Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-02-2021
Share:

By Village Missionary Movement

Monday, 01-Feb-2021

ଆଜିର ବାକ୍ୟ (Oriya) 01-02-2021

ବଣ୍ଟନ କରି  ଦିଆଯିବ 

“ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ, ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ ।“ - ପ୍ରେରିତ 8:4

ପ୍ରଭୁ ଦେଇ ଥିବା ଉତ୍ତମ ରୂପେ ବ୍ୟବହୃତ ହେଉ ଥିବା ମିକିଲ ସୁବାର୍ଥ ନାମକ ପ୍ରଭୁଙ୍କ ଦାସର ଖ୍ରୀଷ୍ଟିୟ  ସଭା ସିଟନ୍ନି ସହରରେ ହେଲା ! ଦିନେ ଖାଦ୍ୟ ସକାଶେ ଧନୀ ବ୍ୟକ୍ତିମାନଙ୍କୁ ଓ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଗୋଟିଏ ଉନ୍ନତ ବଡ଼  ହୋଟେଲକୁ ସେ ଡାକି ନେଲେ !ସେଠାକୁ ଯିବା କ୍ଷଣି କିଛି ସମୟ ମିକିଳି ସୁବାର୍ଥ ତାଙ୍କ ଆଡ଼ ଚାହାଣିରେ ସମସ୍ତଙ୍କୁ ଦେଖିଲେ ସାଙ୍ଗେ ସାଙ୍ଗେ ସେଠାରେ ଥିବା ଗୋଟିଏ ରୁପାର ଚାମଚର କାଚରେ ଡ଼ିଙ୍ଗ ଡ଼ିଙ୍ଗ କରି ଘଣ୍ଟି ବଜାଇବା ଆରମ୍ଭ କଲେ ସଂଗେ ସଂଗେ ସେହି ଜାଗା ନିଃଶଦ୍ଧ ହୋଇ ଗଲା !ଭୋଜନ କରୁଥିବା ଲୋକମାନେ ଠିଆ ହୋଇ ଗଲେ, ସେ ତାଙ୍କ ହସ୍ତକୁ ଉତୋଳନ କରି କହିଲେ, ପ୍ରତିଷ୍ଠିତ ବ୍ୟକ୍ତିଗଣ ମୁଁ ଆସିବା ଠାରୁ ଦେଖୁଅଛି କିଏ ମଧ୍ୟ ଭୋଜନ କରିବା ପୂର୍ବରୁ ପ୍ରାର୍ଥନା କରିଲ ନାହିଁ, ଆପଣମାନଙ୍କୁ ଦେଖିଲେ ଘୁଷୁରୀ ପୋଲକୁ ଦେଖିଲା ପରି ଲାଗୁଚି !ଏହି ଖାଦ୍ୟ ଦେଇ ଥିବା ପ୍ରଭୁଙ୍କୁ ଧନ୍ୟବାଦ ନ ଦେଇ ଏହିପରି ଗିଳି ଦେଉଛ, ନତମସ୍ତକ ହୁଅ, ମୁଁ ତୁମ୍ଭ ନିମନ୍ତେ ପ୍ରାର୍ଥନା କରିବି, ପ୍ରାର୍ଥନା କଲେ !ସେ ଭୋଜନକୁ ଯିବା ପୂର୍ବରୁ ଖାଇବାକୁ ଆସି ଥିବା ଦୁଇ ଜଣ ତାଙ୍କ ନିକଟକୁ ଆସି ତାଙ୍କ ପରିବାର ସହିତ ଉଦ୍ଧାର ପାଇ ପ୍ରାର୍ଥନା କରି ଗଲେ !ଏହିପରି ତାଙ୍କର ଉଦ୍ଧାର ପ୍ରକାଶ କରିବା ସ୍ଥାନ ଯେଉଁଠି ମଧ୍ୟ ସେ ତାହା ବ୍ୟବହୃତ  କରୁଥିଲା !

ପ୍ରେରିତକାର୍ଯ୍ୟାବଳି  ପୁସ୍ତକରେ ସୁସମାଚାର ସମସ୍ତ ଜାତି ନିକଟକୁ ଯାଇଛି ବୋଲି ପଢୁଅଛୁ !ପକ୍ଷପାତ ନ କରି, ଭୟ ନ କରି ଏ ସମସ୍ତ ଠାରୁ ଆଗକୁ ଯାଇ ସମସ୍ତଙ୍କୁ ସୁସମାଚାର କଲେ !(1)ପିତର :-ଏହି ବ୍ୟକ୍ତି ଜଣକ ଅପାଠୁଆ ହେଲେ ସୁଧା ଏହାଙ୍କର ସୁସମାଚାର ଦ୍ଵାରା ପାଞ୍ଚ (5)ହଜାର, ତିନି(3) ହଜାର ଲୋକଙ୍କୁ ବହୁଳ ଭାବେ,  ଅନେକ ଲୋକ ସୁସମାଚାରକୁ ଗ୍ରହଣ କଲେ !ବାଇବଲରେ ପରିପକତା ପାଇ ଥିବା ଲୋକ ଭାବରେ ପ୍ରଧାନ ଯାଜକଗଣ ମାନଙ୍କ ନିକଟରେ ପିତର ଭୟ ନ ହୋଇ କଥା ହୋଇ ଥିଲେ !ବଡ଼ ପ୍ରାର୍ଥନା ଦୋଳରେ ହିଁ ନୁହେଁ ସଦାପ୍ରଭୁ ଇଟାଳିଆ ସହରର ଛୋଟ ଘୋରଇ ପ୍ରାର୍ଥନା  ଦୋଳରେ ମଧ୍ୟ ବ୍ୟବହୃତ କଲେ ! (2)ଫିଲିଫି :-ଏହି ବ୍ୟକ୍ତି ଜଣକ ଆଦ୍ୟ ମଣ୍ଡଳୀରେ ଜଣେ ସାଧାରଣ ଖାଦ୍ୟ ଯୋଗାଡ଼କର୍ତ୍ତା  ହୋଇ ଥିବା ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ସୁସମାଚାର ଦ୍ଵାରା ଗୋଟିଏ ସହର ହିଁ ଖୁସି ଅନୁଭବ କଲା ପରି ସଦାପ୍ରଭୁ କରିଥିଲେ !ହିତୋପିୟା ଅରଣ୍ୟରେ ଯାଉଥିବା ବେଳେ ତାଙ୍କ ଉଦ୍ଧାର ନିମନ୍ତେ ସଦାପ୍ରଭୁ ଏହାକୁ ବ୍ୟବହୃତ  କଲେ !(3)ପାଉଲ :-ମହାଜ୍ଞାନୀ ହୋଇ ଥିବା ଏହାଙ୍କର ଦ୍ଵାରା ଲିଦିୟାଙ୍କର ହୃଦୟକୁ ଖୋଲି ତାଙ୍କ ପରିବାରର ଉଦ୍ଧାର ପଥରେ ଚଲାଇ ନେଲା !କାରାଗାରରେ ବନ୍ଦୀ ଥିବା ବେଳେ ବନ୍ଦୀଶାଳାର କାରାଦକ୍ଷର ପରିବାର ଯୀଶୁଙ୍କୁ ଗ୍ରହଣ କଲେ !ଏହିପରି ହିତିଆ ସହରରେ, ଭବନରେ, ଅଧିକାରୀ ସମୁଖରେ, ଅନେକ ପ୍ରାନ୍ତରେ,  ଅନେକ ପ୍ରକାର ଲୋକମାନଙ୍କ ଠାରେ ପାଉଲ ସୁସମାଚାର କଲେ !

ମୋର ପ୍ରିୟ ବନ୍ଧୁଗଣ, ସୁସମାଚାର କୁ ମଣିଷ ଭାବରେ ଜନ୍ନ ନେଇ ଥିବା ସମସ୍ତଙ୍କ ଠାରେ ପ୍ରକାଶ କରିବା ଧନ !ଏହା ଧନୀ କି  ଦରିଦ୍ର, ମାଲିକ କି କ୍ରିତଦାସ ନୁହେଁ ସମସ୍ତଙ୍କର ଅଟେ, ସମସ୍ତ ବୟସ୍କଙ୍କୁ,  ସମସ୍ତ ଦେଶର,  ସମସ୍ତ ବର୍ଣର   ଅଟେ !ମାତ୍ର ଏହା ପାଇ ଥିବା ଆମେ ଅନ୍ୟକୁ ନ ଦେଇ ରହୁଛୁ କି ? ଆଲୋଚନା କରିବା !ଏହା ପାଇ ଥିବା ସମସ୍ତେ ଏହାକୁ ବଣ୍ଟନ କରିବାର ଦାଇତ୍ୱ ଅଛି !ଏହା ଗ୍ରହଣ କରିବା ଅନ୍ୟମାନଙ୍କୁ ବଣ୍ଟନ କରିବା !
-    ଭାଇ ମୋନଜ କୁମାର 

ପ୍ରାର୍ଥନା କରନ୍ତୁ :-ଏହି ମାସରେ କରୁଥିବା ସେବାରେ ପ୍ରଭୁଙ୍କର ଅନୁଗ୍ରହ ରହିବା ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al