By Village Missionary Movement
Saturday, 07-May-2022ଆଜିର ବାକ୍ୟ (Oriya) 07-05-2022
ଦୁଷ୍ଟାମୀ
“ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ;” - ଏଫିସୀୟ 4:31
ଦୁଷ୍ଟାମୀର ଇଂରାଜୀ ଅର୍ଥ ମାଲିସ !ଏହାର ଅର୍ଥ ମନ୍ଦ ଉଦ୍ଦେଶ୍ୟ ଅବା ଅନ୍ୟମାନଙ୍କୁ କ୍ଷତି କରିବାର ଆଶା ବୋଲି କହିପାରିବା !ଅର୍ଥାତ ଆମେ ହିଂସା କରୁଥିବା ବ୍ୟକ୍ତିକୁ ଯେକୌଣସି ପ୍ରକାରରେ ଆକ୍ରମଣ କରିବା !ତାଙ୍କୁ ନମସ୍କାର ନ ଜଣାଇବା ମର୍ଦକାଇଙ୍କୁ ଏବଂ ଯିହୂଦୀମାନଙ୍କୁ ପୂରାପୁରି ନିର୍ମୁଳ କରିବାକୁ ନାମାନ କରିଥିବା ଯୋଜନା !ଭୁଲ କରି ନ ଥିବା ନାବତଙ୍କୁ ହେଜିବଲ ମିଛ ସାକ୍ଷୀ କୁହାଇ ହତ୍ୟା କରାଇବା !ସାହାଯ୍ୟ ମାଗିବାକୁ ଆସିଥିବା ଦାଉଦଙ୍କ ଦାସମାନଙ୍କୁ ନାଵଲ ଅପମାନ କରି ପଠାଇବା !ଏହି ସମସ୍ତ ଦୁଷ୍ଟାମୀର ବ୍ୟକ୍ତିକରଣ ଅଟେ !
ଯଦି ଏମାନେ ସମସ୍ତେ ଅତିଜ୍ଞାନୀରେ ଅଛୁ ବୋଲି ଭାବନା କରନ୍ତି, ତେବେ ଏପରି ଜ୍ଞାନ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଶାରୀରିକ ଓ ଭୌତିକ ଅଟେ ! (ଯାକୁବ :-3:15)ରେ ପଡୁଛୁ !ଜଣକ ମନକୁ ବାଧା କରିବା, ତାଙ୍କୁ ଅପମାନିତ କରିବା, ଏପରି ଯାହା କଲେବି ତାହା ଦୁଷ୍ଟାମୀ ଅଟେ !ବିନା ଠିକଣାରେ ଲେଖିବା ପତ୍ରିକା, ମିଛି ମିଛିକା କହିବା, ଆଢୁଆଳରେ କଥା ହେବା, ପଡୋଶୀଙ୍କ ଠାରେ ଥିବା ନିନ୍ଦାକୁ ଅନ୍ୟ ଠାରେ ପ୍ରକାଶିତ କରିବା, ଆମେ ହିଂସା କରୁଥିବା ବ୍ୟକ୍ତିମାନଙ୍କ ଉତ୍ତମ ସ୍ଵଭାଵକୁ ଏବଂ ସତକ୍ରିୟାକୁ ପ୍ରଚାର ନ କରିବା, ସେମାନେ କରିଥିବା କାର୍ଯ୍ୟଗୁଡିକରେ ମନ୍ଦ ଖୋଜିବା, ଏ ସବୁକିଛି ଦୁଷ୍ଟାମୀରେ ପରିପୂର୍ଣ୍ଣ ଅଟେ !ଅଜ୍ଞାନର ସଂକଳ୍ପ ପାପଯୁକ୍ତ;...। (ହିତୋପଦେଶ:-24:9) ରେ ଆମେ ପଡୁଛୁ ଯିଫିଏଲ ତାକୁ ରାଜା ଶାଉଲ ପ୍ରଶଂସା କରିବା ଉଚିତ କହି ଅରଣ୍ୟର ପର୍ବତ ସ୍ଥାନରେ ଲୁଚିକି ରହିଥିବା ଦାଉଦଙ୍କୁ ନେଇ ସମର୍ପଣ କଲା ସଦୃଶ୍ୟ, ଉର୍ନତ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ, ଆମକୁ ପ୍ରଶଂସା କରିବା ଉଚିତ କହି ଅନ୍ୟାୟ କରିବା ମଧ୍ୟ ଦୁଷ୍ଟାମୀ ଅଟେ !ଯୋଶେଫ ଧାର୍ମିକ ହୋଇଥିବା ଯୋଗୁ ମେରୀଙ୍କୁ ଅପମାନିତ ନ କରି ରହସ୍ୟରେ ପରିତ୍ୟାଗ କରିବି ବୋଲି ପବିତ୍ର ବାଇବଲ କହୁଛି !
ହଁ ଧାର୍ମିକମାନେ ଦୁଷ୍ଟାମୀକୁ ସ୍ଥାନ ଦିଅନ୍ତି ନାହିଁ !ତୁମ୍ଭେମାନେ ସ୍ୱାଧୀନ ହେଲେ ହେଁ ତୁମ୍ଭମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପେ ବ୍ୟବହାର ନ କରି ବରଂ ଈଶ୍ୱରଙ୍କ ଦାସ ହୋଇ ସତ୍କର୍ମ କର ବୋଲି (ପ୍ରଥମ ପିତର :-216ରେ ଲେଖା ଯାଇଛି !ଆଜ୍ଞାଧିନ ହେବା କି ?
- ଶ୍ରୀମତୀ ଗୀତା ରିଚାର୍ଡ
ପ୍ରାର୍ଥନାର ଅଂଶ :-
ଗ୍ରାମଗୁଡିକରେ ଭି. ଭି. ଏସକୁ ସିଦ୍ଧ ହେବାକୁ ଆମ ୟୁଟୁବ ଚେନାଲରେ ପ୍ରସାରଣ କରୁଥିବା କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମ ଗୁଡିକରେ ଛୋଟ ପିଲାଙ୍କ ସେବା କରିବା ନିମନ୍ତେ ଅନେକ ଆଗକୁ ଆସିବା ପାଇଁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.