Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-03-2022
Share:

By Village Missionary Movement

Saturday, 26-Mar-2022

ଆଜିର ବାକ୍ୟ (Oriya) 26-03-2022

ସତକର୍ମ 

“ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।“ - ମାଥିଉ 5:16

ପୃଥିବୀରେ ଅତିକଠିନ କାରାଗାର ସିସିସ କାରାଗାର ଅଟଇ !କାରାଗାର ରକ୍ଷକଙ୍କ ସ୍ତ୍ରୀ କେଡ଼େରିନ ଲାଶ ବେଳେବେଳେ ତାଙ୍କ ସନ୍ତାନମାନଙ୍କ ସହିତ ମିଶି କାରାଗାରକୁ ବୁଲିବାକୁ ଯାଏ !ସେତେବେଳେ ପ୍ରତି ବନ୍ଦୀଙ୍କ ସହ ବ୍ୟକ୍ତିଗତ ଭାବେ ଆଗ୍ରହ ଦେଖାଏ !ହତ୍ୟା ଦଣ୍ଡ ଦ୍ଵାରା କାରାଗାରରେ ବନ୍ଦୀ ହୋଇଥିବା ଜଣେ ବନ୍ଦୀ ଅନ୍ଦ ହୋଇଥିବା ଦେଖି ତାହାକୁ ବ୍ରେଇନ ଲିପି ଶିଖାଇଲା !ଆଉ କାଲା ହୋଇଥିବା ଛଅ ଜଣ ବନ୍ଦୀଙ୍କୁ ଅନ୍ୟମାନେ ଜାଣିପାରିବା ବିଧାନରେ ସେମାନଙ୍କର ସହ କଥପତନ ବିଧାନ ଶିଖାଇଲା !ଏହିପରି ଭାବେ ବନ୍ଦୀମାନଙ୍କ ଆବଶ୍ୟକତାକୁ ବୁଝି ସେବା କରି ଆସିଲା !ଅଜାଣତରେ ଏକ କାର ଦୁର୍ଘଟଣାରେ କେଡ଼େରିନ ମୃତ୍ୟୁବରଣ କଲା ବୋଲି ଖବର ଶୁଣି, ବନ୍ଦୀମାନେ ଅନୁମତି ମାଗି  କେଡ଼େରିନଙ୍କୁ ଦେଖାକରି କାନ୍ଦିଲେ !ଏହିପରି ଭାବେ ପବିତ୍ର ବାଇବଲରେ ଯୀଶୁଙ୍କ ଶିଷ୍ୟ ଜଣେ, ସେ ଥିବା ନଗରରେ ଲୋକମାନଙ୍କୁ ଅନେକ ସାହାଯ୍ୟ କରିଲା !ଅନେକ ବିଧବାମାନଙ୍କୁ ଆଦରରେ ସାହାଯ୍ୟ କରିବା ସହ ସେମାନଙ୍କୁ ବସ୍ତ୍ର ଓ ପୋଷାକ ସିଲେଇ ଦେଲା !ସେ ମୃତ୍ୟୁବରଣ କଲା ପରେ ତାଙ୍କ ଶବକୁ ଧରି କାନ୍ଦିଲେ !ସେ ସେମାନଙ୍କୁ ଦେଇଥିବା ବସ୍ତ୍ର ଓ ପୋଷାକ ପିତରଙ୍କୁ ଦେଖାଇଲେ !ସମସ୍ତେ ଆସି ପ୍ରାର୍ଥନା କରିବା ଦ୍ଵାରା ସେ ପୁନଃବାର ଆଖି ଖୋଲି ଉଠି ବସିଲା !ଏହି ଦୋରଖା ତାଙ୍କ ସବୁ କାର୍ଯ୍ୟ ମଧ୍ୟରେବି ଅନେକଙ୍କୁ ସତକର୍ମ କଲା !ସେଥିପାଇଁ ତାହାଙ୍କର କୀର୍ତ୍ତି ଅଥବା ତାହାଙ୍କ ଉଜ୍ଜଳ ସମସ୍ତ ନଗରରେ ବ୍ୟାପିଲା !

ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ଅତିଆବଶ୍ୟକ ପୃଥିବୀରେ ଆମ୍ଭେମାନେ ଜୀବନଯାପନ କରୁଛୁ !ଆଜି ଅନେକଙ୍କୁ ତାଙ୍କ ଘର ପଡୋଶୀ ଅଥବା ନିକଟରେ ଥିବା ଲୋକଙ୍କ ବିଷୟରେ ମଧ୍ୟ ଜାଣନ୍ତି ନାହିଁ !କେଡ଼େରିନଙ୍କ ସଦୃଶ୍ୟ, ଡୋରକାଙ୍କ ସଦୃଶ୍ୟ ଅନ୍ୟମାନଙ୍କ ଆବଶ୍ୟକ ଜାଣିବା ଲୋକଙ୍କ ପରି ଆମ୍ଭେମାନେ ସାହାଯ୍ୟ କରିବା ଉଚିତ !ଯଦି ଆମ୍ଭେମାନେ ସତକର୍ମ କରିବା ତେବେ ଖ୍ରୀଷ୍ଟଙ୍କ ପ୍ରେମକୁ ପ୍ରତ୍ୟେକ ଭାବେ ବର୍ଣ୍ଣନା କରିବା ଆବଶ୍ୟକ ନାହିଁ !କାହିଁକିନା ଆମ୍ଭେ ଜୀବନଯାପନ କରି ଦେଖାଉଛୁ !ଏଥିଯୋଗୁ ଅନେକ ଲୋକେ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ପରିବା !ଆମ୍ଭେ ବିତାଉ ଥିବା ସମୟ, ଟଙ୍କା, ସମ୍ପତ୍ତି ସବୁ ଆତ୍ମା ସଦୃଶ୍ୟ ଆମ୍ଭମାନଙ୍କୁ ମିଳିବ !ଆତ୍ମା ସ୍ବର୍ଗୀୟ ସମ୍ପତ୍ତି ଅଟଇ !ସତକର୍ମ କରିବା ସ୍ବର୍ଗୀୟ ସମ୍ପତ୍ତି ରୋଜଗାର କରିବା !
-    ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ 

ପ୍ରାର୍ଥନାର ଅଂଶ :-
ଗେତସମଣି କ୍ୟାମ୍ପସରେ ହେଉଥିବା ସୁସ୍ଥତା ସେବା ନିମନ୍ତେ, ସେହି ସେବା ମାଧ୍ୟମରେ ସୁସ୍ଥତା ପାଉଥିବା ପ୍ରତିଜଣକଙ୍କ ଆତ୍ମା ପରିତ୍ରାଣ ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al