By Village Missionary Movement
Sunday, 24-Jan-2021ଆଜିର ବାକ୍ୟ (Oriya) 24-01-2021
ଛୋଟ ପିଲାମାନଙ୍କୁ
ଉଦ୍ଧାରକାରି ସଦାପ୍ରଭୁ
“ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ।“ - ମାଥିଉ 5:16
କଣରେ ମା କରୁଛୁ ? ଶୀଘ୍ର ପ୍ରସ୍ତୁତ ହୁଅ ଆମେ ବିଲକୁ ଯାଇ ଫସଲ କଟିବାର ଅଛି !ଦଶ ଜଣକୁ ପ୍ରସ୍ତୁତ କରିଅଛି, ମୁଁ ଶୀଘ୍ର ଆଗ ଯିବି ତୁମେ ଖାଦ୍ୟ ପ୍ରସ୍ତୁତ କରି ଧରି ଆସ କହି ବିଲକୁ ବାହାରି ପଡିଲା ରାଜାୟା !ତାଙ୍କ ପରିବାର ସମସ୍ତେ ପ୍ରଭୁଙ୍କର ବାକ୍ୟ ଅନୁସାରେ ନତ ହୋଇଥାନ୍ତି !ସଦା ପ୍ରଭୁ ତାଙ୍କୁ ସମସ୍ତ ଅନୁଗ୍ରହ କରିଛନ୍ତି !ତାଙ୍କ ସମସ୍ତ ଫସଲକୁ ମଧ୍ୟ ଆଶୀର୍ବାଦ କଲେ !
ସେହି ବର୍ଷ ଫସଲ ଅମଳ କରି ତାହା କଟିବାବୁ ଆଣିବା ବେଳେ ହଠାତ ବର୍ଷା ଆସିଗଲା, ତେଣୁ ଧାନ ବିଢା ଗୋଟିଏ ଜାଗାରେ ଏକାଠି ଗୋଦା କରି ବର୍ଷରେ ଭିଜିବାକୁ ନ ଦେଇ ଘୋଡେଇ ଦେଲେ !ପଡୋଶୀ ବିଲ ଲୋକ ମଧ୍ୟ ସେହିପରି କରିଲେ !ଆର ଦିନ ସକାଳୁ ଧାନ ବିଢା ଝଡାଇବାକୁ ଆସିବାରୁ ଦେଖିଲେ ଗୋଟିଏ ଭୟଙ୍କର କାର୍ଯ୍ୟ !ପାଖରେ ଥିବା ବଣରୁ ବଣ ବତକ ଉଡି ଆସି ସେହି ଫସଲକୁ ଫିଙ୍ଗା ଫୋପାଡ଼ି କରିଦେଇଛନ୍ତି !ତାହା ଦୋଳ ଦୋଳ ହୋଇ ଘୁରି ବୁଲନ୍ତି !ସେମାନଙ୍କର ପାଦର ଚି଼ହ୍ନ ଦେଖି ତାହା ହିଁ ଫସଲ ନଷ୍ଟ କରିଅଛି ବୋଲି ଜାଣିଲେ !ସେ ମୋର ଫସଲ ସମସ୍ତ ନଷ୍ଟ ହୋଇଛି କହି ରାଜାୟାର ପଡୋଶୀ ଦୁଃଖରେ ଅଛନ୍ତି !ସେହି ସମୟରେ ହିଁ ରାଜାୟା ଆସି ତାଙ୍କ ବିଲକୁ ଦେଖିଲେ ସେଠାରେ ଗୋଟିଏ ମଞ୍ଜି ମଧ୍ୟ ଫିଙ୍ଗାଫୋପାଡ଼ି ହୋଇ ନ ଥିବା ଦେଖି ସେ ଆଚାର୍ଯ୍ୟ ହୋଇଗଲା !ତାଙ୍କ ବିଲରେ ଗୋଟିଏ ବତକର ପାଦ ଚି଼ହ୍ନ ବି ନ ଥିଲା !ତାହା ଦେଖି ରାଜାୟା ପ୍ରାର୍ଥନା କରିଲା, ପ୍ରଭୁ ତୁମକୁ ଧନ୍ୟବାଦ ମୋତେ ହିଁ ନୁହେଁ ମୋର ସମସ୍ତ ଦ୍ରବ୍ୟକୁ ଉଦ୍ଧାର କରି ତୁମେ ଆଶୀର୍ବାଦ କରିଛ !ପଡୋଶୀ ବିଲର ଲୋକ ଏହି ଘଟଣାକୁ ଦେଖି ଆଚାର୍ଯ୍ୟ ହୋଇ ସଦାପ୍ରଭୁଙ୍କୁ ବିଶ୍ୱାସ କଲା !ରାଜାୟାଙ୍କର ପରିବାରର ଶୁଭାଶିତ ଜୀବନ ଅନେକଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଚଲାଇ ନେଲା !
ପ୍ରିୟର ମୋର ପିଲାମାନେ, ଯୀଶୁବାପାଙ୍କୁ ଖୋଜିବା ପିଲାମାନଙ୍କୁ ତାଙ୍କ ଜୀବନରେ ଆଚାର୍ଯ୍ୟ କାର୍ଯ୍ୟ କରିବା ଦେଖିଲୁ ନା, ତାହା ହିଁ ନୁହେଁ ତାଙ୍କ ଦ୍ଵାରା ଅନେକଙ୍କୁ ଖ୍ରୀଷ୍ଟ ପ୍ରେମ ପାଇବାକୁ ଦେବେ !ତୁମେ ମଧ୍ୟ ଯୀଶୁଙ୍କର ଶୁଭାଶିତକୁ ଶୁଭାଶୀତ ହୋଇ ଅନେକଙ୍କର ସାକ୍ଷୀ ହୋଇ ଆନନ୍ଦ ଦେବ କି ?
ଶ୍ରୀମତୀ ଯିୱା ବିଜୟ
To get this devotion, please contact
Whatsapp in Tamil: +91 94440 11864,
Whatsapp in English - +91 86109 84002,
Whatsapp in Hindi - +91 93858 10496,
Whatsapp in Telugu - +91 94424 93250
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ : - 9861597010.