Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-01-2021
Share:

By Village Missionary Movement

Tuesday, 26-Jan-2021

ଆଜିର ବାକ୍ୟ (Oriya) 26-01-2021

ମୋ ଦେଶ 

“ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି ।“ - ୧ ତୀମଥି 2:2

ଆମେରିକା ଦେଶର ବିଖ୍ୟାତ ଡାକ୍ତର ଯାନସ କ୍ୟାଡ଼ର ଦିନେ ରାତିରେ ଜଣେ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ତାଙ୍କ ଘର  ନିକଟକୁ ଗଲେ !ସେତେବେଳେ ତାଙ୍କ ଘରର ମେଜ ଉପରେ ଥିବା ଏକ ଛୋଟ ବହିଟି ପଢିବାକୁ ଆରମ୍ଭ କଲା !ଷାଠିଏ କୋଟି ପ୍ରଜାଙ୍କର ସୁନିନାଦ ଶୀର୍ଷରେ ଉଲ୍ଲଶୀତ ବିଷୟରେ ଭାରତର କିଛି ଲକ୍ଷ ଲକ୍ଷ ପ୍ରଜା ସାଧାରଣଭାବେ ଅତିଆବଶ୍ୟକ ଜିନିଷ ନ ପାଇ  ପ୍ରତି ଦିନ ମୃତ୍ୟୁବରଣ କରିଛନ୍ତି ବୋଲି ସମ୍ବାଦ ସେଠାରେ ଲେଖା ଥିଲା !ଏପରି ପ୍ରଜାଙ୍କ ନିକଟକୁ କିଏ ଯିବ,ଏପରି ସ୍ୱର  ଯାନସ କ୍ୟାଡ଼ରର ହୃଦୟକୁ  ଥରି ଉଠିଲା !ସଦାପ୍ରଭୁ ତାଂକୁ ଡାକୁଛି କହି ସେଥିପାଇଁ ସେ ଭାରତ ଯିବାକୁ ଚେଷ୍ଟା କରିବାକୁ ଲାଗିଲା !ସେତେବେଳେ ତାଙ୍କର ବାପା କହିଲେ, ତୁମେ ଯଦି ଭାରତକୁ ଯିବ ତେବେ ତୁମେ ମୋର ପୁତ୍ର ଆଉ ହୋଇ ପାରିବ ନାହିଁ ଓ ମୋର ସମ୍ପତିର କିଛି ବି ଭାଗ ତୁମକୁ ଦେବି ନାହଁ !ମାତ୍ର ଯାନସ କ୍ୟାଡ଼ର ଏହାକୁ ଧ୍ୟାନ ନ କରି  ତାର ସ୍ତ୍ରୀ ହେରିଏଟ ତାର ଦୁଇ ବର୍ଷର ଛୁଆକୁ ଧରି ଭାରତ ଦେଶକୁ ଆସିଲେ !କିଛି ଦିନ ପରେ ତାଙ୍କର ଦୁଇ ବର୍ଷର ଶିଶୁ ମୃତ୍ୟୁବରଣ କଲା !ତାପରେ ଜନ୍ନ ନେଇ ଥିବା ଆଉ ଦୁଇଟି ସନ୍ତାନ ମଧ୍ୟ ମରିଗଲେ !ହେଲେ ମଧ୍ୟ ସେ ବୋଝ ହୋଇ ଭାରତ ଦେଶରେ ସ୍ୱାସ୍ଥ୍ୟ ସେବା କରି ଆସିଲେ !ଯାନସ କ୍ୟାଡ଼ରକୁ ସାତ ଜଣ ପୁଅ ଓ ଦୁଇ ଜଣ ଝିଅ ଜନ୍ମ ହେଲେ !ସାତ ଜଣେ ପୁଅକୁ ଠିକ ସମୟରେ ଆମେରିକା ପଠାଇ ଡାକ୍ତର ପାଠ ପଢାଇଲେ !କୋର୍ସ ସରିଲା କ୍ଷଣି ତାଙ୍କୁ ଭାରତ ଦେଶକୁ ଆଣି ଭାରତ ଦେଶର ଅନେକ ପ୍ରାନ୍ତକୁ ପଠେଇ ସ୍ୱାସ୍ଥ୍ୟ ସେବାର ସେବା କରାଇଲେ !ଷଷ୍ଠତମ ସନ୍ତାନ ଭାବେ ଜନ୍ମ ନେଇ ଥିବା ପୁତ୍ର ହିଁ ୱେଲୁର ସି. ଏମ.ସି. ଡାକ୍ତରଖାନା ସ୍ଥାପନ କରିଥିବା ୱେଡ଼ସ କ୍ୟାଡ଼ର ଅଟଇ !ଯୋନସ କ୍ୟାଡ଼ର ହିଁ ଆମେରିକାର ପ୍ରଥମ ସ୍ୱାସ୍ଥ୍ୟ ସେବକ ଅଟନ୍ତି !

ମୋଶା ଅରଣ୍ୟରେ ମେଷ ଜଗୁଥିବା ବେଳେ ବୁଦା ମଧ୍ୟରେ ଅଗ୍ନିରେ ଜଳୁଥିବା  ଅଗ୍ନିଶିଖାରୁ ସଦାପ୍ରଭୁ କହିଲେ, ଆପଣା ଲୋକମାନଙ୍କର ମିଶ୍ରୀୟ ମାନଙ୍କର ଦାସତ୍ଵରୁ ଉଦ୍ଧାର କରି ଆଣିବା ପାଇଁ ମୁଁ ତୁମକୁ ନିଯୁକ୍ତି ଦେଲି,  କହିବାରୁ ମୋଶା ଗ୍ରହଣ କଲେ ନାହିଁ ! ସଦାପ୍ରଭୁଙ୍କ ସହିତ ବହୁତ ସମୟ କଥପତନ କଲା ପରେ ଗ୍ରହଣ କଲେ !

ହେ ଯୁବକ ଯୁବତୀ ଆଜି ତୁମର ଚାରିପଟେ ଘଟୁଥିବା ଘଟଣା ଦେଖିବା ବେଳେ ଶାସନ ଭାର ଭଲ ନାହିଁ, ଶାସକଗଣ ଭଲ ନାହାନ୍ତି, କହୁଛ କି ? ମୋର ଦେଶ, ମୋର ପ୍ରଜା ବୋଲି  ଆଲୋଚନା କାହିଁକି ତୁମକୁ  ଆସିଲା ନାହିଁ ? ଆମେରିକାରେ ଜନ୍ମ ନେଇଥିବା ଯାନସ କ୍ୟାଡ଼ରଙ୍କୁ ବୋଝ ଅଛି ମାତ୍ର ଆମକୁ କାହିଁକି ବୋଝ ନାହିଁ ? ତୁମେ ତୁମର ଦେଶକୁ ପ୍ରେମ କରୁଛ କି ? ଦେଶ ନିମନ୍ତେ ତୁମେ କଣ କରିଛ, ଆଲୋଚନା କରି ଦେଖନ୍ତୁ !ଅନ୍ତତ  ଦେଶ ନିମନ୍ତେ ସମୟ ବାହାର କରି ପ୍ରାର୍ଥନା କରୁଛ କି? ପ୍ରାର୍ଥନା ହିଁ ଆମ ଦେଶକୁ  ପରିବର୍ତ୍ତନ ଆଣେ !
-    ଶ୍ରୀମତୀ ଆଣବି ଜ୍ୟୋତି ଷ୍ଟାଲିନ

ପ୍ରାର୍ଥନା କରନ୍ତୁ :-ଢ଼େଏ କେର କେନ୍ଦ୍ର ଦ୍ଵାରା ପିଲାମାନଙ୍କୁ ଦାୟିତ୍ୱ ନେଉ ଥିବା ପରିବାର ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al