Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-08-2022 (Youth Special)
Share:

By Village Missionary Movement

Monday, 15-Aug-2022

ଆଜିର ବାକ୍ୟ (Oriya) 15-08-2022 (Youth Special)

 

ଐତିହାସିକ ସ୍ୱାଧୀନତା 

 

“ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକୁ ବାରମ୍ବାର ବିନତି କର।“ - ହିତୋପଦେଶ 6:3

 

ବେନିଙ୍କ ବାପା ଗୋଟିଏ ନୂଆ ଘର ନିର୍ମାଣ କରୁଅଛି !ବେଳେବେଳେ ଦ୍ୱାଦଶ ପ୍ରଥମ ବର୍ଷ ପଡୁଥିବା ବେନି ବାପାଙ୍କ ସହିତ ଘର ନିର୍ମାଣ କାର୍ଯ୍ୟ ଦେଖିବାକୁ ଯାଉଥାଏ !ସେ ସେମିତି ଯିବା ପ୍ରତ୍ୟେକ ଥର ସେଠାରେ ସାମାଜିକ ଭାବେ ଥିବା ସାମନା ଘର ରାଣୀଙ୍କୁ ଦେଖୁଥାଏ !ନୂଆ ଘରକୁ ଗଲା ପରେ ଦୁଇଜଣ ବନ୍ଧୁ ହୋଇଗଲେ !ବେନିର ବ୍ୟବହାର ବଦଳିଗଲା !ଯେତେବେଳେ ଦେଖିଲେ ରାଣୀଙ୍କ ନିକଟକୁ ଯାଇ ତାହା ସହ ମିଶିକି ଦୋକାନକୁ ଯାଇ ଆସିକ୍ରିମ ଖାଉ ଥାଏ !ଦିନେ ବେନି ତାର ଦ୍ୱାଦଶ ଶ୍ରେଣୀ ସମାପ୍ତ କରି ପାଖରେ ଥିବା ଅନ୍ୟ ଗୋଟିଏ ମହାବିଦ୍ୟାଳୟକୁ ଯିବାକୁ ପଡିଲା !ବେନିର ବାପା କହିଲା, ସେହି ବିଦ୍ୟାଳୟକୁ ନେଇକି ଯିବି !କିନ୍ତୁ ବେନି କାନ୍ଦିକାନ୍ଦି ରାଣୀଙ୍କ ସହିତ ମିଶିକି ଗଲା !ଯିବା ରାସ୍ତାରେ ଦୁର୍ଘଟଣା ଘଟି ଦୁଇ ଜଣ ମୃତ୍ୟୁବରଣ କଲେ!

 

ପବିତ୍ର ବାଇବଲରେ ଧୀନା ସେ ଦେଶର ପୁତ୍ର ସନ୍ତାନ ମାନଙ୍କୁ ଦେଖିବାକୁ ଗଲା !ସେତେବେଳେ ଶେଖମ ନାମକ ଯୁବକ ତାହାଙ୍କୁ ଲିଭାଇଲା, ତେଣୁକରି କଣ ହେଲା, ଧୀନାଙ୍କ ଭାଇମାନେ ସେଖମ ଏବଂ ତାଙ୍କ ପରିବାରକୁ ହିଁ ନୁହେଁ, ସେହି ଗାଁକୁ ବିନାଶ କଲେ !ଗୋଟିଏ ଛୋଟ ଭୂଲ ପାଇଁ ଗୋଟିଏ ଗାଁ ହିଁ ବିନାଶ ହେଲା !ଏହି ପରି କାର୍ଯ୍ୟ ହେଉଥିଲେ ବି ଆମେ ବର୍ତମାନ ପର୍ଯ୍ୟନ୍ତ ଚାହିଁ ଅଛୁ !ଏକଲା କିମ୍ବା ବନ୍ଧୁ ମାନଙ୍କ ସହ ଯାଉଥିବା ଯୁବକ ପିଲାମାନେ ଭୂଲ ମାର୍ଗରେ ଛନ୍ଦି ହେବା ଆମେମାନେ ଦେଖୁଛୁ !ଅନେକ ଲୋକେ ସେମାନଙ୍କ ଜୀବନକୁ ବିନାଶ କରୁଛନ୍ତି !ପିତାମାତାଙ୍କ କଥାକୁ ଅଣଦେଖା କରି ସେମାନଙ୍କ ଜୀବନକୁ ସଂରକ୍ଷଣକୁ ଘୃଣା କରୁଥିବା ପିଲାମାନେ ହିଁ ଅଧିକ ବାଧା ପାଉଛନ୍ତି !ଏଥିରେ କେବଳ ଝିଅମାନଙ୍କର ହିଁ ଦୋଷ ନୁହେଁ, ପୁଅ ମାନେ ବନ୍ଧୁମାନଙ୍କ ସହ କିପରି ରହିବା ଉଚିତ ତାହା ଉପଦେଶ କରିବା !ସେଖମଙ୍କ ପିତାମାତା ଏପରି ଉପଦେଶ କରିଥିଲେ ଭୂଲ ହୋଇ ନ ଥାନ୍ତା ବୋଧେ !ତାହା ବଦଳରେ ତାହାର ପିତା ତାଙ୍କୁ ସାହାଯ୍ୟ କରିବା ହିଁ ବିନାଶର ମୂଳ କାରଣ ଅଟେ !

 

ପ୍ରିୟ ଭାଇ ଓ ଭଉଣୀ ଗଣ, ଯେତେ କହିଲେ ମଧ୍ୟ ଆମ ସମାଜ ପରିବର୍ତନ ହେବାକୁ ପ୍ରସ୍ତୁତ ନୁହେଁ, ତେଣୁକରି ଆମେ ନିଜେ ନିଜକୁ ସଂରକ୍ଷଣ କରିବା ହେଉଛି ଜ୍ଞାନର କାର୍ଯ୍ୟ !ପିତାମାତାଙ୍କ ସଂରକ୍ଷଣକୁ ନୀରିକ୍ଷଣ କଲାବେଳେ ଆମେ ନିଜକୁ ନିଜେ ଅସୁବିଧାରେ ଠେଲି ହେବା !ଆମ ଇଚ୍ଛାରେ ଜୀବନଯାପନ କରିବା ହିଁ ସ୍ୱାଧୀନତାର ଜୀବନ ବୋଲି ଆମେ ଭାବନା କରୁଛୁ !ତାହା ନୁହେଁ ସଂସ୍କୃତିର ଜୀବନ ହିଁ ପ୍ରକୃତ ସ୍ୱାଧୀନତା !ତେଣୁକରି ଏହି ଠକ ଜଗତରୁ ଆମେ ଆମକୁ ସୁରକ୍ଷିତ ହେବାକୁ ପିତାମାତାଙ୍କ କଥାକୁ ଶ୍ରବଣ କଲେ ସ୍ବର୍ଗୀୟ ଦୂତ ମାନଙ୍କ ସଂରକ୍ଷଣ ମଧ୍ୟ ଆମେ ପାଇଁ ପବିତ୍ରତାରେ ଜୀବନଯାପନ କରି ପାରିବା !ହାଲେଲୁୟା !

- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନାର ଅଂଶ :-

ଦୂରଦର୍ଶନ କାର୍ଯ୍ୟକ୍ରମ ଦ୍ଵାରା ଅନେକ ଲୋକେ ପ୍ରଭୁଙ୍କର ଠାରେ ଭକ୍ତିପୂତରେ ଜୀବନଯାପନ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al