By Village Missionary Movement
Friday, 25-Mar-2022ଆଜିର ବାକ୍ୟ (Oriya) 25-03-2022
ଅପ୍ରତ୍ୟାଶିତ ବାଧା
“ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି ।“ - ଫିଲିପ୍ପୀୟ 4:11
ଆମ୍ଭମାନଙ୍କ ପ୍ରତିଦିନ ଜୀବନରେ ହେଉଥିବା ବାଧା, ଆମ୍ଭମାନଙ୍କୁ ବହୁତ ସହଜରେ ଉଚ୍ଚାହିତ କରେ !ଅପ୍ରତ୍ୟାଶିତ ବେଳେ ଆମ୍ଭଙ୍କୁ ଯୋଗାଉ ଥିବା କାମ ଦ୍ଵାରା ଆମ୍ଭମାନଙ୍କ ନିଜର କାର୍ଯ୍ୟଟି ବାଧା ହୁଏ !ଯଦି ଆମ୍ଭେ ମୁଖ୍ୟ କାମକୁ ସହଯୋଗ କରି, ବାଧା ନ ଥାଇ ଲେଖିବା ବେଳେ, ତରବରରେ ରାନ୍ଧିବା ବେଳେ, ଯଦି କିଏ ଘର କବାଟ ବାଡାଇବା ବେଳେ, ନାଇତ ଆଇଫୋନ ଘଣ୍ଟି ବାଜିବା ବେଳେ ଆମ୍ଭେ ରାଗିଥାଉ !ଏପରି ବାଧା ଆମ୍ଭେ କଦାପି ଇଚ୍ଛା ହେବା ନାହିଁ !କିନ୍ତୁ ଏପରି ବାଧା ଆସିବା ବେଳେ ପ୍ରଭୁଯୀଶୁଖ୍ରୀଷ୍ଟ ନିରୁଉଚ୍ଚାହିତ ହୋଇନାହାନ୍ତି !ସେଗୁଡିକ ସେ ଦିନ ପିତା ତାଙ୍କ ନିମନ୍ତେ କରିଥିବା ଯୋଜନା ବୋଲି ଭାବନା କରି, ତାହାକୁ ଗ୍ରହଣ କଲେ !(ମାର୍କ:-6:30-34)ଯଦି ଆମେ ଦେଖିବା,ସେଥିରେ ଯୀଶୁ ଶିଷ୍ୟମାନଙ୍କ ସହ କହିଲେ, ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର । କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା ।ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ । ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ ।ଯୀଶୁ ଏହି ବାଧା ଦେଖି ରାଗି ନାହାନ୍ତି ! ତାହା ବଦଳରେ ସେମାନଙ୍କ ପ୍ରତି ଦୟାରେ ବିଚଳିତ ହେଲେ !ସେ ସେହି ନିକଟକୁ ବିଶ୍ରାମ ନିମନ୍ତେ ଆସିଥିବା ଭୁଲି ଗଲା !ତାଙ୍କ ମଧ୍ୟରେ ବସି ବିଶ୍ରାମ ନିମନ୍ତେ ସମ୍ପର୍କ ନ ଥାଇ ସେମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ !ଯଦି ଏହି ଅବସ୍ଥାକୁ ଆମେ ଗ୍ରହଣ କରିଲେ ଆମ ମନ କିପରି ଥିବ ଆଲୋଚନା କରି ଦେଖିବା, ତାହା ଦୟାରେ ବିଚଳିତ ହେବା କି ନାଇତ ରାଗରେ ରାଗିବା କି ?
ପ୍ରିୟ ବନ୍ଧୁଗଣ, କେହି ଆମକୁ ତରବର କରିବା ଉଚିତ ନୁହେଁ !କାହାକୁ ଆମେ ସାହାଯ୍ୟ କରିବା ଉଚିତ ନୁହେଁ, କେହି ଆମ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ !କେହି ଆମକୁ ପସନ୍ଦ କରିବାକୁ ସ୍ଥାନ ନ ଦେଇ ଏକଲା ଜୀବନଯାପନ କଲେ, ତାହା ଠାରୁ ବଡ଼ ଅଭିଶାପ ଆଉ କିଛି ନାହିଁ !ଏହିପରି ଆଲୋଚନା ଆମ ମଧ୍ୟରେ ଦେଖାଗଲେ, ସେଥିରୁ ଆମ୍ଭଙ୍କୁ ସୁରକ୍ଷା କରିବାର ଆବଶ୍ୟକ ଅଛି !ପ୍ରତିଦିନ ସକାଳୁ ସେହି ଦିନଟିକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରିବା !ଯଦି ଆପଣଙ୍କ କାର୍ଯ୍ୟକୁ କେହି ବାଧା ଦେଲେ, ପ୍ରଭୁ ହିଁ ତାଙ୍କୁ ତୁମ୍ଭ ନିକଟକୁ ପଠାଇଲେ ବୋଲି ଭାବନା କରିବା !ଧୌର୍ଯ୍ୟରେ ତାହାଙ୍କ ଆବଶ୍ୟକକୁ ବୁଝି, ସେମାନଙ୍କର ସାହାଯ୍ୟ କରିବା !ଯଦି ତାହା ଆମକୁ ନିରୁଉଚ୍ଚାହିତ କରିବା ବାଧା ହୋଇ ରହିଥିଲେ ସୁଧା, ତାହାକୁ ପରମେଶ୍ୱର ଆମ୍ଭ ନିମନ୍ତେ ପ୍ରସ୍ତୁତ କରିଥିବା ଯୋଗୁ, ତାହା ମଧ୍ୟ ଅସମାନ କାର୍ଯ୍ୟ ହେବ !
- ଭାଇ ଵିଲିଏମସ
ପ୍ରାର୍ଥନାର ଅଂଶ :-
ଆନ୍ଦ୍ର ପ୍ରଦେଶ, ଓଡିଶା ପ୍ରଦେଶ, ଛତିଶଗଡ ପ୍ରଦେଶରେ କାମ କରୁଥିବା ସେବାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010