Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-05-2022
Share:

By Village Missionary Movement

Friday, 13-May-2022

ଆଜିର ବାକ୍ୟ (Oriya) 14-05-2022

 

ଦୟା 

 

“ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ ।“ - ମାଥିଉ 5:7

 

ୱେଷ୍ଟମିକ୍ସ ରାଷ୍ଟ୍ରର ପନ୍ଦର ବର୍ଷ ବୟସର ଜଣେ ଛୋଟ ବାଳକ କେନସର ରୋଗରେ ପୀଡିତ ଥିଲା !କିମୋଥେରାପି ନାମକ ଚିକିତ୍ସା ଦ୍ଵାରା ସେହି ବାଳକକୁ ଅସହ୍ୟ ବତା ହେଲା !କାହିଁକିନା ମୁଣ୍ଡରେ ଥିବା ସମସ୍ତ ଚୁଟି ଝଡି ଗଲା !ରୋଗର ଆରୋଗ୍ୟ କଣ ଜାଣି ନ ପାରିବା ଅବସ୍ଥାରେ ଛନ୍ଦା ମୁଣ୍ଡରେ ବିଦ୍ୟାଳୟକୁ ଗଲା !ଲାଜ ଲାଗିବ ବୋଲି ଟିକେ ପଛଘୁଞ୍ଚା ଦେଲା !କିନ୍ତୁ ବିଦ୍ୟାଳୟକୁ ଯିବା ପ୍ରଥମ ଦିନରେ ହିଁ ତାଙ୍କ ପାଇଁ ଆଚର୍ଯ୍ୟ ଅପେକ୍ଷାରେ ଅଛି !ତାଙ୍କ ଶ୍ରେଣୀ ଛାତ୍ରମାନେ ଅନେକ ଲଣ୍ଡା ହୋଇ ଆସିଛନ୍ତି !ସେହି ବାଳକକୁ ପ୍ରେମ କରିଥିବା ସେହି ଛୋଟ ପିଲାମାନେ, ନୂତନ ଭାବେ ଦୟା ସେହି ବାଳକଙ୍କ ପ୍ରତି ଦେଖାଇଲେ !ସାଙ୍ଗସାଥୀମାନଙ୍କ ଏହି କାର୍ଯ୍ୟଟି ସେହି ବାଳକର ଦୁଃଖ ଦୂରେଇ ଦେଲା !

 

ପବିତ୍ର ବାଇବଲରେ ଫାରୋର କନ୍ୟା ନଦୀରେ ଗାଧୋଇବାକୁ ଆସିଲା !ସ୍ନାନକୁ ଆସିଥିବା ସେ ଗୋଟିଏ ନଳବନରେ ଗୋଟିଏ ପେଡ଼ି ଦେଖି, ତାହା ଆଣିବାକୁ ଆପଣା ଦାସୀକୁ ପଠାଇ ସେ ପେଡି ଆଣିବାକୁ କହିଲା।ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକଟି କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, “ଏଇଟି ଜଣେ ଏବ୍ରୀୟ ବାଳକ।”(ଯାତ୍ରା ପୁସ୍ତକ :-2:6) ବାକ୍ୟରେ ଆମେ ଦେଖି ପାରିବା !ଫାରୋର କନ୍ୟା ସେହି ବାଳକଙ୍କ ପ୍ରତି ଦୟା ଦେଖାଇଲା !ସେହି ବାଳକ ସେ ଦିନ ଉଦ୍ଧାର ହେଲା !ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ ତାଙ୍କ ପର୍ବତ ଉପର ପ୍ରସଙ୍ଗରେ ଦୟା ବିଷୟରେ କଥା ହେଲେ !ଆମ ପରମେଶ୍ୱର ଦୟାଳୁ ପରମେଶ୍ୱର !ସେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦୟାଳୁ ହୋଇ ଅଛନ୍ତି !

 

ପ୍ରିୟ ବନ୍ଧୁଗଣ, ଆମ୍ଭମାନଙ୍କ ଜୀବନରେ ଗ୍ରହଣ କରିବା ସ୍ଵଭାଵ ନ ରହିଥାଇ ପାରେ, କିନ୍ତୁ ଦୟା ନ ରହି ରହିବା ଉଚିତ ନୁହେଁ !ପାପରେ, ଅଭିଶାପରେ ଜୀବନଯାପନ କରୁଥିବା ଆମ୍ଭ ପ୍ରତି ଯୀଶୁଖ୍ରୀଷ୍ଟ ଦୟା ଦେଖାଇ ଅନୁଗ୍ରହ କରୁଛନ୍ତି !ଆମ୍ଭେମାନେ ବାସ କରୁଥିବା ସ୍ଥାନରେ ଅଥବା ସାହି ଗୁଡିକରେ ବସବାସ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଆମ୍ଭେ ଦୟା ଦେଖାଉଛୁ କି ? ସେମାନେ ଆମ୍ଭ ଦୟା ନିମିତ୍ତ ଅନୁଗ୍ରହର ଇଶ୍ୱରଙ୍କୁ ଜାଣି ପାରୁଛନ୍ତି କି ? 

- ଶାକ୍ତି ଶାଙ୍କାର ରାଜ 

 

ପ୍ରାର୍ଥନାର ଅଂଶ :-

ଦୂରଦର୍ଶ ମାଧ୍ୟମରେ ପ୍ରସାରଣ ହେଉଥିବା ଆମ କାର୍ଯ୍ୟକ୍ରମ ଦ୍ଵାରା ଅନେକ ଖ୍ରୀଷ୍ଟଙ୍କ ନିମନ୍ତେ ଉଚ୍ଚାହିତରେ ରହିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al