Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-08-2022
Share:

By Village Missionary Movement

Thursday, 11-Aug-2022

ଆଜିର ବାକ୍ୟ (Oriya) 11-08-2022

 

ଅସୀମିତ ତ୍ରୁଟି 

 

“ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ।“ - ହିତୋପଦେଶ 23:26

 

ବିଦେଶରେ ଚାକିରୀ କରୁଥିବା ତାଙ୍କ ସ୍ୱାମୀ କିଛି ସପ୍ତାହ ପୂର୍ବରୁ ମରିଗଲା ବୋଲି ସମ୍ବାଦ ଶୁଣି, ଏହା ଏକ ପ୍ରତାରଣାର ସମ୍ବନ୍ଧ ବୋଲି ସ୍ତ୍ରୀ ଫାଣ୍ଡିକୁ ଆସିଲା !ବିଦେଶରେ ଚାକିରୀ କରୁଥିବା ସେହି ବ୍ୟକ୍ତି ଜଣକ, ତାହାର ସ୍ତ୍ରୀ ତାଙ୍କ ସହ ଉତ୍ତମ ରୂପେ ଫୋନ ଦ୍ଵାରା କଥା ହେଉ ନ ଥିବା ଜାଣିପାରି, ସେ ଭାରତ ଦେଶକୁ ଆସୁଥାଏ !ସେତେବେଳେ ତାର ସ୍ତ୍ରୀ ଘରେ ନାହାନ୍ତି, ଅନ୍ୟ ଜଣକ ସହ ସମ୍ପର୍କ ରଖି ତାକୁ ପରିତ୍ୟାଗ କରି ଛାଡି ଚାଲି ଯାଇଛି ବୋଲି ଜାଣି ପାରିଲା !କେବଳ ସେଥିକି ନୁହେଁ, ତାର ସ୍ୱାମୀ ବଞ୍ଚି ଥାଉଥାଉ ମରିଗଲା କହି ମୃତ୍ୟୁର ପ୍ରମାଣ ପତ୍ର ପାଇ, ତାହାକୁ ଆସିବା ବୀମା ଟଙ୍କା ପଚିଶି ହଜାର ଅକ୍ତିଆର କଲା ବୋଲି ଶୁଣି, ବହୁତ ଦୁଃଖରେ ବିଚଳିତ ହୋଇଗଲା !ଏବେ ଏମିତି ବିଚିତ୍ର ଅସୁବିଧା ଘଟଣା ପ୍ରତି ସ୍ଥାନରେ ଘଟୁଛି !ଜଣେ ମଣିଷର ଚକ୍ଷୁ ଓ ହୃଦୟ ନିୟନ୍ତ୍ରଣରେ ନ ଥିଲେ ତାହା କେତେ ଅପକାର କରୁଛି, ତାହା ହିତୋପଦେଶ ପୁସ୍ତକର ଅନେକ ସ୍ଥାନରେ ସତର୍କତା କରୁଛି!

 

ବର୍ତ୍ତମାନ ଉପରେ କୁହାଯାଇଥିବା ବାକ୍ୟରେ ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ ବୋଲି ପ୍ରଭୁଯୀଶୁ ମାଗୁଛନ୍ତି !ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କଠାରେ ଅଛନ୍ତି ସେ ନୂତନ ସୃଷ୍ଟି ଅଟେ, ପୁରୁଣା ସବୁ ଚାଲିଯାଇ ନୂତନ ହୁଏ ବୋଲି ପାଉଲ କରନ୍ତିୟଙ୍କୁ ଲେଖିଲେ !

 

କ୍ରମରେ ବ୍ୟକ୍ତିଗତ ପ୍ରାର୍ଥନା କରି, ପବିତ୍ର ବାଇବଲ ପଡ଼ିବା ଅଭ୍ୟାସ ନ ଥିବା ବ୍ୟକ୍ତି ଜୀବନରେ ଅନେକ କାର୍ଯ୍ୟରେ ପଥଭ୍ରଷ୍ଟ ହୋଇଯିବ !ଜଣେ ବ୍ୟକ୍ତିର ସଂରକ୍ଷଣ ଅଥବା ଗୋଟିଏ ପରିବାରର ଆନ୍ତରିକତା ସଂରକ୍ଷଣ ହେଉଛି, ସେ କେତେ ପ୍ରଭୁଯୀଶୁଙ୍କ ଉପରେ ନିର୍ଭରଶୀଳ ହୋଇ ଅଛନ୍ତି, ତାହା ଜଣାଇ ଦେଉଛି !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ବିନା ଜନନରେ ଆଜିକାଲି ପାପ ବାହାରୁଚି ଏବଂ ଅନେକ ଲୋକେ ନିୟନ୍ତ୍ରଣକୁ ହରାଇ ବସିଲେ !କେବଳ ସେତିକି ନୁହେଁ, ତୁମେ ଯୌବନରୁ ପଳାୟନ କର, ପବିତ୍ର ହୃଦୟରେ ପ୍ରଭୁଙ୍କୁ ପ୍ରାର୍ଥନା କରିବା ଲୋକଙ୍କ ସହିତ ମଧ୍ୟ, ନ୍ୟାୟ, ବିଶ୍ୱାସ, ପ୍ରେମ, ସମାଧାନ ଅନୁସରଣ କର ବୋଲି ଆମକୁ ବାଇବଲ କହୁଛି !ଚକ୍ଷୁକୁ ହୃଦୟକୁ କିପରି ସୁରକ୍ଷା କରିବା ନ ଜାଣିବା ଲୋକ ଜୀବନରେ ନିଶ୍ଚୟ ପଥଭ୍ରଷ୍ଟ ହୋଇଯିବେ !ତେଣୁକରି ପ୍ରଭୁଙ୍କର ସାହାଯ୍ୟକୁ ମାଗନ୍ତୁ, ଜାଗ୍ରତରେ ରୁହନ୍ତୁ, ବିଜୟରେ ବଞ୍ଚିବାକୁ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବ, ଆମେନ୍ !

- ପି. ଜେକାଵ ଶଙ୍କର 

 

ପ୍ରାର୍ଥନାର ଅଂଶ '-

ଡାକ୍ତରଖାନା ସେବା ଦ୍ଵାରା ସାକ୍ଷାତ ହେଉଥିବା ରୋଗୀ ପ୍ରଭୁଙ୍କୁ ଗ୍ରହଣ କରିବା ନିମନ୍ତେ ଏବଂ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al