By Village Missionary Movement
Friday, 15-Apr-2022ଆଜିର ବାକ୍ୟ (Oriya) 15-04-2022
କୃଶ ବହନ ଶିମୋନ
“ସେତେବେଳେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ ।“ - ମାର୍କ 15:21
ସୈନିକ ସମସ୍ତେ ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ପରିହାସ କଲା ପରେ ତାହାଙ୍କୁ କୃଶରେ ଚଢାଇବାକୁ ନେଲେ !ଯିବା ମାର୍ଗରେ ଯୀଶୁଖ୍ରୀଷ୍ଟ ବହନ କରୁଥିବା କୃଶକୁ କୂରୀଣୀୟ ଶିମୋନଙ୍କୁ ବାଧ୍ୟ କଲେ !ଯୀଶୁ କୃଶ ପଥରେ ନୀରବତା ଥିବା ପରି ଶିମୋନ ମଧ୍ୟ ତାହା ବଦଳରେ କିଛି ନ କହି ଯୀଶୁଙ୍କର କୃଶକୁ ବହନ କରି ଯୀଶୁଙ୍କୁ ଅଳ୍ପ ବିଶ୍ରାମ ଦେଲା !ଯୀଶୁ କୃଶ ବହନ ପଥରେ ଅନେକ ଥିବାବେଳେ ସେହି ସୈନିକମାନଙ୍କ ଦୃଷ୍ଟି ଶିମୋନ ପ୍ରତି ଦୃଷ୍ଟିପାତ ହେଲା ସଦୃଶ୍ୟ, ଆପଣମାନେ ଥିବା ସ୍ଥାନରେ କିଅବା କର୍ମକ୍ଷେତ୍ରରେ ଅନେକେ ଥିବାବେଳେ, ବାସ୍ତବରେ ରହୁଥିବା ଆପଣ ହିଁ ଯୀଶୁଙ୍କ ସକାଶେ ଦୁଃଖ ଅନୁଭବ କରୁଛ କି ? ବୋଝର କୃଶକୁ ବହନ କରୁଛ କି ? ଦୁଃଖିତ ହୁଅ ନାହିଁ !ସେ ଥିବା ସ୍ଥାନରେ ଏକଲା ବ୍ୟକ୍ତି ଭାବେ ଦୁଃଖ ଅନୁଭବ କରୁଥିବା ଦାନିଏଲ, ଆୟୁବ, ଯୋଶେଫଙ୍କୁ ମୁକ୍ତ କରି ଉର୍ନ୍ନତି ସ୍ଥାୟୀକୁ ନେଇ ଥିବା ପ୍ରଭୁଯୀଶୁ ଆପଣଙ୍କୁ ମଧ୍ୟ ଯଥାଶୀଘ୍ର ଉର୍ନ୍ନତି ସ୍ଥାୟୀକୁ ନେବେ !କେବଳ ସେତିକି ନୁହେଁ ପ୍ରଭୁଙ୍କର କୃଶକୁ ଅଳ୍ପ ସମୟ ବହନ କରିଥିବା ଶିମୋନଙ୍କ ସନ୍ତାନମାନେ ଆଲେକଜେଣ୍ଡର ଏବଂ ରିଫୁ ନାମକଙ୍କ ମଧ୍ୟରେ ଜଣେ ମଣ୍ଡଳୀର ଅଧିପତି ଅନ୍ୟ ଜଣେ ସରକାରଙ୍କ ଠାରେ ଉର୍ନତି ଅଧିକାରୀ ଭାବେ ଅଭିବୃଦ୍ଧି ହୋଇଥିବା ସଦୃଶ୍ୟ ମଣ୍ଡଳୀର ଇତିହାସ କହୁଛି !ତେଣୁକରି ଏହି ମହାନ ଶୁକ୍ରବାର ଅର୍ଥାତ ପୁଣ୍ୟଶୁକ୍ରବାର ଆପଣଙ୍କ କୃଶକୁ ପ୍ରତିଦିନ ଆନନ୍ଦରେ ବହନ କରିବାକୁ ସମର୍ପିତ ହୁଅ !ଶିମୋନଙ୍କ ସନ୍ତାନ ସଦୃଶ୍ୟ ଆପଣମାନଙ୍କ ସନ୍ତାନମାନଙ୍କୁ ମଧ୍ୟ ପ୍ରଭୁଯୀଶୁଖ୍ରୀଷ୍ଟ ବୃଦ୍ଧି କରିବେ !ଅନେକ ପ୍ରକାର ମୁକ୍ତାରେ ଖୋଦିତ ପ୍ରକାଶର ମୁକୁଟ ସ୍ୱର୍ଗରାଜ୍ୟରେ ତୁମ୍ଭ ନିମନ୍ତେ ଅପେକ୍ଷାରେ ଅଛି !
ସ୍ୱୀକୃତି: ମୁଁ ବର୍ତ୍ତମାନ ତୁମ ପାଇଁ ଯେଉଁ ପରିଶ୍ରମରେ ଅନୁଭବ କରୁଛି, ଆନନ୍ଦ କର, ଖ୍ରୀଷ୍ଟ ତାଙ୍କ ଶରୀର, ସମ୍ପ୍ରଦାୟ ପାଇଁ କରିଥିବା କିଛି ଜିନିଷରେ ମୁଁ ମୋ ଶରୀରରେ ମୋର ଅଂଶ କରୁଛି |
- ପାଉଲ
ପ୍ରାର୍ଥନାର ଅଂଶ :-
ୱାଟ୍ସଅପ, ୟୁଟୁବ, ଟ୍ରିଟର, ଇ-ମୈଲ, ମାଧ୍ୟମରେ ପ୍ରକାଶ କରୁଥିବା ବାକ୍ୟ ଗୁଡିକୁ ପଡ଼ୁଥିବା ଏବଂ ଶ୍ରବଣ କରୁଥିବା ବ୍ୟକ୍ତିଗଣ ପ୍ରଭୁଙ୍କର ନିମନ୍ତେ ଫଳପ୍ରଦ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.