Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-05-2022
Share:

By Village Missionary Movement

Monday, 09-May-2022

ଆଜିର ବାକ୍ୟ (Oriya) 09-05-2022

 

ଯୌବନ ଯୁବତୀର ନିର୍ଣ୍ଣୟ 

 

“ଅନେକ କନ୍ୟା ଗୁଣ ଦେଖାଇ ଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ।“ - ହିତୋପଦେଶ 31:29

 

ଡାକ୍ତର ଲିଲ୍ଲୀୟାନ ଷ୍ଟାଲନି ନିର୍ଣ୍ଣୟ କରିଥିବା କିଛି ନିର୍ଣ୍ଣୟ ଏବେ ଆମେ ଜାଣିବା !

 

(1). ଯୌବନର ଇଚ୍ଛା ଠାରୁ ଦୂରେଇ ଯିବାକୁ ନିର୍ଣ୍ଣୟ କରୁଛୁ !ମୋ ଆଲୋଚନା ସବୁ ପବିତ୍ରତାରେ ସୁରକ୍ଷା କରିବାକୁ ଯିଦିଆରେ ଠିଆ ହେବି !ମୋ ଶରୀରକୁ ପବିତ୍ରତାରେ ରଖିବି !ଅନାବଶ୍ୟକକୁ ଛୁଇବାକୁ ନିବାରଣ କରିବି !

 

(2). ଭାବାବେଗ ସୃଷ୍ଟି କରୁଥିବା ସିନିମା ଗୁଡିକ, କାହାଣୀ ଗୁଡିକ, ପ୍ରସଙ୍ଗ ଗୁଡିକ, କଥା ଗୁଡିକ, କ୍ରୀଡାର ଯୁକ୍ତିତର୍କ ଗୁଡିକ, ଭାବନା ଗୁଡିକୁ ନିବାରଣ କରିବାକୁ ନିର୍ଣ୍ଣୟ କରୁଛି ! ପାପ ମଧ୍ୟକୁ ମୋତେ କଢାଇ ନେବା ବ୍ୟକ୍ତିମାନଙ୍କୁ, ସ୍ଥାନଗୁଡିକୁ ନିବାରଣ କରିବି !

 

(3). ମୋର ପୁରୁଣା ପାପ ବିଷୟରେ ସଇତାନ ମୋତେ ହଇରାଣ କରିବାକୁ ସ୍ଥାନ ନ ଦେଇ, ବିତିଗଲା ଦିନମାନଙ୍କ କାର୍ଯ୍ୟକୁ ପୋତି ଦେବାକୁ ନିର୍ଣ୍ଣୟ କରିବି !ମୋ ପାପକୁ ଅନୁଧ୍ୟାନ କରି ଦେଖିଲେ, ମୋତେ ପକାଇ ଦେବାକୁ ଦେଖୁଥିବା ସମୟରେ, ସେପରି ପରିସ୍ଥିତି ନ ଆସିବା ପରି ଚାଲିବି !

 

(4). ଯେକୌଣସି ମଣିଷକୁ ସନ୍ଧାନ ନ କରି ରହିବାକୁ ନିର୍ଣ୍ଣୟ କରିବି !ଉତ୍ତମ ପୋଷାକ ପରିଧାନ କରି, ମୋ ଚାଲିଚାଳନରେ ବହୁତ ଜାଗ୍ରତରେ ରହିବି !ଯେକୌଣସି ବ୍ୟକ୍ତିକୁ ମୋ ପ୍ରତି ଆକୃଷ୍ଟ ହେଲା ପରି ଭାବନା କଲେ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି, ତାଙ୍କ ଠାରୁ ଅପସାରିତ ହୋଇ, ତାଙ୍କୁ ସାହାଯ୍ୟ କରିବି ! ସେଥିପାଇଁ ତାଙ୍କ ମନ ଇଚ୍ଛା କଲେବି ତାହାକୁ ଧରାଛୁଆଁ ଦେବି ନାହିଁ !

 

(5). ଶିଖିବାରେ ବିଶ୍ୱସ୍ତ ଥିବା ଲୋକଙ୍କୁ ନମୁନା ହୋଇ ରହିବାକୁ ନିର୍ଣ୍ଣୟ କରୁଛି !ମୋତେ ପାପ ବୋଲି ଭାବନା ନ ଆସିଲେ ମଧ୍ୟ, ସେମାନଙ୍କୁ ବାଧା ଦେବା ଯାହାବି ତ୍ୟାଗ କରିବି !ସଦାପ୍ରଭୁଙ୍କର ଠାରୁ, ମନୁଷ୍ୟମାନଙ୍କ ଠାରୁ ଉତ୍ତମ ସାକ୍ଷୀ ପାଇବି !ଅନ୍ୟମାନେ ଗର୍ଜନ କଲାବେଳେ ତାହାକୁ ମୁଁ ସ୍ୱୀକାର କରିବି !

 

(6). ସଦାପ୍ରଭୁଙ୍କର ସେବକମାନଙ୍କୁ, ପ୍ରଭୁଙ୍କର ଦୂତମାନେ ବୋଲି ଭାବନା ନ କରି ପଡିଯାଇ ଥିବା ମଣିଷ ବୋଲି ନିର୍ଣ୍ଣୟ କରିବି !ସେବକମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟିକୁ ନିରାକରଣ କରିବି !ପତ୍ରିକା ଲେଖିବା ବେଳେ ମଧ୍ୟ ତାହା ପ୍ରତ୍ୟେକ ଭାବେ ସଂକ୍ଷିପ୍ତ ହୋଇଥିବ !

 

(7). ପବିତ୍ରତା ହିଁ ମୋ ଜୀବନରେ ରହିବାକୁ ନିର୍ଣ୍ଣୟ କରିଛି !

 

(8). ଅନେକ କନ୍ୟା ପ୍ରତିବ୍ରତ ଅନୁସରଣ କରି ଅଛନ୍ତି, ମାତ୍ର ମୁଁ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ ହୋଇ ରହିବାକୁ ନିର୍ଣ୍ଣୟ କରିଛି !

 

- ଡାକ୍ତର ଲିଲ୍ଲୀୟାନ ଷ୍ଟାଲିନ ନିର୍ଣ୍ଣୟ କରି ଲେଖିଥିବା ପୁସ୍ତକରୁ ସଂକଳନ କରାଗଲା !

 

ପ୍ରାର୍ଥନାର ଅଂଶ :-

ଗୋଟିଏ ଗ୍ରାମରେ ଭି. ବି. ଏସ ପରିଚାଳନା କରିବାକୁ ପାଞ୍ଚ ହଜାର ଟଙ୍କା ଆବଶ୍ୟକ ହୁଏ, ଏହି ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al