Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-08-2022 (Kids Special)
Share:

By Village Missionary Movement

Saturday, 06-Aug-2022

ଆଜିର ବାକ୍ୟ (Oriya) 07-08-2022 (Kids Special)

 

ଯୀଶୁଙ୍କ ଠାରେ ଟିପ୍ପଣୀ ମାଗ 

 

"ଭୀତ ହୁଅ ଓ ପାପ କର ନାହିଁ...... " - ଗୀତସଂହିତା 4:4

 

ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ପ୍ରାୟତଃ ପ୍ରତି ରବିବାର ଛୋଟପିଲାଙ୍କ ମାଧ୍ୟମରେ ତୁମ୍ଭ ଠାରେ ମିଳନ ହେବା ବହୁତ ବହୁତ ଖୁସି ଅଛି !ତୁମ୍ଭେମାନେ ମଧ୍ୟ ଆନନ୍ଦରେ ଅଛ କି ? ଓକେ ଭେରୀ ଗୂଡ଼ ! ମୋ ଛୋଟ ସମୟରେ ଘଟିଥିବା ଗୋଟିଏ ଘଟଣାକୁ ମୁଁ ତୁମ୍ଭ ସହିତ ବାଣ୍ଟିବାକୁ ଯାଉଛି !କଣ ପିଲାମାନେ, ଶୁଣିବାକୁ ପ୍ରସ୍ତୁତ କି ? ମୋ ଛୋଟ ସମୟରେ ଅଷ୍ଟାଚେମା, ଲୁଚକାଳି, ବଲ ଖେଳ ଏମିତି ଅନେକ ପ୍ରକାରର ଖେଳ ଖେଳୁ ଥାଉ !କଣ ପିଲାମାନେ, ତୁମ୍ଭଙ୍କୁ ଏହି ଖେଳ ଅଜ୍ଞ ତ !ତୁମ୍ଭେ ଭିଡିଓ ଗେମ, ଟି. ଭି., ଲେପଟପ, କମ୍ପୁଟର, ସେଲଫୋନ, ଏଗୁଡିକ ମାଧ୍ୟମରେ ଖେଳିବା ଜାଣିଛ ତ ? ବହୁ ସମୟ ଖେଳି ଆଖିକୁ ନଷ୍ଟ କର ନାହିଁ !ଠିକ ଅଛି ତ, ଧୌଡିବା, ଡେ଼ଇବା, ଏମିତି ଖେଳିଲେ ସ୍ୱାସ୍ଥ୍ୟ ପ୍ରତି ଅତିଉତ୍ତମ !ତୁମେ ଯାହା କହିବା କଥା କୁହନ୍ତୁ, କହିବ କି ? ଓକେ, ଓକେ କହିବି !

 

ଆମେ ସାତ ଜଣ ମିଶି ଖେଳୁ ଥାଉ !ଲୁଚକାଳି ଖେଳ ବହୁ ଆନନ୍ଦରେ ଖେଳୁଥିଲୁ !ହଠାତରେ ସେଲବି ନାମକ ଝିଅ ଗ୍ଳୋରୀଙ୍କ ମୁହଁରେ ଜରରେ ରାମ୍ପି ଦେଲା !କଣ ମୁଁ ଦେଖୁଚି, ବାରମ୍ବାର ମୋତେ ହିଁ ଆଉଟ କରୁଛି, ସେଥିପାଇଁ ମୋତେ ରାଗ ଆସିଲା କହି ସେଲବି ଘରକୁ ଫେରିଗଲା !ଗାଲରେ ଆଘାତ ହେତୁ କାନ୍ଦି କାନ୍ଦି ଗ୍ଲୋରି ମଧ୍ୟ ଚାଲିଗଲା !ଆମ୍ଭେମାନେ ମଧ୍ୟ ସେକ୍ୟୁରିଟି ଗାର୍ଡ ସଦୃଶ୍ୟ ତାଙ୍କ ପଛେ ପଛେ ଚାଲିଗଲୁ !ଦେଖନ୍ତୁ ଗ୍ଲୋରିର ମାଆକୁ କ୍ରୋଧ ଜନ୍ମିଲା, ସିଧା ସେଲବିର ଘରକୁ ଯାଇ, ତାଙ୍କ ମାଆଙ୍କ ସହ ଝଗଡା ଆରମ୍ଭ କଲା !ଅଳ୍ପ ସମୟ ମଧ୍ୟରେ ଦୁଇ ବନ୍ଧୁ ମାନଙ୍କ ସହ ମିଶି ବହୁତ ବଡ଼ କଳହ କଲେ !ଦୂରରୁ ଆମେ ଦେଖୁଛୁ !ସଙ୍ଗେ ସଙ୍ଗେ ଘରକୁ ଧାଇଁଧାଇଁ ଚାଲି ଗଲୁ !ଛୋଟ ରାଗ କେତେ କ୍ଷତି ଘଟାଇଲା !ସେଲବି ଏବଂ ଗ୍ଲୋରି ଆର ଦିନ ହିଁ ମିଶି ଖେଳିବା ଆରମ୍ଭ କରିଦେଲେ !କିନ୍ତୁ ସେମାନଙ୍କ ପରିବାର ଅନେକ ଦିନ ପର୍ଯ୍ୟନ୍ତ କ୍ରୋଧରେ ହିଁ ଥାନ୍ତି !ରାଗ ପ୍ରତ୍ୟେକ ଜଣକୁ ଆସେ, ମାତ୍ର ଶାନ୍ତି ହରାଇବା ଉଚିତ ନୁହେଁ !ସେତେବେଳେ ରାଗ ଦ୍ଵାରା ଆସିଥିବା ନଷ୍ଟକୁ ମୁକାବିଲା ନ କରି, ରାଗକୁ କମାଇ ଖୁସିରେ ଜୀବନଯାପନ କରିବାକୁ ପ୍ରଭୁ ସାହାଯ୍ୟ କରିବେ !

 

କଣ ପିଲାମାନେ, ତୁମକୁ ମଧ୍ୟ ରାଗ ଆସୁଛି କି ? ଦେଖିବାକୁ ଅତି ଉତ୍ତମ ପିଲାଙ୍କ ସଦୃଶ୍ୟ ଅଛ !ରାଗିଲେବି ପାପ କରିବା ଉଚିତ ନୁହେଁ !ଅର୍ଥାତ ରାଗରେ ବାଢେଇବା, ଆବାସପତ୍ର ଫିଙ୍ଗି ଦେବା ପରି କରିବା ଉଚିତ ନାହିଁ !ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଗକୁ କମାଇବାକୁ ଯୀଶୁଙ୍କ ଠାରେ ଟିପ୍ପଣୀ ଅଛି !ପ୍ରତିଦିନ ତାହାଙ୍କ ଠାରେ ମାଗି ପାଇବାକୁ ଭୁଲନ୍ତୁ ନାହିଁ !ଓକେ ତ !

- ଶ୍ରୀମତୀ ମାଣି

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet