By Village Missionary Movement
Thursday, 21-Jul-2022ଆଜିର ବାକ୍ୟ (Oriya) 22-07-2022
ସଂଗୀତ ଓ ବାଦ୍ୟଯନ୍ତ୍ର କଥା କହିବ
“ଦାରାବାଦ୍ୟ ଓ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର। ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର।“ - ଗୀତସଂହିତା 150:4
ମୋର ମାଲିକ ମହାନ ଧନୀକ !ଯେକୌଣସି ଗୋଟିଏ କାରଣ ଯୋଗୁ ତାଙ୍କ ଚାକିରୀରେ ନଷ୍ଟ ହେବା ହେତୁ ତାଙ୍କ ଘରରେ ଥିବା ଆବାସପତ୍ର ସବୁ ନିଲାମ କରାଗଲା !ଆସିଥିବା ସମସ୍ତେ ସବୁ ଜିନିଷ କ୍ରୟ କରିନେଲେ !ମୁଁ କେବଳ ସଂଗୀତ ବାଦ୍ୟଯନ୍ତ୍ର ହିଁ ଧୂଳି ହୋଇ ନିଲାମ ନ ହୋଇ ଗୋଟିଏ କୋଣରେ ରହିଲି !ଶେଷରେ ଅତି ବୟସ୍କ ହୋଇଥିବା ମୋ ମାଲିକ ମୋ ନିକଟକୁ ଆସିଲା !ମୋ ଉପରେ ଥିବା ଧୂଳିର କିଛି ଅଂଶକୁ ସଫା କରି, ମୋତେ ତାଙ୍କ ହସ୍ତକୁ ନେଇ ଗୋଟିଏ ସୁନ୍ଦର ଗୀତଟିଏ ଗାଇଲା !ଗୀତରେ ବୁଢ଼ୀଭାସି ନ ଉଠିବା ବ୍ୟକ୍ତି କେହି ଅଛନ୍ତି କି ? ତାପରେ ମୁଁ ଅତ୍ୟଧିକ ମୂଲ୍ୟରେ ବିକ୍ରୟ ହେଲି !ମୁଁ ଯେତେବେଳେ ବିକ୍ରୟ ହେଉଥିଲି ସେବେ ମୋ ମାଲିକଙ୍କ ମୁହଁରେ କେବେବି ନ ଦେଖିଥିବା ଖୁସିଟିଏ ଦେଖିଲି !
ପବିତ୍ର ବାଇବଲରେ ମଧ୍ୟ ଅନେକ ପବିତ୍ର ଲୋକେ ମଧ୍ୟ ସଂଗୀତବାଦ୍ୟଯନ୍ତ୍ର ହୋଇଥିବା ମୋତେ ଉପଯୋଗ କଲେ !ସୁଫ ସାଗରକୁ ପରମେଶ୍ୱର ଦୁଇ ଭାଗ କରି ଇଶ୍ରାଏଲମାନଙ୍କୁ କଢାଇ ନେଇଥିବା ଅଦଭୂତ ଘଟିଥିବା ବେଳେ ମିରିୟମ ନାମକ ପ୍ରଭକ୍ତା ତାରଯନ୍ତ୍ର ନାମକ ବାଦ୍ୟ ତାଙ୍କ ହସ୍ତକୁ ନେଇ ସଦାପ୍ରଭୁଙ୍କର ବିଜୟୀକୁ ଉତ୍ସାହରେ ପାଳନ କଲେ !ସଦାପ୍ରଭୁ ମୋଶାଙ୍କ ସହ କହିଲା, ତୁମକୁ ଘୋଡାଉ ଥିବା ଶତ୍ରୁଙ୍କ ବିରୁଦ୍ଧରେ, ତୁମ ଦେଶକୁ ଯୁଦ୍ଧକୁ ଯିବାବେଳେ ସେହି ତୂରୀ ଶବ୍ଦ କରି ବଜାୟ, ସେତେବେଳେ ତୁମ ସଦାପ୍ରଭୁଙ୍କ ସାନିଧ୍ୟରେ ମନକୁ ଆସି, ତୁମ୍ଭ ଶତ୍ରୁମାନଙ୍କଠୁ ରକ୍ଷା ପାଇବ !ଶତ୍ରୁମାନଙ୍କ ହସ୍ତରୁ ଉଦ୍ଧାର ପାଇବାକୁ ମଧ୍ୟ ସଂଗୀତ ବାଦ୍ୟଯନ୍ତ୍ର ହୋଇଥିବା ମୁଁ ଉପଯୋଗୀ ହେଲି !
ଯିହୋଶୂୟଙ୍କ କାଳରେ ଯାଜକତୂରୀଧ୍ୱନି ନାମକ ସଂଗୀତ ବାଦ୍ୟଯନ୍ତ୍ରକୁ ବଜାଇବା ବେଳେ ଯିରୀହୋନଗର ଭୁଶୁଡି ଗଲା !ସେତେବେଳେ ମୋତେ ବହୁତ ଆଚର୍ଯ୍ୟ ଲାଗିଲା !ଦାଉଦ ତାରଯନ୍ତ୍ର ହୋଇଥିବା ମୋତେ ବଜାଇବା ବେଳେ ଶାଉଲଙ୍କ ଠାରେ ଥିବା ଅପବିତ୍ର ଆତ୍ମା ଗୁଡିକ ଛାଡି ଚାଲିଗଲେ !ଆଉ ଦାଉଦ ମୋ ଦ୍ଵାରା ଅଦଭୂତ ସଂଗୀତ ଗୁଡିକ ଗାଇଲା !ଯୀଶୁଖ୍ରୀଷ୍ଟ ତାଙ୍କ ଦ୍ୱିତୀୟ ଆଗମନରେ କୋଳାହଳର ସଂଗୀତ ତୁରୀଧ୍ଵନିରେ ମଧ୍ୟଆକାଶକୁ ଓଲାଇ ଆସିବେ ବୋଲି ସମ୍ବାଦ ମୁଁ ଶୁଣିବା ବେଳେ ବହୁ ଆନନ୍ଦିତ ହେଲି !
ପ୍ରଭୁଙ୍କ ଠାରେ ପ୍ରିୟ ବନ୍ଧୁଗଣ, ସଂଗୀତବାଦ୍ୟଯନ୍ତ୍ର ହୋଇଥିବା ମୋ ସଦୃଶ୍ୟ ତୁମ୍ଭେମାନେ ମଧ୍ୟ ନିଜକୁ ପ୍ରଭୁଙ୍କର ହସ୍ତକୁ ଗୋଟିଏ ସଂଗୀତ ବାଦ୍ୟଯନ୍ତ୍ର ସଦୃଶ୍ୟ ସମର୍ପିତ ହେବ କି ? ଆମର ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ସବୁ କାର୍ଯ୍ୟରେ ଆମକୁ ବିଜୟ ଦେଉଥିବା ସଦାପ୍ରଭୁଙ୍କୁ ମିରିୟମଙ୍କ ସଦୃଶ୍ୟ ସ୍ତୁତି କରି ଉତ୍ସାହିତ କରିବ କି ? କିଅବା ଶତ୍ରୁର ଉଆଶ ଦୋହରାଇବାକୁ ଭୟ କରିବ କି ? ଏହି ପୃଥିବୀରେ ଶଇତାନ ଦ୍ଵାରା ବନ୍ଦୀ ହୋଇଥିବା ଲୋକଙ୍କୁ ମୁକ୍ତ କରିବାକୁ, ବନ୍ଦନରେ ଥିବା ଲୋକଙ୍କୁ ସୁସମାଚାର ପ୍ରକାଶ କରିବାକୁ, ଅଭିଷେକ ପାଇବାକୁ ଆପଣଙ୍କ ଦ୍ଵାରା ମୁକ୍ତି ନାମକ ତୂରୀଧ୍ଵନି ଶୁଣା ଯିବ କି ? ତଦ୍ରୁପ ଥିବାବେଳେ ଶେଷ କାଳରେ ତୂରୀଧ୍ଵନି ବାଜିବା ବେଳେ ଗୋଟିଏ କ୍ଷଣିକେ ପୁନରୁଥାନ ପାଇଁ ତାହାଙ୍କ ଠାରେ ମିଳନ ହୋଇ ରହିବା !ହାଲେଲୁଆ !
- ଏ. ବିହୁଲା
ପ୍ରାର୍ଥନାର ଅଂଶ :-
ୟୁଟ୍ୟୁବ ଏବଂ ଫେସବୁକ ମାଧ୍ୟମରେ, ଆଠଟି ଭାଷାରେ ପ୍ରକାଶିତ ହେଉଥିବା ଆମ ମୋକ୍ଷପ୍ରାୟାଣମ ଦିନଧ୍ୟାନ ବାଧା ନ ଥାଇ ପ୍ରକାଶିତ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.