By Village Missionary Movement
Sunday, 27-Mar-2022ଆଜିର ବାକ୍ୟ (Oriya) 27-03-2022 (Kid’s Special)
ଯୀଶୁଙ୍କର ଇଚ୍ଛା କଣ ?
“ମିଥ୍ୟାବାଦୀ ଓଷ୍ଠ ସଦାପ୍ରଭୁଙ୍କ ଘୃଣା ବିଷୟ; ମାତ୍ର ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି, ସେମାନେ ତାହାଙ୍କର ତୁଷ୍ଟିକର।“ - ହିତୋପଦେଶ 12:22
ହାଲୋ ପିଲାମାନେ, କେମିତି ଅଛ ? ସମସ୍ତେ ଭଲ ଅଛ କହି ମୁଁ ଯୀଶୁଙ୍କ ନାମରେ ବିଶ୍ୱାସ କରୁଛି !ଯୀଶୁଙ୍କର ଇଚ୍ଛାରେ ବଞ୍ଚିବା ବେଳେ ଯୀଶୁ ଖୁସି ହୁଅନ୍ତି !ପ୍ରତିଦିନ ଯୀଶୁଙ୍କୁ ଇଚ୍ଛାକୁ କଲୁ କି ନାହିଁ, ଆପଣ ଆପଣାକୁ ତଦାରଖ କରନ୍ତୁ !ଠିକ ଅଛି ତ, କରିବ କି ? ହଁ କାହାଣୀ ଶୁଣିବା କି ?
ବସରେ ଯାତ୍ରା କରିବା କାହା କାହାକୁ ଇଚ୍ଛା !ହୋ... ସମସ୍ତଙ୍କୁ ଇଚ୍ଛାତ !ଝରକା ନିକଟରେ ବସି ପ୍ରକୃତିକୁ ଦେଖିବା ସବୁଠୁ ସୁପର ଥିବତ !ଚାରିଜଣ ବନ୍ଧୁ ମିଶି ବସରେ ସବୁ ଦିନ ବିଦ୍ୟାଳୟ ଯାଉଥାନ୍ତି !ବାରମ୍ବାର ଏହି ଚାରିଜଣ ଗାଁ ଗାଁ ବୁଲି ସ୍କୁଲକୁ ଡେରିରେ ଯାଆନ୍ତି !ଏପରି କରିବାକୁ ନାହିଁ, ଏହା ଭୁଲତ ? ସାଙ୍ଗ ଭୁଲ କଲେ ରାଗିବା ଉଚିତ !ତାହାତ ପ୍ରକୃତ ବନ୍ଧୁ !ଦିନେ ବିଦ୍ୟାଳୟକୁ ଡେରିରେ ପହଂଚି, ଚାରିବନ୍ଧୁ ଶିକ୍ଷକକୁ ମିଛରେ କହିଲେ, ବସ ଚକ ଖରାପ ହେଲା !ଶିକ୍ଷକ କହିଲା, ତୁମ୍ଭେମାନେ ଭୁଲ କରୁଛ !ଏହା ଜଣାଇବା ନିମନ୍ତେ ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ପଠାଇ, ଏହି ଚାରିଜଣ ବନ୍ଧୁଙ୍କୁ ପେପର ଦେଇ କହିଲେ, ବସର କେଉଁ ଚକ ଖରାପ ହେଲା ଲେଖ !କଣ କରିବାକୁ ହେବ ବୁଝି ନ ପାରି ସେହି ଚାରିବନ୍ଧୁ ଅନାଇଲେ !ସତ ଥିଲେ ତ ଲେଖି ପାରିଥାନ୍ତେ !ସେଇ ଚାରି ଜଣ ବନ୍ଧୁ କଣ ଲେଖିଥିବେ ଭାବନ୍ତୁ !ଅଲଗା ଅଲଗା କରି ଭୁଲ ଲେଖିଥିବେ ସେୟାତ !ଶିକ୍ଷକ ସତ ଜାଣି ପାରିଲା କହି ଚାରି ବନ୍ଧୁ ମୁଣ୍ଡ ନୁଆଁଇ ଠିଆ ହେଲେ !ଶିକ୍ଷକ ତାଙ୍କୁ ଉପଦେଶ ଦେଲେ !ଚାରିବନ୍ଧୁ ଭୁଲକୁ ଜାଣି ପାରି ଶିକ୍ଷକଙ୍କ ଠାରେ କ୍ଷମା ମାଗିଲେ !ତାପରେ ସଠିକ ସମୟରେ ବିଦ୍ୟାଳୟକୁ ଆସିବା ଆରମ୍ଭ କଲେ !ମିଥ୍ୟା କହିବା ଛାଡି ଉତ୍ତମ ଛାତ୍ର ଭାବେ ରହିବା, ଏହି ଚାରିବନ୍ଧୁ କଥା ହେବା ଶିକ୍ଷକ ଶୁଣି ଆନନ୍ଦିତ ହେଲା !
ପ୍ରିୟ ଭାଇ ଓ ଭଉଣୀ, ମିଛ, ଚୋର, ଠକ, ଖରାପ ଭାଷା, ଏପରି ଛୋଟ ଛୋଟ ଭୁଲ ତୁମ୍ଭେମାନେ କରିଥାଇ ପାର !ତାହା ଯୀଶୁବାପାଙ୍କୁ ଦୁଃଖ ଦିଏ !ସେଗୁଡିକୁ ପରିତ୍ୟାଗ କରିବାକୁ ଚେଷ୍ଟା କରି ଯୀଶୁବାପାଙ୍କୁ ଖୁସି କରିବା, ଓକେ କି ?
- ଯିୱା ବିଜୟ
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.