By Village Missionary Movement
Friday, 10-Jun-2022ଆଜିର ବାକ୍ୟ (Oriya) 11-06-2022
ଦେଖିବି ତୁମକୁ
“କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ ।“ - ମାଥିଉ 5:39
ନିକଟରେ ଆସିଥିବା ସମ୍ବାଦ ଏବଂ ତାହାର ସମ୍ପର୍କରେ ପୋଷ୍ଟ କରିଥିବା ଭିଡ଼ିଓ ଗୁଡିକ ଦେଖିବା ବେଳେ, ଯୌବନ ସମାଜ କୁଆଡେ ଯାଉଛି ? କଲେଜ ବିଦ୍ୟାର୍ଥୀ କୁଆଡେ ଯାଉଛନ୍ତି ବୋଲି ଭୟ ଲାଗୁଛି !କଲେଜ ଛାତ୍ରଛାତ୍ରୀ, ସାଧାରଣ ସ୍ଥାନ, ବସରହଣି ସ୍ଥାନ, ସେଗୁଡିକ ନ ଦେଖି, ତାହାର ଅବସ୍ଥାକୁ ଭୁଲିଯାଇ, ସ୍ୱଳ୍ପ କାର୍ଯ୍ୟ ନିମନ୍ତେ ଝଗଡା ହୁଅନ୍ତି !ଅନ୍ୟ ବିଦ୍ୟାର୍ଥୀମାନେ ଏହି ଝଗଡାକୁ ନ ରଖି, ଏହାକୁ ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି !ଏଥିରେ ଆଉ ଭୟଙ୍କର ଭିଡିଓ କଣ ମାନେ, କଲେଜରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ସାଧାରଣ ସ୍ଥାନରେ ଜଣକୁ ଜଣେ ମାରପିଟ ହେଉଥାନ୍ତି !ଚୁଟିଧରି ଆଉ ପୌରସରେ ଝଗଡା ହେଉଛନ୍ତି !ଛୋଟ ଛୋଟ ବିଷୟରେ ଆଡ଼ଜଷ୍ଟ ହୋଇଯିବା ମନ ସେମାନଙ୍କର ନାହିଁ !ତୁ ନା ମୁଁ, ଦେଖିବି ତୁମକୁ ବୋଲି ପୌରସରେ ରହନ୍ତି !ଏହିରୂପେ ଯୌବନଙ୍କ ଅବସ୍ଥା ଅତି ଭୟଙ୍କର ଅଛି !
ପବିତ୍ର ବାଇବଲରେ ପ୍ରଭୁଯୀଶୁଖ୍ରୀଷ୍ଟ ମାଥିଉ ସୁସମାଚାର ପାଞ୍ଚ ଅଧ୍ୟାୟରେ, ଜଣେ ଖ୍ରୀଷ୍ଟିଆନର ସ୍ଵଭାଵ କେମିତି ରହିବା ଉଚିତ ? ଏହା କହନ୍ତି !ତାହାଙ୍କ ପ୍ରସଙ୍ଗ ଆଚର୍ଯ୍ୟ ଅଟଇ !ପ୍ରତିଦିନ ଜୀବନରେ ଆମକୁ ଅତିଆବଶ୍ୟକ ଅଟେ !ଦୁଷ୍ଟର ପ୍ରତିରୋଧ କର ନାହିଁ ବୋଲି (ମାଥିଉ :-5:39) ରେ କହନ୍ତି !ଯୋଶେଫଙ୍କୁ ତାଙ୍କ ନିଜ ଭାଇମାନଙ୍କ ଦ୍ଵାରା କ୍ଷତି ଘଟିଲା !କିନ୍ତୁ ସେ ତାହାକୁ ବିରୋଧୀ କରିନାହିଁ !ତାହା ବଦଳରେ ସହାନୁଭୂତି ହୋଇ ରହିଲା !ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ ବୋଲି ଯୀଶୁ ଆମକୁ ଶିଖାଇଲେ !ଏହାର ଅର୍ଥ କଣ ମାନେ, ଯେକୌଣସି ଲୋକ ଆମକୁ କ୍ଷତି କରିବାକୁ ଇଚ୍ଛା କଲା ବେଳେ ନିଃଶବ୍ଦରେ ସହାନୁଭୂତି ହୋଇ ରହିବା ଉଚିତ !
ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଆମ ହସ୍ତରେ ଅନେକ ଦାଇତ୍ୱ ରହିଛି, ଏହି ବିଷୟକୁ ଭୁଲନ୍ତୁ ନାହିଁ !ଆମକୁ କ୍ଷତି କୌଣସି ଦେଶର ସୀମାରୁ, କିମ୍ବା ଆମ୍ଭେ ଜାଣି ନ ଥିବା ବ୍ୟକ୍ତିମାନଙ୍କ ଠାରୁ ଆସେ ନାହିଁ !ଆମ ସହ ରହିଥିବା ଅଥବା ଆମଠାରେ ଥିବା, ସାଙ୍ଗସାଥୀ ନାହିଁତ ଆମ ଚାରିପଟେରେ ଥିବା ଲୋକଙ୍କ ଦ୍ଵାରା କ୍ଷତି ହୁଏ !ଆମେ ହିଁ ସହାନୁଭୂତିରେ ନିଃଶବ୍ଦରେ ରହିବା ଉଚିତ !ଏହା ପବିତ୍ର ବାଇବଲ ମାଧ୍ୟମରେ ଶିଖିବା ଉଚିତ !ଆମର ଛୋଟପିଲାମାନେ, ଯୌବନ ମାନଙ୍କୁ ଆମେ ହିଁ ଶିଖାଇବା ଉଚିତ !ଆଜିର ଛାତ୍ର କାଲିକିର ନାଗରିକ କହନ୍ତି !ଶାନ୍ତିରେ ପବିତ୍ର ବାଇବଲ ବାକ୍ୟକୁ ଧ୍ୟାନ କରି ଦେଖି ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ଉଚିତ !ତୁ ନା ମୁଁ, ଦେଖିବି ତୁମକୁ, ଏମିତି କଥାକୁ, ଅଭ୍ୟାସକୁ ଶେଷ କରିବା !ଯୌବନ ଅବସ୍ଥା କମାଇ ଜୀବନଯାପନ କରିବା ସଦୃଶ୍ୟ ବୃଦ୍ଧି କରିବା !ଦେଶର ସଂରକ୍ଷଣକୁ ସୁରକ୍ଷା କରିବା !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଶେଷକାଳରେ ଉଜ୍ଜିବ ନିମନ୍ତେ ଏକଶହ କୋଡିଏ ମିଶିନାରୀ ପ୍ରସ୍ତୁତ କରିବା ଯୋଜନାରେ କରୁଥିବା ଚେଷ୍ଟାକୁ ସଦାପ୍ରଭୁ ସଫଳତା କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.