Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-05-2022
Share:

By Village Missionary Movement

Tuesday, 17-May-2022

ଆଜିର ବାକ୍ୟ (Oriya) 17-05-2022

 

ସରଳତା 

 

“ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;” - ୧ ତୀମଥି 6:6

 

ଗୋଟିଏ ସୌନ୍ଦର୍ଯ୍ୟଭରା ସନ୍ଧ୍ୟା ସମୟ !ପଦବୀ ଓ ଅବସର ପ୍ରାପ୍ତ ଅଧ୍ୟାପକକୁ ସାକ୍ଷାତ ନିମନ୍ତେ ତାଙ୍କ ସିନିଅର ଛାତ୍ରମାନେ ଆସିଲେ !ସେ ଅଧ୍ୟାପକ ମଧ୍ୟ ସେମାନଙ୍କୁ ସ୍ୱାଗତ କରି ପଚାରୁଥାନ୍ତି କି ଯେ, ତୁମ୍ଭମାନଙ୍କ ଚାକିରୀ ଜୀବନ କେମିତି ଅଛି ? ଆଉ ତାଙ୍କ ସ୍ତ୍ରୀକୁ କହିଲା, ଚା'ଆଣ ଏବଂ ଗୋଟେ ରହସ୍ୟ କହିଁକି ପଠାଇଲା !କଥପତନ ଜାରି ରହିଥାଏ !ବିଦ୍ୟାର୍ଥୀମାନେ କହିଲେ, ଆମେ କେତେ ରୋଜଗାର କଲେ ମଧ୍ୟ ଆମକୁ ଯଥେଷ୍ଟ ନାହିଁ, ଆମ ଜୀବନ ବିରକ୍ତିରେ ବିତାଉଛୁ ଚା' ଆଣିଲା, କିନ୍ତୁ ଚା 'ଟି ରଙ୍ଗବେରଙ୍ଗର କପରେ ଧରିକି ଆଣିଲେ !ବିଦ୍ୟାର୍ଥୀମାନେ ଜଣେ ଜଣେ ଭଲ ଭଲ କପର ଚା'କୁ ନେଲେ !ସାଧାରଣ କପରେ ଥିବା ଚା'ଟି ବଳକା ହୋଇଗଲା !ସେତେବେଳେ ଅଧ୍ୟାପକ କହିଲା, ବିଦ୍ୟାର୍ଥୀମାନେ ତୁମ୍ଭେ ଜଣକୁ ଜଣେ ଅନ୍ୟଠାରୁ ଉତ୍ତମ ଓ ସୁନ୍ଦର କପକୁ ବାଛି ନେଲ !ତୁମ୍ଭେମାନେ ଜାଣିଛ କି, ସବୁ କପର ଚା'ସମାନ ଭାବେ ପ୍ରସ୍ତୁତ କରାଯାଇଛି !ତଦ୍ରୁପ ନୀତିହୀନ ତୁମ ଭାବନା ଓ ଆଶା ତୁମ୍ଭ ଜୀବନକୁ ଅସନ୍ତୋଷ ଜୀବନରେ ବଦଳାଇ, ତୁମକୁ କଲବଳ କରିଲା !ସନ୍ତୋଷଯୁକ୍ତ ଜୀବନ ବଞ୍ଚିବାକୁ ଅଭ୍ୟାସ କରନ୍ତୁ, ଜୀବନ ସୁନ୍ଦର ଥିବ !

 

ଆମେ ପବିତ୍ର ବାଇବଲରେ ଏଷ୍ଟର ପୁସ୍ତକ ପଡ଼ିଥିବା !ମର୍ଦ୍ଧଖୟ ଆପଣା ପିତୃବ୍ୟର କନ୍ୟା ଏଷ୍ଟରଙ୍କୁ ପ୍ରତିପାଳନ କରି, ରାଜ ଭବନର ଏକ ଶତ ସତାଇଶ୍ ପ୍ରଦେଶ ଉପରେ ରାଣୀ ରୂପେ ନିଯୁକ୍ତି କଲା ପରେ ମଧ୍ୟ, ସେକିଏ ପରିଚୟ ନ ଦେଇ, ସେ କରି ଆସୁଥିବା କାର୍ଯ୍ୟକୁ ଜାରି ରଖିଲା !ତାଙ୍କ ସରଳତାକୁ ଏହାଠୁ ଆଉ ଉଦାହରଣ ଆବଶ୍ୟକ ନାହିଁ !ମର୍ଦ୍ଧଖୟର ସରଳତା, ତାଙ୍କଠାରେ ଥିବା ଇଶ୍ୱରପରାୟଣତା, ରାଜାଙ୍କ ପ୍ରାଣ ବଞ୍ଚାଇବାରେ ତାହାର ବଢ଼ିମାକୁ ଜଣାଇବା ମନ, ତାଙ୍କ ପ୍ରଜାଙ୍କ ନିମନ୍ତେ ଦୟାର ହୃଦୟ ଏପରି ତାଙ୍କ ବିନୟ ସ୍ଵଭାଵ ତାଙ୍କୁ ସେହି ଶୂଶନ୍ ରାଜଧାନୀରେ ମହାନ କଲା !

 

ହଁ ମୋର ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ଅସନ୍ତୋଷ ଜୀବନରେ ଅଛ କି, ଜୀବନରେ ବିରକ୍ତି ଅଛି କି, ମନ ବିରକ୍ତି ଅଛି କି, ପ୍ରଭୁଙ୍କୁ ପ୍ରେମ କରିବା ଲୋକଙ୍କୁ ଅର୍ଥାତ ତାଙ୍କ ସଂକଳ୍ପ ଅନୁସାରେ ମନୋନୀତ ଲୋକଙ୍କୁ ଉପକୃତ ନିମନ୍ତେ ସବୁ କିଛି ଏକାଠି ହେଉଛି ବୋଲି ଜାଣିବା !ଆତ୍ମାରେ ଦୀନହୀନ ଧନ୍ୟ ବୋଲି ପବିତ୍ର ବାଇବଲ କହୁଛି !ସେ ଅଳିଆ ଗଦାକୁ ଉପରକୁ ଉଠାନ୍ତି !ତାଙ୍କ ପ୍ରଜାଙ୍କ ପ୍ରଧାନ ମାନଙ୍କ ସହ ଠିଆ କରାଇବା ବ୍ୟକ୍ତି ଆମ ପ୍ରଭୁତ !ମର୍ଦ୍ଧଖୟକୁ ଥିବା ମନ ଆମଠାରେ ଅଛି କି ? ସାଧାରଣ ରାଜଦ୍ଵାରରେ ବସିଥିବା ମର୍ଦ୍ଧଖୟକୁ ବୃଦ୍ଧି କରିଥିବା ପ୍ରଭୁ ନିଚୟ ଆପଣଙ୍କୁ ମଧ୍ୟ ଅତିଉତ୍ତମ ସ୍ଥାନରେ ରଖିବେ !ହାଲେଲୁୟା !

- ଭଉଣୀ. ମାଞ୍ଜୁଳା 

 

ପ୍ରାର୍ଥନାର ଅଂଶ :-

ଆମ ଗେତସମନି କ୍ୟାମ୍ପସରେ ହେଉଥିବା ଚିକିତ୍ସା ଦ୍ଵାରା ଗାଁ ଲୋକମାନେ ଆତ୍ମା ଓ ଶାରୀରିକ ସୁସ୍ଥତା ହୋଇ ପରିତ୍ରାଣ ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel