By Village Missionary Movement
Wednesday, 29-Jun-2022ଆଜିର ବାକ୍ୟ (Oriya) 29-06-2022
ମାଗଣା
“କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।“ - ମାଥିଉ 6:33
ଓଦାର ଚା'ପିଇବା ନିମନ୍ତେ ସୁଖୀ ଏବଂ ତାର ସାଙ୍ଗମାନେ ରାଣୀଙ୍କ ଘରକୁ ଯାଉଥାନ୍ତି !ସେହି ଅଭ୍ୟାସରେ ଦିନେ ରାଣୀଙ୍କ ଘରକୁ ଯିବାରୁ ସୁଖୀ ଗ୍ଲାସ ବଦଳରେ ଚାମଚ ଧରିକି ଆସିଲା !ବହୁ ଆଶାରେ ଚା'ଟି ପିଇଲା !କିନ୍ତୁ ତାହା ଚା' ନୁହେଁ କଫି ଥିଲା !ପଚାରିଲେ, କାହିଁକି ଓଦାର ଚା'ଟି କରିଲ ନାହିଁ ? ସୁଖୀ କହିଲା, ସାଇନରୋଜ କ୍ରୟ କଲେ ସେଥିରେ କପଟି ମାଗଣାରେ ଦିଆ ଯିବ ବୋଲିବାରୁ, ମୁଁ ଦୁଇଟି ସାନରୋଜ ପକେଟ କିଣି ଦେଲି ସେଥିପାଇଁ ଚା'ଗୁଣ୍ଡ ନାହିଁ, ଆମେ ସମସ୍ତେ କଫି ପିଇବାକୁ ଅଭ୍ୟାସ ହୋଇଗଲୁ ବୋଲି ରାଣୀ କହିଲା !ମାଗଣାରେ କହିଲେ ପରିବାର ଲୋକଙ୍କୁ ଉତ୍ସାହିତ !
ପବିତ୍ର ବାଇବଲରେ ମଧ୍ୟ ପ୍ରଥମେ ପ୍ରଭୁଙ୍କର ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କଲା ବେଳେ ଖାଦ୍ୟ, ପଦାର୍ଥ ବଞ୍ଚିବାକୁ ଆବଶ୍ୟକ ହେଉଥିବା ସବୁକିଛି ମାଗଣାରେ ପାଇବା !ଆମେ ପରିଶ୍ରମ କରିବା ସବୁ ଏହି ଚାକଣ୍ଡେ ପେଟ ନିମନ୍ତେ ଏହା କହିବା ଆମେ ଶୁଣିଥିବା !ଜୀବନଯାପନ କରିବା ପାଇଁ ଏ ସବୁ ମାଗଣା !ସବୁବେଳେ ପ୍ରଭୁଙ୍କୁ ପ୍ରଥମେ ଅନ୍ୱେଷଣ କଲାବେଳେ ଅର୍ଥାତ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଇ ତାହାଙ୍କ ରାଜ୍ୟ ଧାର୍ମିକତା ନିମନ୍ତେ ତାହାଙ୍କୁ ଅନ୍ୱେଷଣ କଲାବେଳେ, କିନ୍ତୁ ଆମେ ଏହି ଜଗତରେ ମାଗଣାରେ ଦିଆ ଯାଉଥିବାଟାକୁ ହିଁ ଆଶା କରୁଛୁ !ଗୁରୁତ୍ୱ ଗୁଡିକୁ କାର୍ଯ୍ୟ କରୁ ନାହୁଁ !ଆମ ଜୀବନ କ୍ରିୟା ଯେମିତି ଥିଲେବି, ଅଧଘଣ୍ଟା ସମୟ ପ୍ରଥମେ ତାହାଙ୍କ ପାଦ ନିକଟରେ ସମୟ ବିତାଇଲା ପରିହେଲେ ଆଉ ବଳକା ତେଇଶି ଘଟଣା ତିରିଶି ମିନିଟ ସମୟ ତୁମକୁ ଦିଆ ଯିବ ବୋଲି ପବିତ୍ର ଗ୍ରନ୍ଥ କହୁଛି !ଆବଶ୍ୟକ ଗୁଡିକୁ ଦ୍ୱିଗୁଣିତ ଦିଆଗଲେ ଖୁସି ତ ?
ପ୍ରିୟ ବନ୍ଧୁଗଣ, ତୁମେ କଣ ଖୋଜୁଛ ? ମାଗଣାରେ ପାଇବା ଜଗତର କ୍ରିୟା କି, ପ୍ରଭୁଙ୍କର ରାଜ୍ୟ ? ରୋଜଗାର କରିବା, ରାନ୍ଧିବା, ସଫିଙ୍ଗ କରିବା ଏପରି ଏ ସବୁ ନିମନ୍ତେ ସମୟ ବିତାଉଛ !କିନ୍ତୁ ପ୍ରଭୁଙ୍କର ପାଦ ଖୋଜିବାକୁ ସମୟ ନାହିଁ କହୁଛନ୍ତି !ସନ୍ତାନ, ସ୍ୱାମୀ, ବନ୍ଧୁବାନ୍ଦବ, ସାଙ୍ଗସାଥୀ ଏମିତି ସମସ୍ତଙ୍କ ସହିତ ସମୟ ବିତାଉଛୁ !କିନ୍ତୁ ପ୍ରଭୁଙ୍କୁ ଭୁଲି ଯାଉଛୁ !ତାପରେ ଅହୋ... ମୋ ଜୀବନ ବହୁତ ଦୁଃଖ, ପ୍ରତାରଣା, ପରାଜୟ ବୋଲି ବଚସା କରୁଛୁ !ପ୍ରଭୁଙ୍କର ଠାରେ ସମୟ ବିତାଇ ଖୋଜିବା ବେଳେ ସେହିପରି ଆବଶ୍ୟକ ସବୁକିଛି ମାଗଣା !ପୃଥିବୀରେ କିଛି ମାଗଣା କହିଲେ, ଆମେ ତାହା ନିମନ୍ତେ ବଦଳି ଯାଉଛୁ !ସୁଖୀ ମଧ୍ୟ କଫି ପାଇଁ କପ ମାଗଣା କହିବାରୁ, କଫି ନିମନ୍ତେ ବଦଳିଲା ସଦୃଶ୍ୟ, ସଦାପ୍ରଭୁ ଦେଉ ଥିବା ମାଗଣାକୁ ବିଶ୍ୱାସ କରି, ନିଜକୁ ବଦଳାଇବା, ଆମେ ପବିତ୍ର ବାଇବଲ ଘୋଷଣା କରିଥିବା ମାଗଣା ନ ପାଇ, ଶତ୍ରୁ ଆମକୁ ବଦଳାଇ ଦେବ !ତାହାଙ୍କର ପ୍ରତାରଣାର କଥାକୁ ବିଶ୍ୱାସ କର ନାହିଁ !ପ୍ରଭୁଙ୍କର କାର୍ଯ୍ୟକୁ ପ୍ରଥମ ସ୍ଥାନ ଦିଅନ୍ତୁ, ମାଗଣାରେ ପାଇବା ଦ୍ରବ୍ୟ ଗୁଡିକୁ କାହିଁକି ପରିଶ୍ରମ କରିବା ?
- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ପ୍ରାର୍ଥନାର ମନ୍ଦିର କାର୍ଯ୍ୟ ପଞ୍ଚସ୍ତରୀ ଭାଗ ସମାପ୍ତ ହେଲା, ଆଉ ବଳକା କାର୍ଯ୍ୟକୁ ଆବଶ୍ୟକ ପୂରଣ ନିମନ୍ତେ, ପ୍ରଭୁଙ୍କର ନାମ ମହିମା ନିମନ୍ତେ ଅତିଶୀଘ୍ର ପ୍ରତିଷ୍ଠା କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.