Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-04-2022
Share:

By Village Missionary Movement

Saturday, 23-Apr-2022

ଆଜିର ବାକ୍ୟ (Oriya) 23-04-2022

 

ମୋର ସମୟ ନାହିଁ

 

"...ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ ?" - ମାଥିଉ 26:40

 

ଦିନେ ସ୍ତ୍ରୀ ଓ ପୁରୁଷ ଦୁଇ ଜନ କଥା ହେଉଥାନ୍ତି !ସେତେବେଳେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ସହ କହିଲା, ତୁମେ ସବୁବେଳେ ବ୍ୟସ୍ତ ରହୁଛ !ମୋ ସହ କଥା ହେଉ ନାହଁ !ସମୟ ବିତାଉ ନାହଁ !ଅଫିସରେ ରହୁଛ ନାହିଁତ ଘରକୁ ଆସିବା ପରେ ଫୋନ ଅବା ଲେପଟପରେ ଦ୍ଵାରା ତୁମ ଅଫିସ କାମ କରୁଛ !ମୋର କଣ ଆବଶ୍ୟକ, ମୁଁ କଣ ଚାହୁଁଚି, ମୁଁ କେମିତି ଅଛି ବୋଲି କିଛିବି ମୋ ପାଇଁ ଆଲୋଚନା ନ କରି, କେବଳ ତୁମ ଆବଶ୍ୟକ ହିଁ ଗୋଟିଏ ଅବା ଦୁଇଟି କଥା କହି ଚାଲି ଯାଉଛ !ମାତ୍ର ସେହି ସ୍ତ୍ରୀ ସେଗୁଡିକ ନିମନ୍ତେ କିଛିବି ଧରାଛୁଆଁ ନ କରି, ପୁନର୍ବାର ତାର କାମ କରିବା ଆରମ୍ଭ କଲା !ହଁ ଗୋଟିଏ ସ୍ତ୍ରୀ ପୁରୁଷ ସମ୍ପର୍କ ସେମାନେ ଜଣକୁ ଜଣେ ସମୟ ଦେବାରେ ହିଁ ବଳବାନ ହେବ !ପବିତ୍ର ବାଇବଲ ଅନୁସାରେ ଆମେ ଇଶ୍ୱରଙ୍କ କନ୍ୟା ସାଜି ରହିଛୁ !କିନ୍ତୁ ଆମେ ଗୋଟିଏ ଦିନରେ କେତେ ସମୟ ବର ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ସହ ସମୟ ବିତାଉଛୁ !ଦଶମାଂସ ପରମେଶ୍ୱରଙ୍କର ବୋଲି କହନ୍ତି !ଯଦି ଆମେ ପ୍ରକୃତରେ ଆଲୋଚନା କରି ଦେଖିବା, ଆମେ ଗୋଟିଏ ଘଣ୍ଟାବି ଇଶ୍ୱରଙ୍କ ନିମନ୍ତେ ଦେଇ ପାରୁ ନାହୁଁ !ତପସ୍ୟା ( ଲେଣ୍ଡ )କାଳରେ ଥିବା ଏହି ଦିନମାନଙ୍କରେ, ଆମେ ପରମେଶ୍ୱରଙ୍କୁ ଦେଉଥିବା ସମୟ ବିଷୟରେ ଅଳ୍ପ ଆଲୋଚନା କରିବା !

 

ଯଦି ତାପରେ ଦେଖିବା ତେବେ ଆମ 'ପରିବାର' !ଆମେ ରହୁଥିବା ଏହି ବ୍ୟସ୍ତବହୁଳ ପୃଥିବୀରେ ପରିବାର ଏକତା କେବଳ ସାମାଜିକ ନିର୍ମାଣ ସଦୃଶ୍ୟ ଅଛି !ସେଥିରେ ପ୍ରେମ, ଆନନ୍ଦ, ଦୁଃଖକୁ ଅପସାରଣ କରିବା ଗଣ୍ଡଗୋଳ !କେବଳ ତିକ୍ତତାର ପ୍ରତିକୁଳ କାର୍ଯ୍ୟ ଭରି ରହିଛି !ଆରମ୍ଭ ଦିନରେ ସମସ୍ତେ ଗୋଟିଏ ସ୍ଥାନରେ ବସି ଭୋଜନ କରିବା, ସେହି ଦିନମାନଙ୍କରେ ଘଟିଥିବା ଘଟଣାକୁ କଥୋପତନ କରି ଖୁସିର କାର୍ଯ୍ୟ ପରିବାରମାନଙ୍କରେ ଥିଲା !ତାହା ଦ୍ଵାରା ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ସମୟ ବିତାଇବା ବହୁତ ଥିଲା !ଏହା ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଉତ୍ତମ ଏକତା କରିବ !ଆଜିର ଦିନରେ ସୋସିଆଲ ନେଟୱାର୍କ ଦ୍ଵାରା ସମାଜରେ ଘଟୁଥିବା ଭଲମନ୍ଦକୁ ଘରେ ରହି ଜାଣି ପାରୁଛୁ !କିନ୍ତୁ ଘରେ ଥିବା ଅବସ୍ଥା ଆମକୁ ଜଣା ନାହିଁ !

 

ପ୍ରିୟ ବନ୍ଧୁଗଣ, ଏହା ପାଠ କରୁଥିବା ପ୍ରତ୍ୟେକ ଜଣକୁ ଇଶ୍ୱର ପଚାରୁଥିବା ପ୍ରଶ୍ନ କଣ ? ମୋର ସମୟ କେଉଁଠି ଅଛି ? ଆଜି ତୁମ ସମୟ ବିଷୟରେ ଆଲୋଚନା କର !ପରମେଶ୍ୱରଙ୍କୁ ଦେବା ସମୟ ପରମେଶ୍ୱରଙ୍କୁ, ପରିବାରକୁ ଦେବା ସମୟ ପରିବାରକୁ ଆମେ ଦେବାବେଳେ, ନିଚୟ ଆମ ଜୀବନ ଆନନ୍ଦରେ ଭରପୁର ହୋଇଥିବ !

- ଆର.ରାକ୍ସନ 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ପ୍ରତ୍ୟେକ ଭାବେ ଲେଖି ଯୋଗାଉ ଥିବା ପତ୍ରିକା ଦ୍ଵାରା ସେବକମାନେ ବଳବାନ ହୋଇ ଅଭିବୃଦ୍ଧି ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet