Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-06-2022
Share:

By Village Missionary Movement

Thursday, 16-Jun-2022

ଆଜିର ବାକ୍ୟ (Oriya) 16-06-2022

 

କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ 

 

“ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ; ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ।“ - ଗୀତସଂହିତା 34:10

 

ପଣ୍ଡିତ ରାମାବାଇ ପ୍ରଭୁଙ୍କର ଠାରେଥିବା ପ୍ରେମ ହେତୁ ପୁନେ ନାମକ ଜିଲ୍ଲାରେ କୀଟକୋଙ୍ଗ ନାମକ ଗାଁରେ ମୁକ୍ତିମିଶନ ନାମକ ହୋମ ଆରମ୍ଭ କରି, ଆଦର ବିହୀନ ଛୋଟପିଲାଙ୍କଠୁ ବୃଦ୍ଧ ସ୍ତ୍ରୀମାନଙ୍କୁ ସମସ୍ତଙ୍କୁ ଆଦର କରି ଆସିଲା !ଉତ୍ତମ ପ୍ରାର୍ଥନାର ଜୀବନ, ଅତିଉତ୍ତମ ଖ୍ରୀଷ୍ଟିଆନ ନିୟମ ପାଳନରେ ଥିବା ଇଏ ତାଙ୍କ ଆଶ୍ରମରେ ଥିବା ଅନାଥ ପିଲାମାନଙ୍କୁ, ଦରିଦ୍ର ପିଲାମାନଙ୍କୁ, ବୟସ୍କମାନଙ୍କୁ ପ୍ରେମରେ ପ୍ରତ୍ୟେକ ଭାବେ ଦେଖୁଥାଏ !ଗୋଟିଏ ଦିନ ଆଶ୍ରମରେ ଥିବା ସବୁ ଲୋକ ଭୟଙ୍କର ଖାଦ୍ୟ ଅଭାବ ଦ୍ଵାରା ଭୋକରେ ବିକଳ ହେଲେ !ପଣ୍ଡିତ ରାମାବାଇ ପ୍ରଭୁଙ୍କ ଠାରେ ଭରସା ରଖି, ଉପବାସରେ ଖାଦ୍ୟ ଆଦାୟ ନିମନ୍ତେ ପ୍ରାର୍ଥନା କରୁଥାଏ !ପ୍ରାର୍ଥନା ଶେଷ ହେବା ସମୟରେ ଜଣେ ଧନୀକ ଦ୍ଵାର ନିକଟରେ ଠିଆ ହୋଇଥାଏ !ଭିତରକୁ ଆସ କହି ଡାକିବା ଜଣେ ମାଆଙ୍କ ସହିତ କହିଲା, ମାଆ ମୁଁ ଧାନ ଆଣୁଥିବା ମୋ ଶଗଡ଼ ଗାଡିର ଚକର ଅଖ ଖସି ଯିବା ଯୋଗୁ ତୁମ ଆଶ୍ରମ ନିକଟରେ ରହିଗଲା !ବୋଝ ବୋହି ନ ପାରି ଠିଆ ହୋଇଥିବା, ସେଇ ଶଗଡ଼ ଗାଡିର ଧାନ ବସ୍ତାଗୁଡିକ ଆଉ ଘରକୁ ଅବା ବଜାରକୁ ମୁଁ ନେଇକି ଯାଇ ପାରିବି ନାହିଁ !ତେଣୁ କରି ଏହି ଧାନ ବସ୍ତା ଗୁଡିକ ତୁମ ଆଶ୍ରମକୁ ଦେଇ ଦେବି ଏବଂ ପଚାରିଲା, ଏହା କଣ ତୁମେ ଗ୍ରହଣ କରିବ କି ? ପଣ୍ଡିତ ରାମାବାଇ ସେହି ଧାନ ବସ୍ତାଗୁଡିକ ଓଲାଇ, ସେହି ଧନୀକକୁ ଫେରାଇ ଦେଇ, ଆଣ୍ଠୁ ପାତି ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇଲା !

 

ହଁ ଅରଣ୍ୟରେ ଇଶ୍ରାଏଲ ଲୋକଙ୍କୁ କଡ଼ାଇ ନେଇଥିବା 'ଏହୋବା' ସେମାନଙ୍କୁ ଗୋଟିଏ ବି ଅଭାବ ନ ଥାଇ ପୋଷଣ କଲା !ଭୋଗ ଓ ଶୋଷରେ ଥକି ଯାଇଥିବା ଏଲିୟ ପ୍ରଭକ୍ତାଙ୍କୁ କାଉ ଦ୍ଵାରା ପୋଷଣ କଲା !ହଁ ଆମ ଇଶ୍ୱର ତାଙ୍କ ସନ୍ତାନମାନଙ୍କ ଜୀବନରେ ତାଙ୍କ ମହିମା ଦେଖାଇବା ଇଶ୍ୱର ହୋଇ ଅଛନ୍ତି !

 

ପ୍ରିୟ ବନ୍ଧୁଗଣ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଆଶ୍ରୟ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ।ଆମ୍ଭେ ବିଶ୍ୱାସରେ ପ୍ରଭୁଙ୍କୁ ମାଗି, ଯେକୌଣସି ପ୍ରାର୍ଥନାକୁବି, ଯେକୌଣସି ମାର୍ଗରେ ଉତ୍ତର ଦେଉଥିବା ପ୍ରଭୁ ଶକ୍ତିଶାଳୀ ହୋଇ ଅଛନ୍ତି !ଅଦଭୂତ କରିବା ସଦାପ୍ରଭୁ ଆମ ଜୀବନର ଆବଶ୍ୟକତା ସବୁକୁ ଅଦଭୂତ ଭାବେ ପୂରଣ କରିବ ଓ ଉପକୃତ କରିବ !ଆପଣ ବିଶ୍ୱାସ କଲେ ପ୍ରଭୁଙ୍କର ମହିମା ଦେଖିବ !ଆମେନ୍ !

- ଶ୍ରୀମତୀ ସାରୋଜା ମୋହନ ଦାସ 

 

ପ୍ରାର୍ଥନାର ଅଂଶ :-

ୱାଟ୍ସଅପ, ଟ୍ୱଟରେ, ୟୁଟୁବ,ଏବଂ ଇ-ମୈଲ ଦ୍ଵାରା ପ୍ରକାଶିତ ହେଉଥିବା ଦିନଧ୍ୟାନ ବାକ୍ୟଗୁଡିକ ପାଠ କରୁଥିବା, ଶୁଣିବା ଲୋକେ ପ୍ରଭୁଙ୍କର ଠାରେ ଉତ୍ତମ ଫଳ ଦେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet