Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-09-2022 (Youth Special)
Share:

By Village Missionary Movement

Sunday, 18-Sep-2022

ଆଜିର ବାକ୍ୟ (Oriya) 19-09-2022 (Youth Special)

 

ତୁମ୍ଭେ ପବିତ୍ର ଅଟ 

 

“ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।“ - ହିତୋପଦେଶ 28:13

 

ସେ ନିଜକୁ ନିଜେ ଦୋଷୀ ସାବ୍ୟସ୍ତ କରେ ତାହାକୁ "ସଫ୍ଟ କାଣ୍ଡମନେସନ" କୁହାଯାଏ !ଏହା ଅତି ବିପଜ୍ଜନକ ଅଟେ !ଏହାଦ୍ଵାରା ଆପଣ ଆନନ୍ଦରେ ରହିପାରିବେ ନାହିଁ !ଆପଣଙ୍କ ବନ୍ଧୁବାନ୍ଦବମାନେ ମଧ୍ୟ ଖୁସିରେ ରହି ପାରିବେ ନାହିଁ !ଯୀଶୁବାପା ଆପଣଙ୍କୁ ଦେଇଥିବା ସ୍ୱାଧୀନତାକୁ ଜାଣି ନ ପାରି, ଅନୁଭବ କରି ନ ପାରି ବିରୋଧୀ ବ୍ୟବହାର କରୁଥିବା ଠକାମୀର ଅସ୍ତ୍ର ହିଁ ଏହି ସଫ୍ଟ କାଣ୍ଡମନେସନ ଅଟେ !

 

ଯିଶାଇୟ :-43:25 ବାକ୍ୟରେ ସଦାପ୍ରଭୁ କହନ୍ତି, ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ।ତୁମ୍ଭେ କେତେ ବଡ଼ ପାପ କଲେ ସୁଧା ଯୀଶୁଙ୍କ ନିକଟରେ ଆନ୍ତରିକତାର ସହିତ କ୍ଷମା ମାଗି, ମନ ପରିବର୍ତ୍ତନ କଲେ, ସେ ତୁମ୍ଭଙ୍କୁ କ୍ଷମା କରିବା ନିମନ୍ତେ ପ୍ରସ୍ତୁତ ହୋଇ ଅଛନ୍ତି !ମୁଁ କରିଥିବା ପାପ ହେତୁ, ମୁଁ ବାହାରକୁ ଆସିପାରୁ ନାହିଁ !ମୁଁ ବଞ୍ଚିବା ବୃଥା ବୋଲି ଆଲୋଚନା କରି କୁଟିଳ ହେଲେ, ଯୀଶୁବାପା ଉତ୍ତମ ରୂପେ ରଖିଥିବା, ତୁମ୍ଭ ଜୀବନ ଅନୁପସ୍ଥିତ ହୋଇ ଯିବ !

 

ପବିତ୍ର ବାଇବଲରେ ଶାମଶୋନ ବିଷୟରେ ଆମେ ପଡୁଅଛୁ !ସେ ପାପ କରି ପରମେଶ୍ୱର ଅନୁଗ୍ରହ କରିଥିବା ଅଭିଷେକ ହରାଇ ଥିଲେ ମଧ୍ୟ, ପୁନର୍ବାର ସେ ପରମେଶ୍ୱରଙ୍କ ନିକଟରେ ସମର୍ପଣ ହୋଇ, ପାପକୁ କ୍ଷମା କର ବୋଲି ସମର୍ପିତ ହେଲା !ସେତେବେଳେ ସେ ହରାଇ ଥିବା ଅଭିଷେକ ପୁନର୍ବାର ପାଇ,ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ ବୋଲି ପବିତ୍ର ବାଇବଲ କହୁଛି !ଆମକୁ ଶାଗୁଣା(eagle) ଭଲ ରୂପେ ଜଣା !ତୋଫାନ ଆସିବା ବେଳେ ଅନ୍ୟ ପକ୍ଷୀ ସବୁ ଭୟଭୀତ ହୋଇ ଉଡି ଚାଲିଯାନ୍ତି !କିନ୍ତୁ ଏହି ଶାଗୁଣା ମାତ୍ର ସେହି ତୋଫାନକୁ ବ୍ୟବହାର କରି ଆଉ ଅଧିକ ଉପରକୁ ଉଡିବାକୁ ଚେଷ୍ଟା କରିବ !ସେହି ଶାଗୁଣା ନିଜକୁ ନିଜେ ମୁଁ ବୃଥା ବୋଲି ନ ଭାବି, ମୁଁ ଉଡି ପାରିବି ବୋଲି ବିଶ୍ୱାସର ସହିତ ସେହି ତୋଫାନକୁ ଏକ ସୁଯୋଗ ଭାବେ ବ୍ୟବହାର କରି ଆଉ ଉପରକୁ ଉଡିବାକୁ ଚେଷ୍ଟା କରିବା ସଦୃଶ୍ୟ, ତୁମ୍ଭ ଜୀବନରେ ମଧ୍ୟ କୌଣସି ପାପ ହେଉ କି, ଯେକୌଣସି ଅବସ୍ଥା ହେଉକି, ତୁମ୍ଭେ ନିଜକୁ ନିଜେ ବୃଥା କଲେ ସୁଧା, ଯୀଶୁଙ୍କ ସାନିଧ୍ୟକୁ ଯାଇ କ୍ଷମାପଣ ପାଇବା ବେଳେ, ଯେକୌଣସି କାର୍ଯ୍ୟ ହେଉ ସାହାସରେ ମୁକାବିଲା କରିବାକୁ ଯୀଶୁ କୃପାକୁ ଦୟା କରିବେ !ଅସାଧ୍ୟକୁ ସାଧ୍ୟରେ ବଦଳାଇବାକୁ ପ୍ରଭୁ ଯୀଶୁ ଶକ୍ତିମାନ ହୋଇ ଅଛନ୍ତି !ମୁଁ ବେକାର କିଛିକୁ କାମ ଦେବ ନାହିଁ ବୋଲି ଶଇତାନ କହିବା ମିଛକୁ ତୁମ୍ଭେ ବିଶ୍ୱାସ କର ନାହିଁ !ତୁମ୍ଭେ ରାଜାଧିରାଜାଙ୍କ ଗେଲ୍ଲୀ ସନ୍ତାନ !ପ୍ରଭୁ ତୁମ୍ଭଙ୍କୁ ବୃଦ୍ଧି କରି, ସମସ୍ତଙ୍କୁ ଆଶୀର୍ବାଦର ପାତ୍ର ରୂପେ ବଦଳାଇବେ !ମୋତେ ଶକ୍ତିମାନ କଲେ ମୁଁ ସବୁକିଛି କରି ପାରିବି ବୋଲି ସମର୍ପିତ ହୋଇ ତୁମ୍ଭେ ନିଜକୁ ନିଜେ ଦୋଷୀ ସାବ୍ୟସ୍ତର ପରିସ୍ଥିତିରୁ ଅଲଗା ହୋଇ ପ୍ରଭୁଙ୍କର ଠାରେ ପାପ ବିହୀନ ଜୀବନ ବଞ୍ଚି, ବୃଦ୍ଧି ହେବା ନିମନ୍ତେ ପ୍ରାର୍ଥନା କରୁଛି !ହାଲେଲୁୟା !

- ଶ୍ରୀମତୀ ଦିବ୍ୟା ପେରେନାଡ 

 

ପ୍ରାର୍ଥନା ଅନୁରୋଧ :-

ଗେତସମାନି କ୍ୟାମ୍ପସରେ ହେଉଥିବା ନିର୍ମାଣ କାର୍ଯ୍ୟର ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al