Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-06-2022
Share:

By Village Missionary Movement

Wednesday, 01-Jun-2022

ଆଜିର ବାକ୍ୟ (Oriya) 01-06-2022

 

ଆତ୍ମୀୟ ଖଡ୍ଗ 

 

“ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ,କାରଣ ସେ ଶିଶୁମାତ୍ର ।“ - ଏବ୍ରୀ 5:13

 

ଆମ ଭାରତ ଦେଶ ସ୍ୱାଧୀନତା ହେଲା ପରେ, ଆମ ପଡୋଶୀ ଦେଶ ପାକିସ୍ତାନର ଲୋକମାନଙ୍କ ସହ କିଛି ଯୁଦ୍ଧ କରିବାକୁ ପଡିଲା !ପ୍ରତ୍ୟେକ ଯୁଦ୍ଧରେ ଆମ ଭାରତ ଦେଶ ହିଁ ବିଜୟୀ ଲାଭ କଲା !ତେବେ ପାକିସ୍ତାନ ସୈନିକମାନେ ଆଲୋଚନା କରି ଦେଖିଲେ କି ଯେ, ଆମ ସୈନିକମାନଙ୍କ ଦୁର୍ବଳ କଣ ? ସେମାନଙ୍କ ଠାରେ ପୁରୁଣା ଉତ୍ତମ ଅସ୍ତ୍ରଶସ୍ତ୍ର ଥିଲେ ବି, ସେ ଗୁଡିକୁ ସଠିକ ରୂପେ ବ୍ୟବହାର ନ କରିବା, ଅର୍ଥାତ ଅଳ୍ପ ତାଲିମ ପ୍ରାପ୍ତ ହୋଇଥିବା ହେତୁ, ଯୁଦ୍ଧରେ ସହଜ ରୂପେ ହାରିଗଲୁ ବୋଲି ଜାଣିପାରିଲେ !ପୁରୁଣା ଉତ୍ତମ ଅସ୍ତ୍ରଶସ୍ତ୍ର ଥିଲେ ମଧ୍ୟ ତାହା ବିଷୟରେ ଜ୍ଞାନ ନ ଥିବା ହେତୁ, ଯୁଦ୍ଧରେ ପଛଘୁଞ୍ଚା ହେବାକୁ ପଡିଲା !ଏଥିରେ ଆମେ ଶିଖିବା ଅଂଶ ମଧ୍ୟ ରହିଛି !

 

ଆତ୍ମୀୟ ଜୀବନରେ ଆମ ବିରୁଦ୍ଧରେ ଏକ ଯୁଦ୍ଧ ଅଛି !ସେଥିରେ ଶଇତାନକୁ ବିରୁଧ କରି ଆମେ ଯୁଦ୍ଧ କରିବାକୁ ପଡ଼ିବ !ଶତ୍ରୁଙ୍କ ଠାରେ ଦୁର୍ବଳ ଅସ୍ତ୍ରଶସ୍ତ୍ର ହିଁ ଅଛି !କିନ୍ତୁ ତାହା ଦ୍ଵାରା ମାୟା କରି ଅନେକଙ୍କୁ ପକାଇ ଦେଉଛି !ସେହି ସମୟରେ ପ୍ରଭୁଙ୍କର ସନ୍ତାନ ହୋଇଥିବା ଆମ୍ଭ ଠାରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ରହିଛି ! ଏଫିସିୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ରର ଛଅ ଅଧ୍ୟାୟରେ ଆମକୁ କଣ କଣ ଅସ୍ତ୍ରଶସ୍ତ୍ର ରହିଛି, ସେବୁକୁ କହୁଛି !ଏପରି ସବୁ ଅସ୍ତ୍ରଶସ୍ତ୍ରକୁ ଧାରଣ କରି ଖ୍ରୀଷ୍ଟଙ୍କ ଠାରେ ରୋଷ ହୋଇ ନ ରହି, ଆଉ ଛୋଟ ଶିଶୁମାତ୍ର ହୋଇ ରହିବା ଅତି ପରିତାପ !ସେଥିରେ ବିଶେଷ ଭାବେ ବାକ୍ୟ ନାମକ ଆତ୍ମୀୟ ଖଡ୍ଗକୁ ବ୍ୟବହାର କରିବା, ଅଭ୍ୟାସ ନ ଥିବା ବ୍ୟକ୍ତି, ଅତି ସହଜରେ ଶଇତାନର ଆହାର ହୋଇ ଯିବେ !ଯୀଶୁଖ୍ରୀଷ୍ଟଙ୍କୁ ପରୀକ୍ଷା କରିବାକୁ ଶଇତାନ ଆଣି ଥିବା ତିନୋଟି ପରୀକ୍ଷାକୁ ବାକ୍ୟ ନାମକ ଖଡ୍ଗ ଦ୍ଵାରା ବିଜୟୀ ଲାଭ କଲା !ପବିତ୍ର ବାଇବଲରେ ଏପରି ଲେଖା ଯାଇଛି ତ ବୋଲି ଯୀଶୁଖ୍ରୀଷ୍ଟ ବାରମ୍ବାର କହି ଆଙ୍ଗୁଳି ଦେଖାଇଲେ !

 

ଏହା ଶୁଣୁ ଥିବା ମୋ ପ୍ରିୟ ଖ୍ରୀଷ୍ଟିଆନ ବନ୍ଧୁଗଣ, ତୁମ୍ଭଠାରେ ବାକ୍ୟ ଭରପୁର ହୋଇ ଥିବା ଉଚିତ ବୋଲି ଯୀଶୁଖ୍ରୀଷ୍ଟ ଆଶା କରୁଛନ୍ତି !ତୁମ୍ଭ ବିପରୀତରେ ଆସୁଥିବା ସମସ୍ତ ସମସ୍ୟାକୁ, ଶତ୍ରୁମାନଙ୍କ ସନ୍ତାନକୁ, ମାୟାର କାର୍ଯ୍ୟକୁ ଜୟ କରିବାକୁ ବାକ୍ୟ ଛଡା ଆଉ ଅନ୍ୟ କୌଣସି ମାର୍ଗ ନାହିଁ !ସେଥିପାଇଁ ପବିତ୍ର ବାଇବଲକୁ ଅତ୍ୟଧିକ ପଢନ୍ତୁ, ଧ୍ୟାନ କରନ୍ତୁ, ବାକ୍ୟ ଦ୍ଵାରା ପରିପୂର୍ଣ୍ଣ ହୁଅ, ସେତେବେଳେ ତୁମ୍ଭେ ବିଜୟ ରୂପେ ପରିବର୍ତ୍ତନ ହେବ !ଆମେନ୍ !

- ପି. ଜାକବ ଶଙ୍କର 

 

ପ୍ରାର୍ଥନାର ଅଂଶ '-

ଏହି ମାସ ସାରା ହେଉଥିବା ସେଵା କାର୍ଯ୍ୟରେ ପ୍ରଭୁଙ୍କର ମହିମା ପ୍ରକାଶିତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler matbet matbet giriş matbet güncel giriş betsat betsat giriş betsat güncel giriş perabet perabet giriş perabet güncel giriş kingroyal kingroyal giriş kingroyal güncel giriş vaycasino vaycasino giriş vaycasino güncel giriş jojobet superbetin matbet jojobet deneme bonusu deneme bonusu veren siteler holiganbet holiganbet giriş Superbetin superbetin giriş superbetin güncel giriş süperbetin aresbet aresbet giriş perabet perabet giriş milanbahis milanbahis giriş milanbahis milanbahis giriş holiganbet holiganbet giriş holiganbet holiganbet giriş jojobet jojobet giriş alobet alobet giriş casibom casibom giriş