Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-02-2021
Share:

By Village Missionary Movement

Friday, 05-Feb-2021

ଆଜିର ବାକ୍ୟ (Oriya) 05-02-2021

ଉପକାର ନିମନ୍ତେ  

“କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ ।“ - ପ୍ରେରିତ 27:26

କାରିବିୟାନ ସମୁଦ୍ରରେ ଯାଉଥିବା ଗୋଟିଏ ଜାହାଜ ଝଡ଼ ତୋଫାନ ଯୋଗୁ ତାହା ଅସୁବିଧାର ସମ୍ମୁଖୀନ ହେଲା !ସେହି  ନାବିକ ଭୟ ହେଲା ପରି ଜାହାଜଟି ଅନ୍ୟ ଦିଗରେ ଗତି କରୁଥାଏ !ଶେଷରେ ଗୋଟିଏ ବଡ଼ ପଥରକୁ ଧୋକା ଦେଇ ଜାହାଜଟି ଖଣ୍ଡ ବିଖଣ୍ଡ ହୋଇ ଯିବାରୁ କେତେକ ଲୋକ ମରିଗଲେ !ଏହିପରି ମରିଥିବା ମାନଙ୍କର ମଧ୍ୟରେ,  ଯାତ୍ରା କରୁଥିବା ମାନଙ୍କ ମଧ୍ୟରେ ଜଣେ ପାଳକଙ୍କର ସ୍ତ୍ରୀ ମଧ୍ୟ ଥିଲେ !ଶେଷରେ ହାତରେ ପାଇଥିବା ଗୋଟିଏ ଛୋଟ କାଠ ଖଣ୍ଡରେ ପହଁରି ପହଁରି ପାଖରେ ଥିବା ଦ୍ୱିପର କୂଳରେ ପହଂଚିଲେ !ଏହା ଦେଖି ଥିବା ପାଳକଙ୍କ ଜୀବନ ଅହଂକାରର ଶେଷ ଭାଗକୁ ଚାଲି ଗଲା !କଣ କରିବାକୁ ହେବ ବୁଝି ନ ପାରି ଅଜ୍ଞ ଭାବେ କାନ୍ଦୁ ଥିବା ପାଳକକୁ ଦେଖି, ସେହି ଦ୍ୱିପରେ ଥିବା ଜଣେ ବ୍ୟକ୍ତି ଆସି କହିଲେ, ବାପା ସଦାପ୍ରଭୁଙ୍କର ଧନ୍ୟବାଦ ହେଉ !ପଳକ ତାଙ୍କର କ୍ରନ୍ଦନ ବନ୍ଦ କରି,  ପଚାରିଲେ, ତୁମେ ମୋତେ କିପରି ଜାଣିଛ ? ସେତେବେଳେ ସେହି ଦ୍ୱିପର ବ୍ୟକ୍ତି ଜଣକ କହିଲେ, ବାପା ଆମେ ଅନେକ ଦିନ ହେବ ପ୍ରଭୁଯୀଶୁଙ୍କ ମୁଖକୁ ଚାହିଁ ତାଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଯେ, ଏହି ଦ୍ୱିପର ମଣ୍ଡଳୀ  ନିକଟକୁ  ଜଣେ ପାଳକକୁ ପଠାଅ !ଆମ ପ୍ରାର୍ଥନାର ଉତ୍ତର ହିଁ ଆପଣ !ଦୁଃଖର ଉଚ୍ଚରେ ଥିବା ପାଳକ ସଦାପ୍ରଭୁଙ୍କର କାର୍ଯ୍ୟକୁ ଦେଖି ଆଚ୍ଛର୍ଯ୍ୟ ହୋଇ ତାହାଙ୍କର ସ୍ତୁତି କଲେ !ହଁ ଆମ ଜୀବନରେ ମଧ୍ୟ ଘଟୁଥିବା ପ୍ରତି ତୋଫାନ ପରି କର୍ମ ମଧ୍ୟରେ ସଦାପ୍ରଭୁଙ୍କର ଅଦ୍ଭୁତ କାର୍ଯ୍ୟ, ଉପକାର ନିଁଛିତ ଥିବ !

ଆଜିର ବାକ୍ୟରେ ମଧ୍ୟ ପାଉଲ ଯାତ୍ରା କରୁଥିବା ଜାହାଜ ସମୁଦ୍ରରେ ଝଡ଼ ତୋଫାନ ଯୋଗୁ ଅନେକ ଦିନ ସମୁଦ୍ରରେ ରହିଥିବା ପଢୁଅଛୁ !ଶେଷରେ ଜାହାଜ ଗୋଟିଏ ଦ୍ୱିପକୁ ଯାଇ ସେଠାରେ ସମସ୍ତେ ପ୍ରାଣ ରକ୍ଷା ପାଇଛନ୍ତି !ଗନ୍ତବ୍ୟ ସ୍ଥଳକୁ ପହଂଚି ନ ପାରି ଠିକଣା ଜାଣି ନ ଥିବା ସ୍ଥାନକୁ ପାଉଲ ନେଉଛନ୍ତି !ମାତ୍ର ସେହିପରି ଖସି ପଳାଉ ଥିବା ସେହି ଦ୍ୱିପରେ ପାଉଲଙ୍କ ନିମନ୍ତେ ସଦାପ୍ରଭୁ ଅନେକ ସେବା ସିଦ୍ଧ କରି ଥିଲେ !ସଦାପ୍ରଭୁଙ୍କର ଇଚ୍ଛାକୁ କେନ୍ଦ୍ରୀୟ କରିଥିବା ଲୋକଙ୍କୁ ଜୀବନରେ ଯାହା ଘଟିଲେ ମଧ୍ୟ ତାହା ଆମର  ଉପକାର ସକାଶେ !ଏହି ଉପଦେଶ ପାଠ କରୁ ଥିବା ତୁମେ ପ୍ରତି ଜଣ ସଦାପ୍ରଭୁ କଥା ହେଉଛନ୍ତି !ତୁମର ଚତୁରଦିଗ ପରିସ୍ଥିତି  ଭିନ୍ନତା ଥିବା ବେଳେ ଜୀବନରେ କିଛି ଭୁଲ ହୋଇଯାଏ ବୋଲି ନତ ହୁଅ ନାହିଁ !ଅପକାରକୁ ଉପକାରରେ ବଦଳେଇବା ସଦାପ୍ରଭୁ ତୁମ୍ଭ ଠାରେ ଅଛନ୍ତି !ସେ ଆଚ୍ଛର୍ଯ୍ୟମୟ ମାର୍ଗ ତୁମ୍ଭ ନିମନ୍ତେ ସିଦ୍ଧ କରୁଛନ୍ତି !
-    ପି. ଯାକବ ସାଙ୍ଗର

ପ୍ରାର୍ଥନା କରନ୍ତୁ :-ଆମ ସହଯୋଗୀ ମିଶିନାରି ଦ୍ଵାରା ଦର୍ଶନ କରିଥିବା ଦେବାଳଅ ନ ଥିବା ଗ୍ରାମରେ ଦେବାଲୟ ହେବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al