Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-06-2022
Share:

By Village Missionary Movement

Thursday, 09-Jun-2022

ଆଜିର ବାକ୍ୟ (Oriya) 09-06-2022

 

ବ୍ରେକ 

 

“ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ;...।“ - ଆୟୁବ 42:12

 

ଥରେ ପଦାର୍ଥ ବିଜ୍ଞାନ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିଲେ, କାହଁକି ଯାହାନବାହାନ ମାନଙ୍କୁ ବ୍ରେକ ସଜ୍ଜିତ କଲେ ? ବିଭିନ୍ନ ପ୍ରକାର ଉତ୍ତର ମିଳିଲା !ରଖିବାକୁ, ଗତି କମାଇବାକୁ, ସଙ୍ଘର୍ଷ କମାଇବାକୁ, ଧୀରେ ଯିବା ପାଇ, ସଠିକ ବେଗରେ ଯିବା ନିମନ୍ତେ ବୋଲି ବିଦ୍ୟାର୍ଥୀମାନଙ୍କଠୁ ବିଭିନ୍ନ ପ୍ରକାର ଉତ୍ତର ମିଳିଲା !ଜଣେ ବିଦ୍ୟାର୍ଥୀ ଉତ୍ତର କଲା, କ୍ଷିପ୍ରଗତିରେ ଯିବାକୁ ବ୍ରେକକୁ ସଜ୍ଜିତ କଲେ !ସଙ୍ଗେ ସଙ୍ଗେ ବଳକା ବିଦ୍ୟାର୍ଥୀ ହସି ଦେଲେ !ଶିକ୍ଷକ କହିଲେ, ହଁ ବ୍ରେକ ନ ଥିଲେ ନିଶ୍ଚୟ ତୁମ୍ଭେମାନେ ଡ୍ରାଇଭି କରିପାରିବ ନାହିଁ !କେବଳ ବ୍ରେକ ହିଁ ଆମେ ଇଚ୍ଛା କରିବା ସ୍ଥାନରେ ରଖି ପାରିବ ବୋଲି ଧୌର୍ଯ୍ୟରେ କ୍ଷିପ୍ରବେଗରେ ଯିବା !ଧୀରେ ଧୀରେ ବ୍ରେକ ଧରି ଗଲା ପରି ହେଲେ ଆମେ ଇଚ୍ଛା କରିଥିବା ଆମ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବା !

 

ଆକସ୍ମିକ ବ୍ରେକ ପକାଇ ରହିଯାଇ ଥିବା ଜଣେ ବ୍ୟକ୍ତିର ଜୀବନ ବିଷୟରେ ଆମେ ପବିତ୍ର ବାଇବଲରେ ପଡୁଛୁ !ସେ ହିଁ ଆୟୁବ !ତାହାଙ୍କର ଦଶ ଜଣ ସନ୍ତାନ ରହିଥିଲେ !ବିସ୍ତାରିତ ଜୀବଜନ୍ତୁ, ଅନେକ କ୍ରିତଦାସ ମଧ୍ୟ ରହିଥାନ୍ତି !ସବୁକିଛି ଗୋଟିଏ ଦିନରେ ହିଁ ଆୟୁବ ହରାଇ ଦେଲା !ଏହି ସମସ୍ତ ବିଷୟରେ ଆୟୁବ ପାପ କରି ନାହାନ୍ତି !ସଦାପ୍ରଭୁ ମଧ୍ୟ ଗଭୀରତା ବିଷୟରେ କହି ନାହାନ୍ତି !ତାଙ୍କ ଜୀବନରେ ସଦାପ୍ରଭୁ ପକାଇ ଥିବା ବ୍ରେକ ନିଶ୍ଚୟ ଭୁଲ ହେବ ନାହିଁ ବୋଲି ବିଶ୍ଵାସ କଲା !ତାପରେ ଆୟୁବ ହରାଇ ଥିବା ଆଶୀର୍ବାଦ ସବୁକିଛି ଦୁଇଗୁଣା ପାଇଲା !ସଦାପ୍ରଭୁ ଆୟୁବଙ୍କୁ ପ୍ରଥମେ ଆଶୀର୍ବାଦ କରିଥିବାଠୁ ଆଉ ଅତ୍ୟଧିକ ଆଶୀର୍ବାଦ କଲେ !

 

ଏହା ଶୁଣୁ ଥିବା ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ଆମ୍ଭମାନଙ୍କ ଜୀବନରେ କଷ୍ଟ, ନଷ୍ଟ, ବ୍ରେକ ଗୁଡିକ ଆସିବା ବେଳେ, ତାହା ଆମ ଜୀବନର ବେଗର ଗତିକୁ କମାଇବାକୁ ଆସିଲା ବୋଲି ଭାବନା କରି, ଆମ ହୃଦୟକୁ ନିମ୍ନ କରି ଦେଉଛୁ !ଆମେ ଭାବୁଚୁ ଆମ ଆଶାକୁ ଦଳି ଦେଉଛି !ଆମ୍ଭ ଜୀବନରେ ଆସିବା ବ୍ରେକ ଗୁଡିକ ତୁମ୍ଭମାନଙ୍କ ବେଗକୁ କମାଇବାକୁ ନୁହେଁ କ୍ଷିପ୍ରଗତିରେ ଯିବା ନିମନ୍ତେ !ଆମ୍ଭ ଜୀବନରେ ଅକସ୍ମାତରେ ପକାଇ ଥିବା ବ୍ରେକ ଗୁଡିକ ପ୍ରଭୁଙ୍କର ପାଦ ତଳେ, ଅଥବା ତାହାଙ୍କ ହସ୍ତରେ ଥିବ !ପ୍ରଭୁଙ୍କର ହସ୍ତରୁ ଡେଇ ଆମ ଜୀବନରେ କିଛିବି ହେବ ନାହିଁ !ସେଥିପାଇଁ ଧୀରସ୍ଥିରରେ ରହି ଆୟୁବଙ୍କ ସଦୃଶ୍ୟ ଦୁଇଗୁଣା ଆଶୀର୍ବାଦ ପାଇବା !

- ଶ୍ରୀମତୀ ସତୀଶ ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ '-

ପ୍ରତ୍ୟେକ ଗ୍ରାମରେ ଜଣେ ଗିଦିୟନଙ୍କ ସଦୃଶ୍ୟ ଯୁବକ ପ୍ରାର୍ଥନାର ସମୂହ ନେତା ରୂପେ ବାହାରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice