Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-03-2022
Share:

By Village Missionary Movement

Tuesday, 29-Mar-2022

ଆଜିର ବାକ୍ୟ (Oriya) 29-03-2022

ଶକ୍ତିଶାଳୀ ମୂଳଦୁଆ ଖ୍ରୀଷ୍ଟ ଅଟେ 

“ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି;” - ଏଫିସୀୟ 2:21

ଦୁଇହଜାର ବର୍ଷ ପୂର୍ବେ ଇଟାଲୀରେ ନିର୍ମାଣ କରାଯାଇ ଥିବା ବକ୍ର ଟାୱାର ପାଇସ ଟାୱାର ନିର୍ମାଣ କରିବା ପୂର୍ବରୁ ହିଁ ପୂରାପୁରି ନଇଁ  ଯିବାକୁ ଆରମ୍ଭ ହେଲା !ଏହାର କାରଣ, ଜଳାଶୟରେ ନିର୍ମାଣ କରିବା !ସେଠି ଦୁଇଟି ନଦୀ ପ୍ରଭାହିତ ହେବା ଦ୍ଵାରା, ପାଣିର ଜଳୀୟ ଅଂଶର ବାଲି ରହିଥିବା ସ୍ଥାନରେ ମୂଳଦୁଆ କରିବା !ସେଥିପାଇଁ ଶକ୍ତି ହୀନ ହୋଇ ପ୍ରଥମ ତିନୋଟି କୋଠା ନିର୍ମାଣ କରିବା ବେଳେ ହିଁ ସେହି ଟାୱାର ନଇଁବାକୁ ଆରମ୍ଭ ହେଲା !କେବଳ ସେତିକି ନୁହେଁ କରାଯାଇ ଥିବା ମୂଳଦୁଆ କେବଳ ଦଶ ଗଜ ଅଟେ !ଅଳ୍ପ ଅଳ୍ପ ନଉଥିବା ସେହି ଟାୱାରକୁ ନ ସଜାଡିଲେ , କୌଣସି ଗୋଟିଏ ଦିନ ନିଚୟ ପୁରାପୁରି ନଇଁ  ଯିବ !ଗୋଟିଏ ଭବନର ବଳ ତାହାର ମୂଳଦୁଆରେ ହିଁ ଅଛି !ଏହାଠୁ ଉଚ୍ଚ ଭବନ, ଟାୱାର ନଇଁଲା ନାହିଁ !କାହିଁକିନା ତାହାର ମୂଳଦୁଆ ଦୃଢ଼ତାରେ ଗଭୀର ଭାବେ ଥିବା !ଯୀଶୁଖ୍ରୀଷ୍ଟଙ୍କ ଉପମା କହୁଛି, ତାହାଙ୍କ କଥାକୁ ଶୁଣି, ତଦଅନୁସାରେ କରିଥିବା ପ୍ରତ୍ୟେକ ଜଣ ପ୍ରସ୍ତର ନାମକ ଯୀଶୁଙ୍କ ଠାରେ ତାହାଙ୍କ ଗୃହ ନିର୍ମାଣ କରୁ !ସେତେବେଳେ ଯେକୌଣସି ତୋଫାନ ଆସିଲେ, କେତେ ସମସ୍ୟା ଆସିଲେ, ଯେତେ ଅସୁବିଧା ଆସିଲେବି  ସେହି ଗୃହ ସେହିପରି ଥିବ, ତାହା ନଇଁବ ନାହିଁ !ଶକ୍ତିଶାଳୀ ମୂଳଦୁଆରେ ପକାଯାଇ ଥିବାଯୋଗୁ ତାହା ଘୁଞ୍ଚିବ ନାହିଁ !ଆମ ହୃଦୟ ପ୍ରଭୁଙ୍କର ମନ୍ଦିର ଗୋଟିଏ ସୁନ୍ଦର ଗୃହ ସଦୃଶ୍ୟ ଅଭିବୃଦ୍ଧି ହେବାକୁ ହେଲେ ପ୍ରେରିତଙ୍କ ଉପମାରେ ସ୍ଥିର ହୋଇ ପ୍ରସ୍ତର ହୋଇଥିବା ଖ୍ରୀଷ୍ଟ ନାମକ ମୂଳଦୁଆରେ ନିର୍ମାଣ ହେବା ଉଚିତ !ତାହାଙ୍କ ନିମନ୍ତେ ନିର୍ମାଣ କରାଯାଇ ଥିବା ଗୃହ ସର୍ବଦା ସ୍ଥିର ହୋଇ ଥିବ !ଆଉ ବଳକା ଭୁଶୁଡି ପଡି ନଷ୍ଟ ହୋଇଯିବ !

ପ୍ରିୟ ବନ୍ଧୁଗଣ, ଟଙ୍କାପଇସା ପ୍ରତି, ସୌନ୍ଦର୍ଯ୍ୟ ପ୍ରତି, ସମ୍ପର୍କ ପ୍ରତି, ବନ୍ଧୁବାନ୍ଦବ ପ୍ରତି, ଆତ୍ମବିଶ୍ୱାସ ରଖି ନିର୍ମାଣ କରାଯାଇ ଥିବା ଗୃହ,କୌଣସି ଗୋଟିଏ ଦିନ ତୋଫାନ ଆସିବା ବେଳେ ନାଇତ ଶକ୍ତିଶାଳୀ ସମସ୍ୟା ସଦୃଶ୍ୟ ପବନ ବୋହିବା ବେଳେ ଭାଙ୍ଗି ଯିବ !ଖ୍ରୀଷ୍ଟ ହିଁ ଆମ ଜୀବନର ମୂଳଦୁଆ ସଦୃଶ୍ୟ ରୁହନ୍ତୁ !ଆଉ ଯେକୌଣସି ମୂଳଦୁଆ ଶକ୍ତିଶାଳୀ ନୁହେଁ !ସେ ମୂଳଦୁଆ ହୋଇ ନିର୍ମାଣ କରାଯାଇ ଥିବା ଗୃହ ସ୍ଥିରତାରେ ଥିବ !ଆମ୍ଭ ପରିବାରରେ ସମସ୍ତଙ୍କର ଗୃହ ତଦ୍ରୁପ ନିର୍ମାଣ ହେଉ !ଶଇତାନ ଆସି ସେହି ଗୃହକୁ ନଷ୍ଟ କରିବାକୁ  ମାର୍ଗ ଖୋଜିଲେ ମଧ୍ୟ ତାହା ଭାଙ୍ଗିବ ନାହିଁ, ଘୁଞ୍ଚିବ ନାହିଁ !ସେହିପରି ବିଶ୍ୱାସର ପ୍ରଭୁଙ୍କ ଠାରେ ନିର୍ମାଣ କରାଯାଇ ଥିବା ଜୀବନ ସଦୃଶ୍ୟ ନ ଘୁଂଚିବା ଗୃହ ସଦୃଶ୍ୟ ଆମ ଜୀବନ ମଧ୍ୟ ରହିବାକୁ ଦିଅନ୍ତୁ !
-    ଭାଇ. ହାରିଶ ଶାମୂଏଲ 

ପ୍ରାର୍ଥନାର ଅଂଶ :-
ଆମ୍ଭ ସେବା କାର୍ଯ୍ୟରେ ଥିବା ସାତ ଶହ ନବେ ଜଣ ସେବକ ମାନଙ୍କ ଆରୋଗ୍ୟ ଏବଂ ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet