃଦୟଙ୍ଗମ କରି ପାରିବା !ତେଣୁକରି ସେମାନଙ୍କୁ ମନ ଦେଇ କ୍ଷମା ଦେବା ହୃଦୟ ଆମକୁ ଦୟା କର ବୋଲି ଯୀଶୁଙ୍କ ସାନିଧ୍ୟରେ ପ୍ରାର୍ଥନା କରିବା !ପ୍ରଭୁଙ୍କର ସମୁଖରେ ଆପଣାକୁ ନତ ହୋଇ, ପ୍ରାର୍ଥନା କରି, ତିକ୍ତତାରେ ପୂର୍ଣ୍ଣ ସ୍ଥାନରୁ ପବିତ୍ର ବାଇବଲ କହିବା ସଦୃଶ୍ୟ ଦିବ୍ୟ ସ୍ଵଭାଵକୁ ପହଂଚିବାକୁ ଆମେ ପ୍ରୟାସ କରିବା !ପ୍ରଭୁ ଆମକୁ କଢାଇ ନିଅନ୍ତୁ !

- ପି. ଯେକାବ ଶଙ୍କର 

 

ପ୍ରାର୍ଥନା ଅନୁରୋଧ :-

ଉତ୍ତର ଭାରତ ରାଜ୍ୟମାନରେ ଆମ ସେଵାକାର୍ଯ୍ୟର ସୀମାରେ ପ୍ରଭୁଙ୍କର ମହିମା ନିମନ୍ତେ ବିସ୍ତାରିତ ହେବାକୁ, ନୂତନ ସେବାସ୍ଥାନ ଆରମ୍ଭ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାର ଖୋଲା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin vaycasino casibom holiganbet galabet matbet matbet giriş hilbet bahiscasino celtabet antikbet betoffice