Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-04-2022
Share:

By Village Missionary Movement

Friday, 22-Apr-2022

ଆଜିର ବାକ୍ୟ (Oriya) 22-04-2022

 

ବିଶ୍ୱସ୍ତ ଲୋକ ହାତ ଛାଡିଲେ.. 

 

“ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।“ - ଗୀତସଂହିତା 118:8

 

ଅଗଷ୍ଟ ଚାରି ତାରିଖ 1991ମସିହାରେ "ଏମଟି ଏସ ବିହାର ଯାତ୍ରା"ନାମକ ନୌକା ଦକ୍ଷିଣ ଆଫ୍ରିକା ସମୁଦ୍ର କୂଳ ଢ଼େଇଲା ପରେ ଏକ ତୋଫାନରେ ଛନ୍ଦି ହୋଇଗଲା !ସେହି ଜାହାଜରେ ଯାତ୍ରା କରୁଥିବା ଲୋକଙ୍କୁ ଜାହାଜରେ ଥିବା ଦୁର୍ଘଟଣାକୁ ନ ଜଣାଇ, ସେହି ଜାହାଜର ଚାଳକ ଜାହାଜକୁ ଛାଡି ତାର ସହଯୋଗୀ ଅଧିକାରୀ ସହ ମିଶି ଖସି ପଳାଇବାକୁ ମନେ କଲା !ସେଥିରେ ଯାତ୍ରା କରୁଥିବା ଇଂରେଜ ସଂଗୀତଜ୍ଞ ମୋଶ ଏଲିସ କିଛି ଗୋଟେ ଦୁର୍ଘଟଣା ଘଟିବାକୁ ଯାଉଛି ବୋଲି ଜାଣି ପାରି ଦକ୍ଷିଣ ଆଫ୍ରିକାର ସୈନିକଙ୍କୁ ସୁରକ୍ଷା ସଂକେତ ଦ୍ଵାରା ସମାଚାର ପଠାଇଲା !ଠିକ ସମୟରେ ଖବର ପଠାଇବା ଦ୍ଵାରା ସେହି ସୁରକ୍ଷା କର୍ମୀମାନେ ଉଡ଼ାଜାହାଜ ଦ୍ଵାରା ସେହି ଜାହାଜ ନିକଟକୁ ପହଁଚିଲେ !ଆଚର୍ଯ୍ୟଭାବେ କୌଣସି ଲୋକଙ୍କୁ କ୍ଷତି ନ ହୋଇ ସମସ୍ତେ ଉଦ୍ଧାର ହେଲେ !

 

ଆମ୍ଭମାନଙ୍କୁ ସଂରକ୍ଷଣ କରୁଥିବା ବ୍ୟକ୍ତିମାନେ ଅବା ଆମକୁ କଢାଇ ନେଉଥିବା ବ୍ୟକ୍ତିମାନେ, ଆମ୍ଭମାନଙ୍କୁ ଏକଲା ଛାଡିଦେଲେ ଆମେ କଣ କରିପାରିବା ? ପବିତ୍ର ବାଇବଲରେ ଏପରି ଘଟଣାକୁ ଅନେକ ସ୍ଥାନରେ ଆମେ ଦେଖି ପାରିବା !ଯେଉଁମାନେ ବିଶ୍ୱସ୍ତ ହୋଇ ଉଦ୍ଧାରକାରୀ ଭାବେ ଅଛନ୍ତି, ସେମାନେ ହିଁ ସେମାନଙ୍କୁ ବିଶ୍ୱାସ କରିଥିବା ଲୋକଙ୍କୁ ଦୁର୍ଘଟଣାର ସ୍ୱୀକାର କରିବା ବ୍ୟକ୍ତି ଭାବେ ବଦଳିଲେ !ଏହି ବାର୍ତ୍ତା ପଡ଼ୁଥିବା ଅନେକେ ତୁମେ ନିଚୟ ଏପରି ଅନୁଭବକୁ ଗ୍ରହଣ କରିଥାଇ ପାର !ଦୁର୍ଘଟଣା ଆସିବା ବେଳେ ନିଜକୁ ଉଦ୍ଧାର ହୋଇ, ପଡୋଶୀକୁ ଛାଡି ଦେବା ଅନେକ କାଳରୁ ଘଟୁଛି !ଏହାର ବିଚାର କଣ ବୋଲି ପବିତ୍ର ବାଇବଲ ଯାହା କହୁଛି ତାହାକୁ ଧ୍ୟାନ କରିବା ! ଗୀତସଂହିତାରେ ଦାଉଦ, ହେ ପ୍ରଭୁ ଏବେ ମୁଁ କାହିଁର ଅପେକ୍ଷା କରିବି ?ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି ବୋଲି ( ଗୀତ ସଂହିତା :-39:7 ) କହନ୍ତି !ପ୍ରଭୁଙ୍କୁ ଆମେ ବିଶ୍ୱାସ କଲାବେଳେ ଦୁର୍ଘଟଣାର ଅବସ୍ଥାରେ ଆମ୍ଭେ ସଂକୋଚିତ ହେବା ଆବଶ୍ୟକ ନାହିଁ !ପରମେଶ୍ୱରଙ୍କ ବାକ୍ୟ ଏବଂ ତାହାଙ୍କ ଶକ୍ତି ଆମକୁ ଉଦ୍ଧାରକର୍ତ୍ତା ହୋଇଅଛି !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ମହିମାନ୍ନିତ ସଦାପ୍ରଭୁଙ୍କର ଶପଥ ଆମକୁ ଅଛି !ମୁଁ ତୁମକୁ ଆଜ୍ଞା କରିଛି, ନିର୍ମଳ ହୋଇ ଧୌର୍ଯ୍ୟରେ ରୁହ, ହତାଶ ହୁଅ ନାହିଁ, ଭୟ କର ନାହିଁ !ତୁମ୍ଭେ ଗମନ କରିଥିବା ପଥ ସବୁଠି, ତୁମ ସଦାପ୍ରଭୁ ପରମେଶ୍ୱର ତୁମକୁ ସାଥୀ ହୋଇ ରହିବେ !ତୁମକୁ ଛାଡ଼ିବି ନାହିଁକି ପରିତ୍ୟାଗ କରିବି ନାହିଁ ବୋଲି ପରମେଶ୍ୱର ଆମ ସହ କଥା ହୋଇଛନ୍ତି !ତୁମେ ଏକଲା ଅଛ ମାନେ ପ୍ରଭୁଙ୍କର ବାକ୍ୟରେ ମନଯୋଗ କର !ସଦାପ୍ରଭୁ ତୁମ୍ଭଙ୍କୁ କଢାଇ ନିଅନ୍ତୁ !

- ପି. ଜାକବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ମିଶିନାରୀମନେ ବାସକରି ତାଲିମ ପାଇବାକୁ ଗୋଟିଏ ମିଶିନାରୀ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ଦୁଇ ଲକ୍ଷ ପରମେଶ୍ୱର ଆମକୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino perabet perabet giriş meritking meritking giriş meritking meritking giriş matbet matbet giriş superbetin superbetin giriş