By Village Missionary Movement
Tuesday, 30-Aug-2022ଆଜିର ବାକ୍ୟ (Oriya) 30-08-2022
ଯୌନ ନିର୍ଯ୍ୟାତନା
“ଏଥିଉତ୍ତାରେ ଲେୟାଠାରୁ ଜାତ ଦୀଣା ନାମ୍ନୀ ଯାକୁବର କନ୍ୟା ସେହି ଦେଶର କନ୍ୟାମାନଙ୍କ ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା।“ - ଆଦି ପୁସ୍ତକ 34:1
ପରମେଶ୍ୱରଙ୍କ ସେବକ ହୋଇଥିବା ଯାକୁବଙ୍କ ପରିବାରରେ ଭାବନା ବାହାରେ ଘଟିଥିବା ଏକ ଘଟଣାଟି ଆଦିପୁସ୍ତକ ଚଉତିରିଶି ଅଧ୍ୟାୟରେ ଆମେ ପଡୁଛୁ !ଯାକୁବଙ୍କ କେବଳ ଏକମାତ୍ର କନ୍ୟା ଦୀନାଙ୍କ ନିମନ୍ତେ ଶିଖିମ ନାମକ ଦେଶ ପୁତ୍ରମାନଙ୍କୁ ଦେଖିବାକୁ ଯାଇଥିବା ସ୍ଥାନରେ ଦୁଷ୍କର୍ମ କରିଥିବା ଆମେ ଦେଖୁଅଛୁ !ସ୍ତ୍ରୀମାନଙ୍କୁ ବିରୁଦ୍ଧରେ ହେଉଥିବା ଏପରି ହିଂସା ଗୁଡିକ ସବୁ ସ୍ଥାନରେ ହେଉଅଛି !
ଆମ ଭାରତ ଦେଶର ଥାନାମାନଙ୍କରେ ଦିନକୁ ୮୮ ପ୍ରତିଶତ ଘଣ୍ଟା ଅଧିକାଂଶ ଯୌନ ନିର୍ଯ୍ୟାତନାର କେସ ଗୁଡିକ ପଞ୍ଜିକରଣ ହେଉଛି !ପ୍ରତ୍ୟେକ ବର୍ଷ ପ୍ରାୟ କୋଡିଏ ହଜାରରୁ ଉର୍ଦ୍ଧ ଯୌନ ନିର୍ଯ୍ୟାତନାର କେସ ଗୁଡିକ ପଞ୍ଜିକରଣ ହେଉଛି !2012 ମସିହାରେ ଦିଲ୍ଲୀ ଠାରେ ଚଳନ୍ତା ବସରେ ଜଣେ ଯୁବତୀଙ୍କ ପ୍ରତି ଦୁଷ୍କର୍ମ କରାଗଲା !ସେହି ଯୁବତୀଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଦଣ୍ଡରେ ଜଡିତ ହେଲେ !ସେହି ଯୁବତୀ ଜଣକ ରାତିରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମିଶିକି କାହିଁକି ବାହାରକୁ ଗଲା, ଏହା ଲୋକଙ୍କ ଚିନ୍ତା ଥିଲା !ଜଣେ ମହିଳା ହିସାବରେ ସେ ଯୌନ ନିର୍ଯ୍ୟାତନାକୁ ଆହ୍ୱାନ କଲା କି, ଏହି ପ୍ରଶ୍ନ ଆମ ଦେଶ ସାରା ପ୍ରତିଧ୍ଵନିତ ହେଲା !ଅଳ୍ପ ପ୍ରାତଃଭ୍ରମଣରେ ଯିବାକୁ ମଧ୍ୟ ଅନେକ ସ୍ଥାନରେ ମହିଳା ମାନଙ୍କ ସୁରକ୍ଷାକୁ ପ୍ରଶ୍ନରେ ରଖି ଦେଉଛି !ମହିଳାଙ୍କ ସୁରକ୍ଷା ବିହୀନ ଏପରି ଘୋରତର ପୃଥିବୀରେ ମହିଳାମାନେ ଜୀବନଯାପନ କରୁଛନ୍ତି, ଏହା ଅଭୁଲା ବିଷୟ ଅଟେ !
ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ସନ୍ତାନଗଣ, ଯୀଶୁ ହିଁ ଆମର ରକ୍ଷାକର୍ତ୍ତା, ସେ ନିର୍ଦ୍ଦେଶ କରିଥିବା ସୀମାରେ, ଆମେ ଥିବା ବେଳେ ନିଶ୍ଚୟ ପରିତ୍ରାଣ ଥିବ !ଫୋନ ଦ୍ଵାରା ଆଜିର ପିଢ଼ି ଶଇତାନ ଠାରେ ଛନ୍ଦି ହୋଇ ଅଛି !ଆମେ ଯୁଆଡେ ଗଲେବି ସୁରକ୍ଷିତ ନୁହେଁ ବୋଲି ଜାଣି ପାରିବା, ଉତ୍ତମ ଭାବନା ପ୍ରଭୁ ଆମ ପ୍ରତ୍ୟେକ ଜଣକୁ ଦେଲେ !ତେଣୁକରି ଜ୍ଞାନରେ ଜୀବନଯାପନ କରିବା !ଏହାକୁ ଅବହେଳିତ କଲେ ଆମକୁ ନଷ୍ଟ ହେବ !ଆମ ଦେଶରେ ଏପରି ଅପରାଧ ନ ହେବା ନିମନ୍ତେ ପ୍ରାର୍ଥନା କରିବା !ହାଲେଲୁୟା !
- ପି. ଜେକାବ ଶଙ୍କର
ପ୍ରାର୍ଥନାର ଅଂଶ :-
ପ୍ରାର୍ଥନା ଏବଂ ଆର୍ଥିକ ଦାନ ମାଧ୍ୟମରେ ସେଵାକାର୍ଯ୍ୟକୁ ସମର୍ଥନ କରୁଥିବା ଅଂଶୀଦାରୀ ମାନଙ୍କ ପରିବାରକୁ ପରମେଶ୍ୱରଙ୍କ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.