By Village Missionary Movement
Saturday, 30-Apr-2022ଆଜିର ବାକ୍ୟ (Oriya) 30-04-2022
ବୟସ ବାଧା ନୁହେଁ
“ଅତଏବ, ଆମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇ ଏହି ସେବକପଦ ପାଇବାରୁ ସାହସବିହୀନ ନୋହୁଁ” - ଦ୍ୱିତୀୟ କରନ୍ତିୟ ପତ୍ର 4:1
ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର, ଏହା ଆମ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଆଜ୍ଞା ଅଟେ !ପ୍ରଭୁଙ୍କର ଆଜ୍ଞାବହ ହୋଇ ସୁସମାଚାର ପ୍ରଚାର କରି ଜୀବନଯାପନ କରିଥିବା ପ୍ରଭୁଙ୍କର ସେବକମାନଙ୍କୁ ଆମେ ଜାଣିଛୁ !ସେମାନଙ୍କ ମଧ୍ୟରେ ଜର୍ଜ ମୁଲ୍ଳେର ଜଣେ !ବାର୍ଦ୍ଧକ୍ୟକୁ ସ୍ଥାନ ନ ଦେଇ ତାର ତେୟାନବେ(93)ବର୍ଷ ବୟସ ପର୍ଯ୍ୟନ୍ତ ପ୍ରଭୁଙ୍କର ସେବା କରିଥିଲେ ଜର୍ଜ ମୁଲ୍ଳେର !ନବେ ବର୍ଷ ବୟସରେ ତାହାଙ୍କୁ ଦେଖାଚାହା କରୁଥିବା ଡାକ୍ତର କହିଲେ, ଏଥର ଆପଣ ସପ୍ତାହରେ ଥରେ ମାତ୍ର ପ୍ରସଙ୍ଗ କରିବା ଉଚିତ !କିନ୍ତୁ ଜର୍ଜ ମୁଲ୍ଳେର ମାତ୍ର 68ବର୍ଷ ଏବଂ ତିନି ମାସ ନିର୍ମଳ ବାକ୍ୟ ଦ୍ଵାରା ପରିତ୍ରାଣ ବିଷୟରେ ଭୋକିଲା ଅଛି !ପ୍ରାୟ 4200 ଥର ପବିତ୍ର ବାଇବଲ ପଡିଥିବି !ମୋର ପ୍ରଭୁଙ୍କର ସ୍ତୁତି କରିବାରେ, ପ୍ରଶଂସା କରିବାରେ ମୋତେ କ୍ଲାନ୍ତ କିପରି ହେବ, ମୋ ପ୍ରଭୁଙ୍କ ବିଷୟରେ କଥା ନ ହୋଇ ମୁଁ କିପରି ରହିପାରିବି କହିଲେ !ଏହି ବିଷୟରେ ତାଙ୍କ ବିଶ୍ୱାସୀମାନଙ୍କୁ ଏକ ପତ୍ରିକା ମାଧ୍ୟମରେ ଲେଖିଲା !ଜର୍ଜ ମୁଲ୍ଳେର ପବିତ୍ର ବାଇବଲକୁ ଏକଶହ ଥର ଆଣ୍ଠୁ ମାଡି ପଡିଛନ୍ତି ବୋଲି ଜଣାଇ ଦିଆଗଲା !
ପବିତ୍ର ବାଇବଲ ଅନୁଯାୟୀ ଜୀବନଯାପନ କରିଥିବା, ତାହାଙ୍କ ପ୍ରାର୍ଥନାର ଜୀବନ, କ୍ଲାନ୍ତ ବିହୀନ ପରିଶ୍ରମ, ଅଳସୁଆ ବିହୀନ ଜୀବନ, ବାକ୍ୟରେ ପରିପୂର୍ଣ୍ଣ ପ୍ରସଙ୍ଗ, ଅନେକଙ୍କ ଜୀବନରେ ଶୋଷ ସୃଷ୍ଟି କଲା !ପ୍ରଭୁଙ୍କର ବାକ୍ୟରେ ଖୁସି ହୋଇ, ପ୍ରେମ କରି, ଧ୍ୟାନ କରି, ଶ୍ଵାସ ନେଇ 93 ବର୍ଷ ବୟସ ପର୍ଯ୍ୟନ୍ତ ଜୀବନଯାପନ କରି ଦେଖାଇ ଥିବା ବ୍ୟକ୍ତି ଜର୍ଜ ମୁଲ୍ଳେରଙ୍କ ନିମନ୍ତେ କୃତଜ୍ଞତା ଜଣାଇବା !
ପବିତ୍ର ବାଇବଲରେ ପ୍ରଭୁଙ୍କର ନିମନ୍ତେ ବୃଦ୍ଧା ହେବା ପର୍ଯ୍ୟନ୍ତ ଜୀବନଯାପନ କରିଥିବା, ପ୍ରଭୁଙ୍କର ସେବକମାନେ ଅନେକ ଅଟନ୍ତି !ଅବ୍ରାହମ, ମୋଶା, ଯୀଶୁଖ୍ରୀଷ୍ଟଙ୍କୁ କୋଳେଇ ଥିବା ସିମିୟୋନ, ହାନ୍ନା ଆଉ ଅନେକ ଅଛନ୍ତି !ଏମାନେ ବୟସ ଏକ କାରଣ ବୋଲି ଭାବନା କରି, ପ୍ରଭୁଙ୍କର ସେବା ନ କରି ରହିଯାଇ ନାହାନ୍ତି !ଯଦି ଆପଣ ମୋତେ ବୟସ ହୋଇଯାଇଛି, ଦୁର୍ବଳ ଅଛି, ମୁଁ ଆଗପରି କୌଣସି କାର୍ଯ୍ୟ କରି ପାରୁନାହିଁ ବୋଲି ଚିନ୍ତା କରୁଛ କି ? କ୍ଲାନ୍ତ ହୋଇଥିବା ବ୍ୟକ୍ତିକୁ ସବଳ କରି, ଦୁର୍ବଳକୁ ଶକ୍ତି ଦେବା ପ୍ରଭୁ ଆପଣଙ୍କ ସହ ଅଛନ୍ତି !ସେବା କରିବାକୁ, ପବିତ୍ରବାଇବଲ ପଡ଼ିବାକୁ, ବୟସ ବାଧା ଦିଏ ନାହିଁ !ପ୍ରଭୁଙ୍କର ନିମନ୍ତେ ଆମ୍ଭେ ମଧ୍ୟ କ୍ଲାନ୍ତ ନ ହୋଇ କାର୍ଯ୍ୟ କରିବା, ପ୍ରଭୁଙ୍କର କୃପା ଆମକୁ ଆଦର କରୁ !
- ଶ୍ରୀମତୀ ସାରୋଜା ମୋହନ ଦାସ
ପ୍ରାର୍ଥନାର ଅଂଶ :-
ଗ୍ରାମଗୁଡିକୁ ଆଦର କରିବା ବ୍ୟକ୍ତି ନିମନ୍ତେ, ଏହା ଦ୍ଵାରା ଗ୍ରାମଗୁଡିକରେ ଉଜ୍ଜିବ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.