Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-08-2022 (Youth Special)
Share:

By Village Missionary Movement

Sunday, 07-Aug-2022

ଆଜିର ବାକ୍ୟ (Oriya) 08-08-2022 (Youth Special)

 

କେଉଁ ଶବ୍ଦ ଶୁଣିବା ଉଚିତ 

 

“ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।“ - ଗୀତସଂହିତା 127:4

 

ଏହି ଯୌବନ କାଳରେ ଶଇତାନ ଆମ ଜୀବନରେ ଏହି ପୃଥିବୀର ଶବ୍ଦ ଅତ୍ୟଧିକ ଶୁଣିବା ପରି ଆମ କାନକୁ ତାଙ୍କ ଆଡକୁ ବୁଲାଇ ଦିଏ !ପୃଥିବୀର ଶବ୍ଦ ଶୁଣିଲେ, ତାହା କଣ କରୁଛି ? 

 

1. ଜୀବନରେ ଧ୍ୟାନ ବିହୀନ ହୋଇ ଜାରି ରହିବା !

 

2. ଆମ ମସ୍ତିସ୍କରେ ଅଶୁଦ୍ଧ ଆଲୋଚନା ଜନ୍ମାଇବ !

 

3. ଆମ୍ଭମାନଙ୍କୁ ପ୍ରଭୁଙ୍କର ନିକଟକୁ ନ ଯାଇ, ଆମକୁ କେହି ନାହାନ୍ତି କରିଦେବ !

 

4. ମିଛୁଆ ପ୍ରେମରେ ଆମେ ଛନ୍ଦି ହେବାକୁ କରିଦେବ !

 

5. ଏହି ପୃଥିବୀର ମାୟାର କାର୍ଯ୍ୟ ସତ୍ୟ ଅଟଇ ବୋଲି ଆମକୁ ବିଶ୍ୱାସ ଜନ୍ମାଇବ !

 

6. ପ୍ରଭୁଙ୍କର ଦୃଷ୍ଟିରେ ଆମେ କିଏ ବୋଲି ଆଲୋଚନା କରିବାକୁ ଦେବ ନାହିଁ !

 

ଶଇତାନ ଯୌବନ କାଳରେ ପୃଥିବୀର ଶବ୍ଦ ଆମମାନଙ୍କୁ ଅତ୍ୟଧିକ ଭାବେ ସ୍ୱାଧୀନତା କଲା ପରି,ଠକ ଭାବେ ଅନେକ ପ୍ରକାର ରୁଗ୍ଣତା ମାଧ୍ୟମରେ ଆପଣମାନଙ୍କୁ ଠକିବ !ଏହି ପୃଥିବୀର ଶବ୍ଦକୁ ଆପଣ ପାସ ବୋତାମ ପ୍ରେସ କଲେ ହିଁ ତୁମ୍ଭେ ପ୍ରଭୁଙ୍କର ଶବ୍ଦ ଶୁଣି ପାରିବ !



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet holiganbet giriş casibom giriş bahiscasino ngsbahis betplay holiganbet jojobet casibom holiganbet jojobet casibom