By Village Missionary Movement
Saturday, 23-Jan-2021ଆଜିର ବାକ୍ୟ (Oriya) 23-01-2021
କୀଟ (ପୋକ )ବିନାଶ କରିବା
“ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥି ନିମନ୍ତେ ସେ ସାବଧାନ ହେଉ ।“ - କରିନ୍ଥୀୟ 10:12
ମୁଁ ଗୋଟିଏ ବହୁତ ମହାନ ବୃକ୍ଷ ଅଟେ !ବହୁ ବର୍ଷ ହେବ ଦୃଢ଼ ଓ ସବୁଜ ହୋଇ ଅଛି !ମୁଁ ଅନେକ ପକ୍ଷୀମାନଙ୍କୁ ବସା କରିବାକୁ ଓ ପିଲାମାନଙ୍କୁ ଖେଳିବାକୁ ମୋର ଛାଇ ଥିଲା !ପଥଚଲା ମାନଙ୍କୁ ଆଶ୍ରୟ ଦେବା ଛାଇ ହୋଇ ଥିଲି !ପବନ, ଖରା, ବର୍ଷା, ବାତ୍ୟା ଓ ଝଡ଼ କୋଣସି ପରିସ୍ଥିତିରେ ମଧ୍ୟ ସହ୍ୟ କରି ଠିଆ ହେଲି !ମୁଁ ସମସ୍ତଙ୍କୁ ଆନନ୍ଦ ପ୍ରଧାନକାରି ବୃକ୍ଷ ହୋଇରହିଛି !କିଛି ବର୍ଷ ବିତିଗଲା ମୋର ବଳ କମି ଗଲା ପରି ମୋତେ ଲାଗିଲା ! ଆରମ୍ଭରେ ମୁଁ ତାହାକୁ ଧ୍ୟାନ ଦେଲି ନାହଁ !ଧିରେ ଧିରେ ମୋର ବଳ କମି ଯାଇ ଦିନେ ମୁଁ ହଠାତ ପଡ଼ିଗଲି !ମୁଁ କାହିଁକି ପଡ଼ିଗଲି ବୋଲି ଭାବିବାକୁ ଲାଗିଲି !ତାପରେ ମୁଁ ବୁଝିବାକୁ ପାଇଲି, କୋଣସି ମହାନ ପରିସ୍ଥିତିକୁ ସାମ୍ବାଳିବାକୁ ଶକ୍ତି ଥିବା ମୁଁ ଛୋଟ କୀଟ (ପୋକ )ଦ୍ଵାରା ତଳେ ପଡ଼ିଗଲି ବୋଲି ବୁଝିପାରିଲି !ତୁମକୁ ଆଚାର୍ଯ୍ୟ ଲାଗୁଛି କି ? ହଁ କିଛି ଛୋଟ ପୋକ ହିଁ ସେହି ମହାନ ବୃକ୍ଷକୁ ନଷ୍ଟ କରି ଶକ୍ତି ହୀନ କରି ଦେଉଛନ୍ତି !
ହଁ ଏହା ଛୋଟ କାମ ବୋଲି ଆମେ ଛାଡିଦେଉଥିବା କିଛି କାର୍ଯ୍ୟ ହିଁ ଆମର ଆତ୍ମୀୟ ଜୀବନକୁ ଶକ୍ତିହୀନ କରିଦେଉଛି !ବାଇବଲରେ ମଧ୍ୟ ଇସକରିତ ଯିହୁଦାଙ୍କ ବିଷୟରେ ପଡୁଛୁ, ତାହାର ପତନ ଗୋଟିଏ ଦିନରେ ହୋଇ ନାହିଁ, ଧନ ନାମକ ପୋକ ତାଂକୁ ଟିକେ ଟିକେ ଦାସତ୍ଵ କରି ତଳକୁ ଠେଲି ଦେଲା !ଶେଷରେ ସଇତାନ ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ଢାଙ୍କି ଦେଲା !କାରଣ ଆରମ୍ଭରୁ ସେ ଧନ ଆଶାକୁ ସଜାଡି ପାରିଲା ନାହଁ, ଶେଷରେ କଳଙ୍କ ବିହୀନ ରକ୍ତକୁ ସମର୍ପଣ କରିଦେବି ବୋଲି ମନରେ ତର୍ଜମା କରି ତାର ଜୀବନକୁ ଶେଷ କରିଦେଲା !
ମୋର ପ୍ରିୟ ବନ୍ଧୁଗଣ, ବୃକ୍ଷ ପରି, ପୋକକୁ ଯେପରି ବୃକ୍ଷ ନଷ୍ଟରୁ ରଖିପାରିଲା ନାହିଁ,ସେହିପରି ଆମେ ନ ହେବା କାରଣ ଆମେ ସଦାପ୍ରଭୁଙ୍କର ସନ୍ତାନ ଅଟୁ !ବାକ୍ୟକୁ ଶୁଣି ବନ୍ଦନରୁ ମୁକ୍ତି ପାଇଁଥିବା ଲୋକ !ହେଲେ ମଧ୍ୟ ଏହା ମୋର ଛୋଟ ଶକ୍ତିହୀନତା !ତେଣୁ ପରମେଶ୍ୱର ଏହାକୁ କଣ କହିବେ ନାହିଁ ବୋଲି ଧୋକାବାଜ ଦେଲା ପରି ରହିବା ନାହିଁ !ଆମେ ଆଶ୍ରିତ ହେଉଥିବା ଛୋଟ ଛୋଟ କାର୍ଯ୍ୟ ହିଁ ମହାନ ଆତ୍ମୀୟ ଜୀବନର ପତନ ଆଣିଥାଏ !ଆମକୁ ପତନ କରୁଥିବା ସେହି ଛୋଟ ଛୋଟ ପୋକଗୁଡିକୁ ବିନାଶ କରିବା !ସଦାପ୍ରଭୁଙ୍କର ଶକ୍ତିରେ ତାଙ୍କ ଠାରେ ରହିବା !ସାକ୍ଷୀ ହୋଇ ବଂଚିବା !
- ଭାଇ ପାଉଲ ଯାବାଷ୍ଟିନ
ପ୍ରାର୍ଥନା କରନ୍ତୁ :-ଦୂରଦର୍ଶନ ସେବା ନିମନ୍ତେ ଓ ଅଧିକା ଆର୍ଥିକ ଆବଶ୍ୟକ ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.