Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-06-2022
Share:

By Village Missionary Movement

Tuesday, 07-Jun-2022

ଆଜିର ବାକ୍ୟ (Oriya) 07-06-2022

 

ଘୋଷିବା ଦ୍ଵାରା ସୁଭାଶିତ 

 

“ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।“ - ଆୟୁବ 23:10

 

ଟୀକାର ଜଣକ ବୋଲି କୁହାଯାଉ ଥିବା ଲୁଇସ ପାସ୍କଲଙ୍କର ପାଞ୍ଚଟି ସନ୍ତାନ !ଏମାନଙ୍କ ମଧ୍ୟରେ ତିନିଜଣ ସନ୍ତାନଙ୍କୁ ଟାଇଫଏଡ ଜ୍ୱର ହେବା ହେତୁ ଜଣକ ପରେ ଜଣେ ମୃତ୍ୟୁବରଣ କଲେ !ସେ ସଙ୍ଗେ ସଙ୍ଗେ ଏମିତି ବ୍ୟାଧିର କାରଣ କଣ ହୋଇଥିବ ବୋଲି ଆଲୋଚନା କଲା !ଅନେକ ଚେଷ୍ଟା କଲା ପରେ ଏହି ବ୍ୟାଧିର କାରଣ ସୂକ୍ଷ୍ମଜୀବ ହିଁ ବୋଲି ଜାଣିପାରିଲା !ଆଉ ଏହାକୁ ନିବାରଣ କରିବାକୁ କଣ କରିବା ଉଚିତ ବୋଲି ଅନେକ ଚେଷ୍ଟା କରି, ଟୀକାକୁ ଆବିଷ୍କାର କଲା !କେବଳ ଟାଇଫଏଡ ହିଁ ନୁହେଁ, ଜଣ୍ଡିସ, ଦୀପ୍ତିରିୟା, ରେବୀଶ ପରି ରୋଗଗୁଡିକୁ ନିବାରଣ କରିବା ନିମନ୍ତେ ଟୀକା ଆବିଷ୍କାର କଲା !ତାଙ୍କ ଜୀବନରେ ସୃଷ୍ଟି ହୋଇଥିବା ବିପତ୍ତିରୁ ହିଁ ନୂତନ ଆବିଷ୍କାର କରିବାକୁ ମାର୍ଗ ଦେଖାଇଲା !

 

ଗୋଲାପ କଢ଼ କଣ୍ଟାରେ ପଡିଲେ ହିଁ ଅତ୍ୟଧିକ ବାସନା ଆସେ !ଚନ୍ଦନ ଅତ୍ୟଧିକ ଘୋଷିଲେ ହିଁ ବାସନା ବହୁତ ହୁଏ !ତଦ୍ରୁପ ମଣିଷ ହୋଇଥିବା ଆମ୍ଭେ ପରୀକ୍ଷିତ ହେଲେ ହିଁ ଆମ ଠାରେ ଥିବା ଅନ୍ତଃର୍ନିତ ଲକ୍ଷଣ ବାହାରକୁ ଅଣିହେବ !ପରୀକ୍ଷିତ ହେବାବେଳେ ବହୁତ କଷ୍ଟ ଥିଲେବି, ସେହି ସମୟରେ ହିଁ ଆମର ଅସାଧାରଣ ସ୍ଵଭାଵ ବାହାରେ ପଡ଼ିବ !ଆମ ସମ୍ପୂର୍ଣ୍ଣ ଶକ୍ତି ସେତେବେଳେ ହିଁ ଜାଣି ପାରିବା !ଆମ୍ଭଠାରେ ଆଣବିକ ଭାବନା ଗୁଡିକ ମଧ୍ୟ ପରୀକ୍ଷିତ ହେବାବେଳେ ହିଁ ଉନ୍ମୋଚିତ ହୁଏ !ସେଥିପାଇଁ ଧୌର୍ଯ୍ୟରେ ଆୟୁବ କହନ୍ତି, 

 

ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି !ମୋଶା ଅରଣ୍ୟରେ ପରୀକ୍ଷିତ ହେବାରୁ ହିଁ ମହାନ ନେତା ରୂପେ ପରିବର୍ତ୍ତନ ହେଲା !ଯୋଶେଫ କ୍ରିତଦାସ ରୂପେ ବିକ୍ରୟ ହୋଇ କାରାଗାରରେ ବନ୍ଦୀ ହେବାରୁ ହିଁ, ସ୍ବପ୍ନର ଅର୍ଥ ପ୍ରକାଶ କରିବାର ଭାବନା ଉନ୍ମୋଚିତ ହେଲା !ଆୟୁବ ପରୀକ୍ଷିତ ହେବାପରେ ହିଁ ସବୁ ଅବସ୍ଥାରେ ନିରନ୍ତର ପରମେଶ୍ୱର ସେବକ ଓ ପରମେଶ୍ୱରଙ୍କର ଭୟକାରୀ ବୋଲି ଜାଣି ପାରିଲୁ !

 

ପ୍ରିୟ ବନ୍ଧୁଗଣ, ମୁଁ ହିଁ ପରୀକ୍ଷିତ ହେଉଛି ବୋଲି ପରୀକ୍ଷାକୁ ଦେଖି ସଂକୋଚିତ ହୁଅ ନାହିଁ !ଲୁଇସ ପାସ୍କଲଙ୍କ ସଦୃଶ୍ୟ ଧୌର୍ଯ୍ୟରେ ପରୀକ୍ଷାକୁ ବିଜୟୀ ହେବାବେଳେ ସବୁକୁ ହାସଲ କରିପାରିବା !ଆମ୍ଭଠାରେ ଥିବା ଭାବନା, ସ୍ଵଭାଵ ଜାଣିବାକୁ ହିଁ ପରୀକ୍ଷା !ହାସଲ କରିବା ସମସ୍ତଙ୍କର ଆଶା !ସେଥିପାଇଁ ପରୀକ୍ଷାକୁ ମୁକାବିଲା କରିବା ଆବଶ୍ୟକ !ପରୀକ୍ଷାକୁ ମୁକାବିଲା କଲେ ତୁମ୍ଭେମାନେ ମଧ୍ୟ ହାସଲ କାରୀ ରୂପେ ପରିବର୍ତ୍ତନ ହେବ !ପରୀକ୍ଷା ନ ଥାଇ, ହାସଲ ନାହିଁ,ବେଦନା ନ ଥାଇ ବିଜୟ ନାହିଁ !

- ଶ୍ରୀମତୀ ଆଣବି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନାର ଅଂଶ :-

ଉଜ୍ଜିବ ଦୋଳରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ଉଜ୍ଜିବରେ କାର୍ଯ୍ୟ ହେବାକୁ ଏମାନଙ୍କ ଦ୍ଵାରା ସଦାପ୍ରଭୁ ମହାନ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice