Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-08-2022
Share:

By Village Missionary Movement

Friday, 26-Aug-2022

ଆଜିର ବାକ୍ୟ (Oriya) 27-08-2022

 

ସଂସ୍କୃତିକ ରୋଗ 

 

“ସେ ସଦୋମ ଓ ଗମୋରା ନଗରସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତକାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ” - ୨ ପିତର 2:6

 

ଆମ ଭାରତ ଦେଶ ସଂସ୍କୃତି ଏବଂ ସଂସ୍କୃତିକରେ ଭରପୂର ହୋଇ ଅଛି !ଅଳ୍ପଅଳ୍ପ ପାଶ୍ଚାତ୍ୟରେ ପ୍ରବେଶ କରି, ଆମ ଦେଶ ରୁଗ୍ଣତାର ଶିକାର ହେଉଛି !ଏହାର ଫଳ ସ୍ୱରୂପ ଫୋନ ମାଧ୍ୟମରେ ଯୋଗାଯୋଗ କରି ବନ୍ଧୁତ୍ବ ସୃଷ୍ଟି ହୋଇ, ପୁରୁଷ ପ୍ରତି ପୁରୁଷ, ନାରୀ ପ୍ରତି ନାରୀ ବିବାହ କରିବା, ଛୋଟ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା, ଯୌନ ଶୋଷନ ଦ୍ଵାରା ଯୌବନମାନେ ଆତ୍ମହତ୍ୟା କରି ଜୀବନ ହରାଇବା, ଅବଜ୍ଞା ପିଲାମାନେ, ସଫଳତାର ମାର୍ଗରେ ଯିବା ବିଦ୍ୟା ନ ଥିବା, ଭୂଲ ମାର୍ଗରେ ଚାକିରୀ କରିବା ଏବଂ ଟଙ୍କା ରୋଜଗାର କରିବା, ରାସ୍ତା ଦୁର୍ଘଟଣା, ଅସହଯୋଗ କରି ସେଲ୍ଫି ଉଠାଇବା ସମାଜ ଦ୍ଵାରା, ଆମ ସମାଜ ତଳକୁ ଖସି ଗଲା ବୋଲି ମନେ କଲେ ହିଁ ବହୁତ କଷ୍ଟ ଲାଗୁଛି !ଏହା କେବେ ପରିଷ୍କାର ହେବ ବୋଲି ଆମେ ଭାବୁଚୁ କି ? ଏହି ସମସ୍ୟା ଗୁଡିକ ସମାଜରେ ସ୍ଥଗିତ ନ ହୋଇ, ସମାଜ ସଂରକ୍ଷଣକୁ ଗୁରୁତ୍ୱ ଦେଉ ଥିବା ସଂସ୍ଥାନ ଗୁଡିକ ମଧ୍ୟ ପ୍ରବେଶ କରିବା ଅତ୍ୟଧିକ ବେଦନା ଦେଉଛି !ଏ ସବୁକୁ ଗୋଟିଏ ସାମାଜିକ ସମସ୍ୟା ଭାବେ ନ ଦେଖି, ବ୍ୟକ୍ତିଗତ, ବ୍ୟକ୍ତିମାନଙ୍କ ବ୍ୟବହାର ଦ୍ଵାରା ସୃଷ୍ଟି ହୋଇଥିବା ପ୍ରଭାବ ଭାବେ ଭାବନା କରିବା ଉଚିତ !

 

ସେହିପରି ଅନ୍ୟାୟର ସମାଜ ବିଷୟରେ ଏବଂ ତାହାର ବିନାଶ ବିଷୟରେ ପ୍ରଭୁ କଣ କଲେ ଆମେ ପବିତ୍ର ବାଇବଲରେ ଦେଖୁଛୁ !ଉଦାହରଣ ସ୍ୱରୂପ ଆଦିପୁସ୍ତକ ଏଗାର ଅଧ୍ୟାୟରେ ଲୋକଙ୍କ ଗର୍ବ ହେତୁ ତାହାଙ୍କ ଭାଷାକୁ ଅଲଗା କଲେ !ନୋହଙ୍କ କାଳରେ ଜୀବନଯାପନ କରୁଥିବା ଲୋକଙ୍କ ପାପ ହେତୁ ସଦାପ୍ରଭୁ ସେମାନଙ୍କୁ ଜଳ ପ୍ଲାବନ ଦ୍ଵାରା ବିନାଶ କଲେ !ଲୋଟଙ୍କ କାଳରେ ଘଟିଥିବା ଅନ୍ୟାୟ ହେତୁ ସଦାପ୍ରଭୁ ସେମାନଙ୍କୁ ଅଗ୍ନି ଦ୍ଵାରା ବିନାଶ କରିବା ଆମେ ଦେଖୁଛୁ !ନୂତନ ନିୟମରେ ଯୀଶୁ ମୃତ୍ୟୁବରଣ କରି ପୁନର୍ବାର ଉଠିଲେ, ତେଣୁକରି ସେହିପରି ଦୁଷ୍ଟାମୀ ନ ଥିଲେବି ଦ୍ୱିତୀୟ ପିତରରେ ଏହି ପୃଥିବୀ ପାପରୁ ଦୂରେଇ ହେଲେ ସୁଧା ପୁନର୍ବାର ସେଥିରେ ଛନ୍ଦି ହୋଇ ତାହା ଦ୍ଵାରା ବିଜୟୀ ହେବା ଦ୍ଵାରା ସେମାନଙ୍କର ପ୍ରଥମ ଦଶା ଅପେକ୍ଷା ଅତି ଭୟଙ୍କର ହେବ ବୋଲି ଲେଖା ହୋଇଛି !

 

ହଁ ପ୍ରିୟ ବନ୍ଧୁଗଣ, ଥୋମାସଙ୍କ ପରେ ଅନେକ ମିଶିନାରୀ ମାନଙ୍କ ତ୍ୟାଗ ଦ୍ଵାରା ଆମେ ପ୍ରଭୁଙ୍କୁ ଜାଣି, ସଂପୂର୍ଣ୍ଣ ରୂପେ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରିଥିବା ଆମେ, ଆମ ଭାରତ ଦେଶରେ ଥିବା ଏହି ରୁଗ୍ଣତା ମଧ୍ୟରେ ଆମ ସମାଜର ଭବିଷ୍ୟତ ସ୍ଥିତି କଣ ? 2ୟ ପିତର :-1:5-7 ରେ ଯଦି ଆମେ ଦେଖିବା, ଆମେ ଜାଗ୍ରତରେ ରହି, ଏହି ରୁଗ୍ଣତାରୁ ପଳାଇ ଯିବାକୁ ସତର୍କତା କରୁଛି !ଆମେ ପରିବର୍ତ୍ତନ ହେଲେ ଆମ ଚାରିପାର୍ଶ୍ୱରେ ଥିବା ସମାଜ ପରିବର୍ତ୍ତନ ହେବ,ଏଥିରେ ସନ୍ଦେହ ନାହିଁ !ତେଣୁକରି ପ୍ରଭୁଙ୍କ ସହ ଭକ୍ତିରେ ପାପରୁ ଦୂରେଇ ହୋଇ ସେଥିରୁ ଦୂରକୁ ଧୌଡିବା !ଆମେ କରି ପାରିବା ପର୍ଯ୍ୟନ୍ତ ପରିବର୍ତନ ସମାଜରେ କରିବା !ଆମେନ୍ !

- ଶ୍ରୀମତୀ ମଂଜୁଲା 

 

ପ୍ରାର୍ଥନାର ଅଂଶ '-

ପ୍ରତ୍ୟେକ ମାସରେ ଆମେ ପ୍ରକାଶନ କରୁଥିବା ପତ୍ରିକା ଗୁଡିକ ମୁଦ୍ରଣ କରିବାକୁ ଏବଂ ମେଲ କରିବାକୁ ଆବଶ୍ୟକ ହେଉଥିବା ଆର୍ଥିକ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet