Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-04-2022
Share:

By Village Missionary Movement

Tuesday, 05-Apr-2022

ଆଜିର ବାକ୍ୟ (Oriya) 05-04-2022

ରକ୍ତରେ ଲେଖା ଗଲା 

“କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ'ଠାରୁ ଦୂରେ ଥାଉ...।“ - ଗାଲାତୀୟ 6:14

ଗୋଟିଏ ବଡ଼ ଧରଣର ବସ  ଦୁର୍ଘଟଣାରେ ଛନ୍ଦି ହୋଇ ଜୀବନ ନିମନ୍ତେ ସଂଗ୍ରାମ କରୁଥାନ୍ତି !ଦମକଳ ବାହିନୀ,  ସାହାଯ୍ୟକାରୀ ଦୋଳ ଏବଂ ଆମ୍ବୁଲାନ୍ସ ସେହି ସ୍ଥାନକୁ ପହଂଚିଲା !ସେହି ଦୁର୍ଘଟଣାର ବସର  ଗୋଟିଏ କୋଣରେ ଏକ ସମ୍ବାଦ ଲେଖା ଯାଇଥିବା ଦେଖିଲେ !ସେହି ସମ୍ବାଦ ସେମାନଙ୍କର ଆଖିରୁ ଲୁହ ଝରାଇଲା !ସେହି ଦୁର୍ଘଟଣାରେ ଛନ୍ଦି ହୋଇଥିବା ଜଣେ ବ୍ୟକ୍ତି, ସେ ମୃତ୍ୟୁ ହେବାକୁ ଯାଉଛି ବୋଲି ଜାଣିପାରି, ତାହାଙ୍କ ଠାରୁ ଝରୁଥିବା ରକ୍ତକୁ କାଢି ତାହାର ଆଗେ ଥିବା ସିଟ ଉପରେ ଲେଖିଲା, ମୋ ସ୍ତ୍ରୀ ଓ ସନ୍ତାନଙ୍କୁ ମୁଁ ବହୁତ ପ୍ରେମ କରୁଛି !ଜଣେ ମଣିଷ ତାଙ୍କ ପରିବାର ପ୍ରତି ଦେଖାଉଥିବା ପ୍ରେମ ଦେଖିଲେ ହିଁ ଆଚର୍ଯ୍ୟ ହେଉଛୁ !ଯୀଶୁଖ୍ରୀଷ୍ଟ ପାପୀ ହୋଇଥିବା ଆମ୍ଭ ପ୍ରତି ଦେଖାଉ ଥିବା ପ୍ରେମ ତାଙ୍କ ସମସ୍ତ ରକ୍ତକୁ ଝରାଇ ପ୍ରତିପାଦନ କଲେ !କେତେ ମହାନ ତ୍ୟାଗ ଅଟେ !

ପ୍ରେରିତ ପାଉଲ ଗାଲାତିୟଙ୍କୁ ଲେଖିଥିବା ପତ୍ରର ଶେଷ ଭାଗରେ ଖ୍ରୀଷ୍ଟଙ୍କ ନିମନ୍ତେ ତାଙ୍କ ଜୀବନରେ  ଅନୁଭୂତି କରିଥିବା ଦୁଃଖକୁ ଲେଖିଛନ୍ତି !ସେହି ଯାଜକୀୟବୃନ୍ଦ ଉର୍ନ୍ନତି ଜୀବନରେ  ସ୍ୱୀକୃତି ହୋଇଥିବା ସେହି ଧର୍ମ ନିୟମ ଠାରୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶୀୟ ମରଣ, ଏବଂ ପୁନରୁଥାନ ଗୁରୁତ୍ୱ ଅଟେ ବୋଲି ପ୍ରସଙ୍ଗ କରିବା ଦ୍ଵାରା ଅନେକ ଥର ଦଣ୍ଡ ପାଇଲେ !ପାଉଲ ତାହାର ସଂରକ୍ଷଣ ନିମନ୍ତେ କୃଶର ମରଣକୁ ଘୃଣିତ କରି କଥା ହୋଇ ନାହାନ୍ତି !ତାହାର ନିଜର ଜୀବନକୁ କ୍ରୁଶୀୟ ମାର୍ଗରେ ସମିଷ୍ଟ କରି, ଯୀଶୁଖ୍ରୀଷ୍ଟ କୃଶରେ ଝରାଇ ଥିବା ରକ୍ତ ଦ୍ଵାରା ସଦାପ୍ରଭୁ ଆମ୍ଭ ପ୍ରତି ରଖିଥିବା ପ୍ରେମକୁ ଲେଖିଲେ !ଏହା ସାହସର ସହିତ ସନ୍ଦେହକୁ ସ୍ଥାନ ନ ଦେଇ ସ୍ୱଷ୍ଟ ଭାବେ ଜଣାଇଲେ !

ପ୍ରିୟ ବନ୍ଧୁଗଣ, ଆମ ସତକର୍ମ, ନୈତିକତା ସବୁ ନଷ୍ଟ ହେବା ବସ୍ତ୍ର ବୋଲି ଆମେ ଜାଣିଛୁ !ଖ୍ରୀଷ୍ଟ ଆମ୍ଭ ପ୍ରତି ଦେଖାଇଲା ପ୍ରେମକୁ ଜଣାଇବାକୁ କୃଶରେ ରକ୍ତ ଝରାଇଲା, ସେହି କାଳବରୀର ତ୍ୟାଗକୁ ଦେଖି ଥିବା ଆମେ, ତାହାଙ୍କ ପ୍ରେମକୁ ଅନ୍ୟ ମଣିଷମାନଙ୍କୁ ପ୍ରକାଶିତ କରି, ଜୀବନଯାପନ କରିବାକୁ ଆମ୍ଭେ ବଂଚିବା !ତାଙ୍କ ନିମନ୍ତେ ଆମ୍ଭେ ଅନୁଭବ କରିଥିବା ଦୁଃଖ ସହ୍ୟ କରିବାକୁ ନିଷ୍ପତି କରିବା !ଖ୍ରୀଷ୍ଟ ଆମ୍ଭଙ୍କୁ କଢାଇବା ନିମନ୍ତେ ସମର୍ପିତ ହେବା !ଖ୍ରୀଷ୍ଟଙ୍କ କୃଶ ବିଷୟରେ ନ ହୋଇ ଆଉ ଅନ୍ୟ ବିଷୟରେ ଅତ୍ୟଧିକ ହେବା !ଆମେନ୍ !
-    ଏ. ବିହୁଲା 

ପ୍ରାର୍ଥନାର ଅଂଶ :-
ଆମ୍ଭ ସେବା ତରଫରୁ ଦୂରଦର୍ଶନରେ ପ୍ରଚରିତ ହେଉଥିବା ପ୍ରଭୁଙ୍କର ବାର୍ତ୍ତା ମାଧ୍ୟମରେ ଅନେକ ଖ୍ରୀଷ୍ଟଙ୍କ ନିମନ୍ତେ ଆଗକୁ ବଢିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice