By Village Missionary Movement
Monday, 01-Aug-2022ଆଜିର ବାକ୍ୟ (Oriya) 02-08-2022
ଭବିଷ୍ୟତର ଦୁର୍ଦ୍ଧଶା
“ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।“ - ହିତୋପଦେଶ 22:6
ଆମମାନଙ୍କ ମଧ୍ୟରେ ଅନେକ ଲୋକଙ୍କୁ ବେଥିଏଲ ଶାମୂଏଲଙ୍କ ବିଷୟରେ ଜଣା !ତାଙ୍କ ଅନାଥ ଆଶ୍ରମରେ ଥିବା ବିଦ୍ୟାର୍ଥୀମାନଙ୍କ ପ୍ରତି ତାହାର ଭାବାବେଗ ଯଥେଷ୍ଟ ଭିନ୍ନତା ଥିବ !କେତେକ ଦୁଷ୍ଟାମୀ ବିଦ୍ୟାର୍ଥୀ ହଷ୍ଟେଲ ଛାଡି ସହରରେ ଘୁରିବୁଲୁଥାନ୍ତି !ଅନେକ ସମୟରେ ସେମାନେ ସିନିମା ଥିଏଟର, ସଫିଙ୍ଗମୋଲରେ ରେଡ ହେଣ୍ଡରେ ଧରାପଡନ୍ତି !ସେମିତି ଭୂଲ କରିବା ବିଦ୍ୟାର୍ଥୀ ମାନଙ୍କୁ ଦଣ୍ଡ ନିମନ୍ତେ ଶ୍ରୀ ଶାମୂଏଲ ନିକଟକୁ ଆଣନ୍ତି !ସେ କିନ୍ତୁ ତାଙ୍କ ଛାମୁରେ ଅତିକ୍ରମ କରିଥିବା ବିଦ୍ୟାର୍ଥୀମାନଙ୍କୁ ଦେଖି ଅହୋ... ଏମାନେକି, ମୋ ସନ୍ତାନମାନେ ଭୂଲ କଣ ଜାଣନ୍ତି ନାହିଁ ବୋଲି ପ୍ରେମରେ କହନ୍ତି !ସେତେବେଳେ ସେ ତାଙ୍କ ସହପାଠୀମାନଙ୍କୁ ଦେଖି ଥିଏଟର କବାଟ ନିକଟରେ ଠିଆ ହୋଇ ସିନିମା ଦେଖିବାକୁ ଆସିଥିବା ପ୍ରତ୍ୟେକ ଜଣକ ପାଇଁ, ବୋଝର ହୃଦୟ ସହିତ, ଲୁହ ଭରାରେ ପ୍ରାର୍ଥନା କରିବା ନିମନ୍ତେ ଯାଇ ଥାଇ ପାରେ ବୋଲି ବିଦ୍ୟାର୍ଥୀମାନଙ୍କୁ ହଷ୍ଟେଲ ଭିତରକୁ ପଠାଇ ଦେଉଥାଏ !ଶାମୂଏଲ ପିଲାମାନଙ୍କୁ ମାରିବା ଓ ଦଣ୍ଡ ଦେବା ଅପେକ୍ଷା, ପ୍ରେମରେ ସମାଧାନ କରିବା ଉଚିତ ବୋଲି ଆଲୋଚନାରେ ରହିଥାନ୍ତି !ତାହାଙ୍କର ପ୍ରେମ ଅଭିମାନ ଦେଖି ଶହଶହ ବିଦ୍ୟାର୍ଥୀ ଆଜିର ପୃଥିବୀର ଅନେକ ଦେଶରେ ପ୍ରଭୁଙ୍କର ନିମନ୍ତେ ପ୍ରକାଶିତ ହେଉଛନ୍ତି !
ଭୂଲକରିବା ସନ୍ତାନମାନଙ୍କୁ ବେତରେ ଦଣ୍ଡ ଦେବା ବିଷୟରେ କଣ କହୁଛି ତାହା ଆମେ ପଢ଼ୁଛୁ !କିନ୍ତୁ ସେହି ସମୟରେ ଆମ ପିଲାଙ୍କୁ ଆଉ ଅତ୍ୟଧିକ ପ୍ରେମରେ ସମାଧାନ କରିବା ଉଚିତ ବୋଲି ବାଇବଲ ଆମକୁ କିଛି ଅଧିକା ଶିଖାଉଛି !ପିତାମାତା ଏବଂ ଶିକ୍ଷକ କେତେ କଠିନ ରୂପେ ବ୍ୟବହାର କଲେ ମଧ୍ୟ, ସେମାନଙ୍କ ଠାରୁ ପିଲାମାନେ ଶିଖିବା ବାର୍ତ୍ତା ନାହିଁ ଏହା ବାସ୍ତବ ଅଟେ !ଏହାର ବିରୋଧରେ ଅନେକ ଲୋକ ତିକ୍ତତା ଓ ବିରକ୍ତି ଭାବରେ ପରିବର୍ତ୍ତନ ହୁଅନ୍ତି !ଆଉ ସେମାନେ ବୟସ୍କ ହେଲା ପରେ ସାମାଜ ବିରୋଧୀରେ ମଧ୍ୟ ପରିବର୍ତ୍ତନ ହେଉଥାନ୍ତି !ବାକ୍ୟରେ, ପ୍ରଭୁଙ୍କର ପ୍ରେମରେ ଆମ ପିଲାମାନଙ୍କୁ ଶିକ୍ଷାଦାନ କରି କଢାଇ ନେବାକୁ ପ୍ରଭୁଙ୍କର କୃପା ଅନୁଗ୍ରହ କରନ୍ତୁ !ଆମେନ୍ !
- ପି. ଜେକାଵ ଶଙ୍କର
ପ୍ରାର୍ଥନାର ଅଂଶ :-
ଆମ ସେଵାର ପରିଶ୍ରମରେ ପ୍ରଭୁଙ୍କର ସଂରକ୍ଷଣ ଆଜ୍ଞା ନିମନ୍ତେ, ସେମାନଙ୍କୁ ମହିମାନ୍ୱିତ ଭାବେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.