By Village Missionary Movement
Tuesday, 19-Apr-2022ଆଜିର ବାକ୍ୟ (Oriya) 19-04-2022
ପୁଷ୍ଟିକର ଖାଦ୍ୟର ରହସ୍ୟ
"ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ...” - ୨ ତୀମଥି 3:16-17
ବୁଷ୍ଟ ଇସ ଦା ସିକ୍ରେଟ ଆଫ ମାଇଁ ଏନ୍ଵେରଜି !ଏହା ନବେ ପ୍ରତିଶତ ଛୋଟ ପିଲାମାନେ, ଯୌବନମାନେ ହିଁ କେବଳ ନୁହେଁ, ବୟଜଷ୍ଟମାନଙ୍କୁ ମଧ୍ୟ ବହୁତ ଭାବେ ଆକର୍ଷଣ କରିଥିବା ସୁବିଧା !ଏହି କଥା କହୁଥିବା ଜଣେ ବିଖ୍ୟାତ କ୍ରିକେଟ ଖେଳାଳି ହୋଇଥିବା ଯୋଗୁ, ଏହି କଥା ପ୍ରତ୍ୟେକ କୋଣରେ ପ୍ରସାରିତ ହେଲା !ପ୍ରକୃତରେ ତାକୁ କଣ ବୁଷ୍ଟ ହିଁ ତାହାର ଶକ୍ତିର ରହସ୍ୟ କହି ଯଦି ଆମେ ଆଲୋଚନା କରି ଦେଖିବା, ତେବେ ତାହାର ଉତ୍ତର କେବଳ ପ୍ରଶ୍ନ ଅଟଇ !କାରଣ କଣ, ବହୁତ କମ୍ପାନୀରେ ତାହାର ପ୍ରସ୍ତୁତ ବଢିଗଲା !ନୂଆ ନୂଆ ଆସିବା ହେତୁ ଲୋକେ ପୁରୁଣାକୁ ଠେଲି ଦେବାକୁ ଆରମ୍ଭ କରୁଛନ୍ତି !ଆଜି ଅନେକ ବର୍ଷ ହେଲା ଆମ୍ଭେମାନେ ରହିଛୁ !ବିଶେଷକରି ସେହି ପଦାର୍ଥ ମଧ୍ୟ ଅଛି !ଆଉ ଅନେକ ପ୍ରକାରର ପଦାର୍ଥ ମଧ୍ୟ ଆସୁଛି !ଲୋକେ ଦଶକୁ ଏଗାର ସଦୃଶ୍ୟ ଦେଖିବା ଅଭ୍ୟାସ କରିଲେ !କିନ୍ତୁ ସେମିତି କଥା କହିବାକୁ ଆଗକୁ ଆସୁନାହାନ୍ତି !ଏହା ଆମକୁ ଗୋଟିଏ ପାଠ ଅଟେ !
ପ୍ରେରିତ ପାଉଲ ତାର ଯୁବ ସେବକ ତୀମଥିକୁ ପତ୍ର ଗୋଟିଏ ବିଷୟରେ ଲେଖିବା ବେଳେ (2ୟ ତୀମଥି :-3:14-17)ଆମେ ଦେଖୁଚୁ !ସେଥିରେ ପାଉଲ କଣ କହୁଛି କି, ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟରେ ନିଶ୍ଚିତ ବିଶ୍ୱାସ କରିଅଛ, ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ, କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ; ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ ।
ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ !ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।ହଠାତ ତୁମ୍ଭେ ବାଲ୍ୟରୁ ଜାଣିଥିବା ପବିତ୍ର ବାଇବଲ କୌଣସି ଗୋଟିଏ ଅଭ୍ୟାସରେ ଥିବା କାର୍ଯ୍ୟ ବୋଲି ନ ଭାବି, ସେଥିରେ ସ୍ଥିର ହୋଇ ରୁହ !ତାହାହିଁ ଆପଣଙ୍କୁ ଅଭିବୃଦ୍ଧି କରିବ !ତାହା ଇଶ୍ୱରଙ୍କ ଦ୍ଵାରା ସିଦ୍ଧ ଅଟେ, ଏପରି ପବିତ୍ର ବାଇବଲ ବିଷୟରେ ଉତ୍ତମ ରୂପେ ଲେଖିଛନ୍ତି !
ପ୍ରିୟ ବନ୍ଧୁଗଣ, ଆମ ହସ୍ତରେ ରହିଛି ପୁରୁଣା ପବିତ୍ର ବାଇବଲ, ମାତ୍ର ତାହାକୁ ଧ୍ୟାନ କରୁଥିଲେ ଆମକୁ ମିଳୁଥିବା ବାର୍ତ୍ତା ନୂଆ ଅଟେ !ଆମକୁ ପବିତ୍ର ବାଇବଲ ଦଶରେ ଏଗାର ନୁହେଁ !ତାହା ହିଁ ଆମର ମାର୍ଗଦର୍ଶୀ ଅଟଇ !ପବିତ୍ର ବାଇବଲ ଧ୍ୟାନ କରିବା ଲୋକେ ରାତିଦିନ ଧ୍ୟାନ କଲେ, ତାହା ଆମକୁ ଫଳପ୍ରଦ ବୃକ୍ଷ ସଦୃଶ୍ୟ ପରିବର୍ତ୍ତନ କରିବ !ଖ୍ରୀଷ୍ଟିଆନ ଭାବେ ବଞ୍ଚିବାକୁ ଆତ୍ମୀୟଶକ୍ତି ବହୁତ ଗୁରୁତ୍ୱ ଅଟେ !ସେହି ଶକ୍ତି ଯୋଗାଇବ କେବଳ ଗୋଟିଏ ପୋଷକ 'ପବିତ୍ର ବାଇବଲ' !ଆଜି ରହିଥିବା ଛୋଟପିଲାମାନଙ୍କୁ, ଯୁବକଯୁବତୀମାନଙ୍କୁ, ଏମିତି ଯୌବନ ପିଢ଼ିରେ ପବିତ୍ର ବାଇବଲ ଗୁରୁତ୍ୱକୁ ପ୍ରକାଶ କରିବା ଦାଇତ୍ୱ ଆମ ହାତରେ ହିଁ ଅଛି !ବାଇବଲ ଇସ ଦା ସିକ୍ରିଏଟି ଆଫ ମାଇଁ ଏନ୍ଵେରଜି ବୋଲି ଏହି ପିଢ଼ିକୁ କହିବା ବ୍ୟକ୍ତି ଭାବେ ହିଁ ନୁହେଁ, ତଦ୍ରୁପ ଗମନ କରିବା ବ୍ୟକ୍ତି ରୂପେ ପରିବର୍ତ୍ତନ ହେବା !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଆମକୁ ପରମେଶ୍ୱର ଦେଇଥିବା ଦୁଇ ଚକିଆ ଏବଂ ଚାରି ଚକିଆ ଯାହାନ ଗୁଡିକ ଉତ୍ତମ ରୂପେ ଉପଯୋଗ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.