Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-06-2022
Share:

By Village Missionary Movement

Friday, 17-Jun-2022

ଆଜିର ବାକ୍ୟ (Oriya) 17-06-2022

 

ନିତ୍ୟଅନନ୍ତ ପୁରସ୍କାର !

 

“ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ ।“ - କଲସୀୟ 3:2

 

ନୋବଲ ପୁରସ୍କାର ବିଷୟରେ ସମସ୍ତଙ୍କୁ ଜଣା !କିନ୍ତୁ ଏବଲ ପୁରସ୍କାର ବିଷୟରେ ଜାଣିଛ କି !ବିଶେଷକରି ଗଣିତଶାସ୍ତ୍ରରେ ଉତ୍ତମ ସହଯୋଗୀଙ୍କୁ ପ୍ରତ୍ୟେକ ବର୍ଷ ଦିଆ ଯାଉଥିବା ପୁରସ୍କାର ହିଁ ଏବଲ ପୁରସ୍କାର ଅଟେ !ଏହି ପୁରସ୍କାର ଆଜି ପର୍ଯ୍ୟନ୍ତ ପଚିଶି ଜଣକୁ ହିଁ ଦିଆଯାଇଛି !ପୁରସ୍କୃତ ଲୋକଙ୍କୁ ସାତ ଦଶମିକ ପାଞ୍ଚ (7.5)ମିଲିୟନ ନରୱେଜ ଇୟନ କୋରନେରେ ଦେଇ ସତ୍କାର କରନ୍ତି !ଏମିତି ନୂଆ ନୂଆ ଅନେକ ପୁରସ୍କାର ଅଛି !

 

ସଦାପ୍ରଭୁ ଦେଉଥିବା ପୁରସ୍କାର ବିଷୟରେ ଆମେ ପବିତ୍ର ବାଇବଲରେ ପଡି ପାରିବା !ସେଗୁଡିକ ହେଲା, ଜୀବନ ମୁକୁଟ, ଜୀବନ୍ତବୃକ୍ଷର ଫଳ ଏପରି ଅନେକ ପୁରସ୍କାର ଅଛି !ଏଫିସୀୟ ମଣ୍ଡଳୀର ଦୂତଙ୍କୁ କହିବା ବେଳେ, ସେମାନଙ୍କ ଠାରେ ଥିବା ଉତ୍ତମ ଗୁଣ ଗୁଡିକୁ କହିଥିବା ପରମେଶ୍ୱର, ସେଇ ସମୟରେ ସେମାନଙ୍କ ଠାରେ ଥିବା ଭୁଲ ଗୁଡିକୁ ମଧ୍ୟ ଜଣାଉଛି ! !ସେହି ଭୁଲକୁ ସ୍ୱୀକାର ନ କଲେ ତାହା ଦ୍ଵାରା ଆସୁଥିବା ଅପକାରକୁ ମଧ୍ୟ ଜଣାଉଛି !ଏହି ସମସ୍ତ ବିଜୟୀ ବ୍ୟକ୍ତିକୁ ଜୀବନବୃକ୍ଷର ଫଳ ଖାଇବେ ବୋଲି ସଫଥ କରୁଛନ୍ତି !ସୁବର୍ଣ୍ଣ ମଣ୍ଡଳୀର ଦୂତଙ୍କୁ ଲେଖିବା ବେଳେ ବର୍ତମାନ କାଳ ବିଷୟରେ ହିଁ ନ କହି ଭବିଷ୍ୟତ ଦିନମାନଙ୍କରେ ସେମାନଙ୍କୁ ହେବାକୁ ଥିବା ତାଡନା ବିଷୟରେ ମଧ୍ୟ ଜଣାଇଲା !ଆଉ ଯେ ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱାସରେ ଯେ ରୁହେ ତାହାକୁ ଜୀବନ୍ତ ମୁକୁଟ ଦିଆଯିବ ବୋଲି ସଫଥ କରୁଛନ୍ତି !

 

ଖ୍ରୀଷ୍ଟଙ୍କଠାରେ ମୋର ପ୍ରିୟ ବନ୍ଧୁଗଣ, ପୃଥିବୀ ଆମକୁ ଦେଉଥିବା ପୁରସ୍କାର ଯେକୌଣସି ଗୋଟିଏ ବିଷୟରେ ବିଜୟୀ ସାଧନ କଲାବେଳେ ହିଁ ମିଳିବ !କିନ୍ତୁ ଆମ ଭୁଲ ସବୁକୁ ସୁଧାର କରି, ସବୁ ପ୍ରକାରରେ, ଆମ୍ଭମାନଙ୍କୁ ଯୋଗ୍ୟତା କରି, ତାପରେ ଆଉ କେହି ବିନାଶ ନ ହେବାକୁ କଦାପି ବିନଷ୍ଟ ନ ହେବା ନିତ୍ୟଅନନ୍ତ ଜୀବନ ସଦାପ୍ରଭୁ ଆମକୁ ଦେବାକୁ ପ୍ରସ୍ତୁତ ହୋଇ ଅଛନ୍ତି !ସେଥିପାଇଁ ଆମେ ସଂପୂର୍ଣ୍ଣ ମନରେ, ସଂପୂର୍ଣ୍ଣ ଆତ୍ମାରେ, ସଂପୂର୍ଣ୍ଣ ଶକ୍ତିରେ ଏବଂ ସଂପୂର୍ଣ୍ଣ ଆଗ୍ରହରେ ତାହାଙ୍କୁ ପ୍ରେମ କରିବା ଉଚିତ ବୋଲି ସେ ଇଚ୍ଛା କରୁଛନ୍ତି !ଆମେମାନେ ସଂପୂର୍ଣ୍ଣ ଭାବେ ପ୍ରଭୁଙ୍କର ଠାରେ ସମର୍ପିତ ହେବା ! ନିର୍ମଳ ମନ ଥିବା ଲୋକଙ୍କଠୁ ସଂପୂର୍ଣ୍ଣ ଆଶୀର୍ବାଦ ପାଇବା !

ଆମେନ୍ !

- ଭଉଣୀ ଆଇଡା 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ଦିନ ପାହାନ୍ତିଆ ପାଞ୍ଚ ଘଣ୍ଟାରେ ୟୁଟୁବରେ, ସିଧାପ୍ରସାରଣ ହେଉଥିବା ସ୍ୱାସ୍ଥ୍ୟସେବା ଆରାଧନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ଆତ୍ମା, ଶାରୀରିକ, ପ୍ରାଣରେ ମୁକ୍ତି ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet