By Village Missionary Movement
Thursday, 28-Jan-2021ଆଜିର ବାକ୍ୟ (Oriya) 28-01-2021
ତୁମେ ନ ଥିଲେ
“ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ; ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି; ପୁଣି, ମହାନ୍ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମ୍ଭର ହସ୍ତାଧୀନ ଅଟେ।“ - ପ୍ରଥମ ବଂଶାବଳୀ 29:12
ନିଆଁରେ ଜଳାଇ ଥିବା ଏକ କାଠଗଣ୍ଡି ଆରମ୍ଭରେ ବହୁତ ଉଜ୍ୱଳ ହୋଇ ଜଳେ, ସମୟ ବିତୁଥିଲେ ସେହି ଗରମ କମିଯିବା ବେଳେ ଜଣେ ଆସି ଫୁଙ୍କିଲେ ଆଉ ଥରେ ନିଆଁ ଅଧିକ ହୁଏ !ଆଉ କିଛି ସମୟ ପରେ ନିଆଁ ଲିଭିଯାଇ ପାଉଁଶ ହୋଇଯାଏ !ଏହିଭଳି ଭାବେ ଜଣକର ଆତ୍ମୀୟ ଜୀବନ ଜଳନରେ ଆରମ୍ଭ ହୁଏ, କାଳ ବିତିଯାଉ ଥିଲେ ପ୍ରାର୍ଥନା ନ କରି, ପ୍ରଭୁଙ୍କର ବାକ୍ୟରେ ମନଯୋଗ ନ କରି, ବିଧେୟତା ନ ରହି, ମନ ତ୍ୟାଗ କରି କରିଥିବା ପାପ ଏ ସମସ୍ତ ମିଶି କରିବା ପାପ ଯୋଗୁ ଆତ୍ମୀୟ ଜୀବନକୁ ସୁପ୍ତ କରିବା ପରିସ୍ଥିତିକୁ ଆଣିଦିଏ !ଏହା ହିଁ ବ୍ଲେକ ସେଡ଼ି ଅର୍ଥାତ ପଛକୁ ଫେରିବା !ଏହିଭଳି ପଛକୁ ଫେରିଥିବା ଜଣକ ପାଇଁ ସଦାପ୍ରଭୁ ଜଣକୁ ନିଯୁକ୍ତି କରି ତାଙ୍କର କାର୍ଯ୍ୟାବଳି ଗୁଡିକ ଅସୁବିଧା ନ କରି ସେମାନଙ୍କ ବଦଳରେ ଛୋଟମାନଙ୍କୁ ପରମେଶ୍ୱର ବ୍ୟବହାର କରିଥିବା ଆମେ ବାଇବଲରେ ଦେଖୁଅଛୁ !
ଏଲିୟଙ୍କର ଯାଜକତା ସେବାରେ ଜଳନ ନ ହୋଇ ବିତିଗଲା !ତାହାର ଦୁଇଟି ସନ୍ତାନର ଦୁଷ୍ଟାମୀ ତାଙ୍କୁ ଦେଖା ଗଲା ନାହିଁ !ହାନ୍ନାଙ୍କର ରୋଦନକୁ ଭୁଲ ବୁଝିଲା !ସଦାପ୍ରଭୁ କହୁଥିବା କଥାକୁ ଶୁଣିବା ହୃଦୟ ଏଲିୟଙ୍କ ଠାରେ ନ ଥିବାରୁ, ବାଳକ ସାମୁଏଲଙ୍କ ଠାରେ ସଦାପ୍ରଭୁଙ୍କ ବୋଝ ଭାଗ କରୁଛନ୍ତି !ସଦାପ୍ରଭୁ ଇଶ୍ରାଏଲ ମାନଙ୍କର ପ୍ରଥମ ରାଜା ଭାବରେ ନିଯୁକ୍ତି କରିଥିବା ଶାଉଲ ରାଜା ସଦାପ୍ରଭୁଙ୍କ ଠାରେ ନତ ନ ହେବା ଦ୍ଵାରା ସେହି ସ୍ଥାନକୁ ଯୁବକ ହୋଇଥିବା ଦାଉଦଙ୍କୁ ଆଣୁଛନ୍ତି !ସଦାପ୍ରଭୁ ଦାଉଦଙ୍କୁ ବ୍ୟବହାର କରିବା ଆରମ୍ଭ କରିବା କ୍ଷଣି ଶାଉଲଙ୍କର ଜୀବନ କଷ୍ଟରେ ପୂର୍ଣ୍ଣ ହୋଇଗଲା !
ସଦାପ୍ରଭୁଙ୍କର ସେବା କରୁଥିବା ମୋ ପ୍ରିୟର ବନ୍ଧୁଗଣ, ତୁମର ସ୍ଥାନଟି ଯଦି ତୁମେ ଅଣଦେଖା କରୁଛ, ସେହି ସ୍ଥାନକୁ ଆଉ ଜଣେ ବ୍ୟକ୍ତିକୁ ସଦାପ୍ରଭୁ ନିଯୁକ୍ତି କରିପାରନ୍ତି !ସେମାନେ ତୁମ ଠାରୁ ବୟସରେ ଛୋଟ ହୋଇଥାଇ ପାରନ୍ତି !ସଦାପ୍ରଭୁ ସେମାନଙ୍କୁ ବ୍ୟବହାର କରିପାରିବା ସାମର୍ଥ୍ୟ ଅଟନ୍ତି !ହଁ ସଦାପ୍ରଭୁଙ୍କର ବୋଝ ଯିଏ ବହନ କରେ ନାହିଁ ସେ ଦୁଃଖର ବୋଝ ବହନ କରେ !ଆତ୍ମା ନିମନ୍ତେ ବୋଝ ନ ଥିବା ବ୍ୟକ୍ତି ଶେଷରେ ଆମ ପାଇଁ ଆମେ ହିଁ ବୋଝ ହେବା ପରିସ୍ଥିତି ଆସିଯିବ !ସଦାପ୍ରଭୁ ଆମକୁ ଦେଇ ଥିବା ଦାଇତ୍ୱକୁ ସେବାରେ ଅଣଦେଖା କରିବା ଦ୍ଵାରା ସେହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ସଦାପ୍ରଭୁ ଅନ୍ୟକୁ ନିରୁପଣ କରିବେ !ସଦାପ୍ରଭୁଙ୍କର ରବକୁ ପାଶୋରି ଗଲେ, ଆମେ ଆଉ ଏକ ବଂଚକ ବଂଚିବାର ପରିସ୍ଥିତି ଆସିଯିବ !ତେଣୁ ପାଇ ଥିବା ଅଭିଷେକ, ସେବାକୁ ବିନାଶ ନ କରି ଜଗି ରଖିବା !ଆମେନ !
- ଭାଇ ଆରୁଣ ଆବେଲ
ପ୍ରାର୍ଥନା କରନ୍ତୁ :-ବାଇବଲ କଲେଜରେ ବିଦ୍ୟାର୍ଥୀ ରହିବା ନିମନ୍ତେ ତିଆରି ହେଉ ଥିବା ଛାତ୍ରାବାସ ଶୀଘ୍ର ହେବା ନିମନ୍ତେ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.