Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-05-2022
Share:

By Village Missionary Movement

Thursday, 26-May-2022

ଆଜିର ବାକ୍ୟ (Oriya) 26-05-2022

 

ଖ୍ରୀଷ୍ଟଙ୍କ ଠାରେ ଉତ୍ସାହ

 

“କେବଳ ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ନୁହେଁ, ମାତ୍ର ସବୁ ସମୟରେ ଉତ୍ତମ ବିଷୟରେ ଉଦ୍‍ଯୋଗୀ ହେବା ଭଲ ।“ - ଗାଲାତୀୟ 4:18

 

ପ୍ରେରିତ ପାଉଲ ଏତେନସ ନଗରରେ ତାଙ୍କ ସହଯୋଗୀ ସେବକମାନଙ୍କୁ ନୀରିକ୍ଷଣ କରି ଥିବାବେଳେ ସେଇ ନଗର ମୂର୍ତ୍ତିରେ ପରିପୂର୍ଣ୍ଣ ଥିବା ଦେଖିବା ଦ୍ଵାରା, ତାଙ୍କ ଆତ୍ମା ଅନୁତପ୍ତକୁ ଧରି ପାରିଲା ନାହିଁ !ତେଣୁକରି ଯୀଶୁଙ୍କ ବିଷୟରେ ଏବଂ ତାଙ୍କ ପୁନରୁଥାନ ବିଷୟରେ ସେହି ନଗରବାସୀଙ୍କୁ ପ୍ରକାଶ କରିବା ଆରମ୍ଭ କଲା !କିଛି ଲୋକ ପାଉଲଙ୍କ କଥାକୁ ଗ୍ରହଣ କରି ବିଶ୍ୱାସ କଲେ ବୋଲି ପଡୁଛୁ !

 

ଆମ୍ଭେମାନେ ମଧ୍ୟ ଆମ ପ୍ରତ୍ୟେକ ଜୀବନରେ କେତେ ମୂର୍ତ୍ତିର ମନ୍ଦିର ଦେଖୁଅଛୁ !ତାହା ଆମକୁ ଉପକାର କରିବ ବୋଲି ତାହାକୁ ଅନୁସରଣ କରି ଲୋକଙ୍କୁ ମଧ୍ୟ ଦେଖି ଥାଉଛୁ !ଏହି ଅବସ୍ଥାରେ ଆମ ହୃଦୟ କେତେ ଥର ଆତ୍ମା ଅନୁତପ୍ତ ହେଲା ? ପ୍ରକୃତ ଇଶ୍ୱରଙ୍କୁ ସେମାନେ ମଧ୍ୟ ଜାଣିବା ଉଚିତ ବୋଲି ଯୀଶୁଙ୍କ ବିଷୟରେ କେତେ ଜଣକୁ ପ୍ରକାଶ କଲ !ଆମ୍ଭମାନଙ୍କ ଉତ୍ସାହ କେମିତି ଅଛି ? ଖ୍ରୀଷ୍ଟିଆନର ଚାଦର ଘୋଡାଇ ହୋଇ ଗୋଟିଏ ମଣ୍ଡଳୀରେ ଅବା ଗୋଟିଏ ସଂସ୍ଥାରେ ଏକ ଅଂଶ ରୂପେ ରହି ତାହାକୁ ଧରି ରଖି ଉଦଯୋଗୀ ହୋଇ ରହିଛୁ କି ? ଅଥବା ଖ୍ରୀଷ୍ଟଙ୍କ ଶରୀରର ଏକ ଅଂଶ ହୋଇ ରହି ପ୍ରକୃତ ଖ୍ରୀଷ୍ଟିଆନ ଭାବେ ଜୀବନଯାପନ କରୁଛୁ କି ? ଆଜି ଖ୍ରୀଷ୍ଟିଆନ ହୋଇଥିବା ଆମ୍ଭେମାନେ ଯୀଶୁଙ୍କୁ ନାମରେ କେତେ ଭାଗରେ ବିଭକ୍ତି ହୋଇ ଅଛୁ !ଉତ୍ତମ ବିଷୟରେ ଉତ୍ସାହ ହୋଇ ରହିବା ଯୁକ୍ତିଯୁକ୍ତ ଅଟେ !ମୁ ଏହି ସଂସ୍ଥାର ଅଂଶୀ ଅଟେ ଆପଣ ସେ ସଂସ୍ଥାର ଅଂଶୀ ବୋଲି ବିଭକ୍ତି ଖ୍ରୀଷ୍ଟିଆନ ଲୋକଙ୍କ ଠାରେ ସୃଷ୍ଟି ହୋଇ ବିଶ୍ୱାସ କମି କମି ଯିବା ଦେଖିବାକୁ ପାଉଛୁ !ଏହିପରି ବିଭକ୍ତିରେ ଉତ୍ସାହକୁ ପରିତ୍ୟାଗ କରି, ଖ୍ରୀଷ୍ଟଙ୍କ ନିମନ୍ତେ ଉତ୍ସାହିତ ହୋଇ ବଞ୍ଚିବା !

 

ଲୋକମାନେ ପ୍ରକୃତ ପ୍ରଭୁଙ୍କୁ ନ ଜାଣି ପାରି ମୂର୍ତ୍ତି ଦ୍ଵାରା ନିର୍ମିତ ହୋଇଛନ୍ତି ବୋଲି ପାଉଲ ଅନୁତପ୍ତ ହେଲା ସଦୃଶ୍ୟ ପ୍ରଭୁ ଯୀଶୁଙ୍କୁ ନ ଜାଣିବା ଲୋକଙ୍କ ନିମନ୍ତେ ଆମେ ଅନୁତପ୍ତ ହୋଇ ସେମାନଙ୍କ ନିମନ୍ତେ ଉତ୍ସାହ ଦେଖାଇବା !ଶାରୀରିକ ଉତ୍ସାହକୁ ପରିତ୍ୟାଗ କରିବା ସୁସମାଚାରକୁ ରୋପିତ କରିବା !ପ୍ରଭୁଙ୍କର ରାଜ୍ୟ ନିର୍ମାଣ କରିବାକୁ ବିଶ୍ୱାସରେ ଏକତା ହେବା !ଆମେନ୍ !

- ଶ୍ରୀମତୀ ସିମିକା ମୋଶେଷ 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ବ୍ଲକରେ ତିନି ଶହ ଗିଦିୟନ ଉଠିବା, ତୁମେ ଗୋଟିଏ ଘଣ୍ଟା ପ୍ରାର୍ଥନାକାରୀ ରୂପେ, ସେବକ ଭାବେ ସେମାନେ ସମର୍ପିତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al