Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-05-2022 (Kids Special)
Share:

By Village Missionary Movement

Sunday, 15-May-2022

ଆଜିର ବାକ୍ୟ (Oriya) 15-05-2022 (Kids Special)

 

"...କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ ।" - ଗାଲାତୀୟ 6:7

 

ଗୋଟିଏ ଗ୍ରାମରେ ଜଣେ କାଠ ବେପାରୀ କାଠ ଦୋକାନ କରି ବେପାର କରୁଥାଏ !ସେହି ଦୋକାନ ପଡ଼ିଶାରେ ଜଣେ ଲୁହା ଦୋକାନ କଲା !ଏହି ଦୁଇଜଣ ବେପାରୀ ବନ୍ଧୁ ହୋଇ ବେପାର କରୁଥାନ୍ତି !କାଠ ବେପାରୀର ବହୁତ ଲାଭ ହେବା ଯୋଗୁ ଲୁହା ଦୋକାନ ଅକ୍ତିଆର କରିବାକୁ ଆଶା ଲାଗିଲା !ଦିନେ ଲୁହା ବେପାରୀ ତାର ପରିବାର ସହ ବଣଭୋଜି ଯିବାକୁ ଭାବିଲା !ତାର ଦୋକାନକୁ ତାଙ୍କ ବନ୍ଧୁ ହୋଇଥିବା କାଠ ବେପାରୀକୁ ଭଲରେ ଦେଖନ୍ତୁ କହି ସମର୍ପଣ କରି ବଣଭୋଜିକୁ ଗଲା !ସେହି କାଠ ବେପାରୀ ଲୁହା ବେପାରୀ ଆସିବା ଭିତରେ ଲୁହା ଜିନିଷ ସବୁ ବିକି ଦେଇ କିଛି ନ ଜାଣିବା ବ୍ୟକ୍ତି ପରି ଅଛି !ବଣଭୋଜିକୁ ଯାଇଥିବା ଲୁହା ବେପାରୀ ଖୁସିରେ ଘରକୁ ଫେରି ଦେଖିଲା କି ଯେ, ସେଠାରେ ଗୋଟେବି ଜିନିଷ ନାହିଁ, ତାହା ଦେଖି ବହୁତ ଦୁଃଖ ହେଲା !ଦୁଃଖରେ କାଠ ବେପାରୀକୁ ପଚାରିଲା, କିନ୍ତୁ ସେ ଉତ୍ତର କଲା, ତୁମ୍ଭ ଲୁହା ମୂଷା ଖାଇ ଦେଲା !ଦୁଇଜଣକୁ କେଶ ହେଲା !ଏହି କେଶକୁ ରାଜାଙ୍କ ନିକଟକୁ ନେଲେ !ରାଜା କାଠ ବେପାରୀ କହିବା ସଦୃଶ୍ୟ ଅଭିନୟ କଲା !ଏପରି ଦିନ ବିତିଗଲା, କିଛି ମାସ ପରେ, ପୁନର୍ବାର ଲୁହା ବେପାରୀ ତାଙ୍କ ନିଜ ଗାଁକୁ ପର୍ବକୁ ଯିବା ବୋଲି କାଠ ବେପାରୀକୁ ଡାକିଲା !କିନ୍ତୁ ସେ କାଠ ବେପାରୀ ଗଲାନାହିଁ !ତୁମ ପୁଅକୁ ହେଲେ ପଠାଅ କହି ଲୁହା ବେପାରୀ କହିଲା !ସେଥିପାଇଁ କାଠ ବେପାରୀ ରାଜି ହେଲା !ତାର କେବଳ ଜଣେମାତ୍ର ପୁଅକୁ ସେହି ଲୁହା ବେପାରୀଙ୍କ ସହିତ ପର୍ବ ନିମନ୍ତେ ପଠାଇଲା !ସମସ୍ତେ ଖୁସିରେ ଯାଇ ପର୍ବଟି ପାଳନ କଲେ !ପର୍ବ ସମାପ୍ତ ପରେ ପୁନର୍ବାର ଘରକୁ ଫେରିବା ବେଳେ କାଠ ବେପାରୀର ପୁଅ ନ ଆସିବାରୁ ସେ ବେପାରୀ ଭୟରେ ତରବର ହେଲା !କାଠ ବେପାରୀ ଲୁହା ବେପାରୀକୁ ପଚାରିଲା, ମୋ ପୁଅ କେଉଁଠି ? ସେ କହିଲା, ତୁମ ପୁଅକୁ ଚିଲ ନେଇଗଲା !ସଙ୍ଗେ ସଙ୍ଗେ କାଠ ବେପାରୀ କହିଲା, ଦଶ ବର୍ଷ ବୟସର ମୋ ପୁଅକୁ ଚିଲ କେମିତି ନେଇ ପାରିବ କହି କାନ୍ଦିଲା !ଆଉ କେଶଟି ସେହି ରାଜାଙ୍କ ନିକଟକୁ ଗଲା !ସେ ରାଜା କହିଲା, ଯଦି ଲୁହା ମୂଷା ଖାଇ ପାରେ, ତେବେ ପୁଅକୁ ଚିଲ ନେଇ ପାରେତ ବୋଲି ନ୍ୟାୟ ବିଚାର କଲା !କାଠ ବେପାରୀ କାନ୍ଦି କାନ୍ଦି ତାର ଭୁଲକୁ ଜାଣି ରାଜାଙ୍କ ପାଦ ତଳେ ପଡି କହିଲା, ମୁଁ ଭୁଲ କରିଛି, ଦୟା କରି ମୋତେ କ୍ଷମା କରନ୍ତୁ କହି, ସେ ଲୁହା ବିକ୍ରୟ କରିଥିବା ଟଙ୍କାକୁ ରାଜାଙ୍କ ଠାରେ ପଇଠ କଲା !

 

ପ୍ରିୟ ଭାଇ ଓ ଭଉଣୀ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ଯାହା କରିବ, ତାହା ହିଁ ତୁମ ଜୀବନରେ ପୁନର୍ବାର ହୁଏ, ଏହାକୁ ଭୁଲନ୍ତୁ ନାହିଁ !ସଦାବେଳେ ଅନ୍ୟମାନଙ୍କୁ ଉପକାର କରିବାକୁ ଅଭ୍ୟାସ କର !ଓକେତ !ଠିକ ଅଛି ପିଲାମାନେ, ଆମେ ଜାଣିବାକୁ ପାଇଲୁ କି ଯେ, ଅନ୍ୟକୁ ଆମେ ଯାହା କରିବା ତାହାହିଁ ଆମକୁ ହେବ !

- ଶ୍ରୀମତୀ ଆନିତା ଆଲାଗାର ସାମି

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet jojobet casibom casibom giriş jojobet giriş jojobet marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel