By Village Missionary Movement
Sunday, 20-Mar-2022ଆଜିର ବାକ୍ୟ (Oriya) 20-03-2022 (Kids Special)
ବିଶ୍ୱସ୍ତ ପରମେଶ୍ୱର
“ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ।“ - ଯିରିମୀୟ 17:7
ପିଲାମାନେ ଯୀଶୁଙ୍କ ନାମରେ ତୁମ୍ଭଙ୍କୁ ମୋର ନମସ୍କାର !କାହାଣୀ ଶୁଣିବାକୁ ପ୍ରସ୍ତୁତ ଥିଲାପରି ଅଛ ? କେବଳ ଶୁଣିବା ନୁହେଁ ତଦ୍ରୁପ ଜୀବନଯାପନ କରିବାକୁ ଚେଷ୍ଟା କରିବା ଉଚିତ !ଓକେ ତ !
ଗୋଟିଏ ଗାଁରେ ଦୁଇଟି ସାଙ୍ଗ ଥିଲେ !ସେଇ ଦୁଇ ଜଣ ତାଙ୍କ ଦେଶପାଇଁ ସୈନିକ ରୂପେ କାର୍ଯ୍ୟରତ ହୋଇ ଥିଲେ !ସେମାନଙ୍କ ମଧ୍ୟରେ ଜଣେ ଯୀଶୁଙ୍କ ବିଶ୍ୱାସୀ ଓ ଅନ୍ୟ ଜଣେ ବିଜାତିୟ ଅଟେ !ଯୁଦ୍ଧରେ ସେହି ସୈନିକ ପରାଜୟ ବରଣ ହେବା ହେତୁ ଶତ୍ରୁ ଦେଶର ସୈନିକମାନେ ଏମାନଙ୍କୁ ଧରିବା ନିମନ୍ତେ ଘୋଡାଉ ଥାନ୍ତି !ବହୁତ ଦୂର ଗଲା ପରେ ଯୀଶୁଙ୍କୁ ବିଶ୍ୱାସ କରିଥିବା ବନ୍ଧୁ ଦେଖା ଯାଇ ନାହିଁ !ସେହି ଶତ୍ରୁ ସୈନ୍ୟ ଦ୍ଵାରା ଧରା ପଡିଯାଇ ଥିବେ ବୋଲି ଦୁଃଖରେ ଏହି ସୈନିକମାନେ କଥା ହେଉ ଥିବା ବେଳେ, ଯୀଶୁଙ୍କୁ ଜାଣି ନ ଥିବା ସୈନିକ ବନ୍ଧୁ କହିଲା, ମୋ ସାଙ୍ଗ ସୁରୁଖୁରରେ ଆସି, ଆମ ସୈନ୍ୟରେ ପହଂଚିବ !ସେଇ ସାଙ୍ଗକୁ ପଚାରିଲେ, ଏତେ ନିଚୟରେ କେମିତି କହି ପାରୁଛ ?ସେତେବେଳେ ସେ କହିଲା, ହଁ ମୋ ସାଙ୍ଗକୁ ଯୀଶୁ ବାପା ଜାଣନ୍ତି, ସେ ମୋ ସାଙ୍ଗକୁ ଜାଗ୍ରତରେ ଉଦ୍ଧାର କରିବ !ଶତ୍ରୁମାନେ ଘୋଡେଇ ଆସିବା ଦ୍ଵାରା ସେ ଅରଣ୍ୟକୁ ଦୌଡ଼ି ଯାଇ, ସେଠାରେ ଥିବା ଏକ ଗୁମ୍ଫାରେ ଲୁଚି ରହିଲା !ଯୀଶୁ ବାପା ତୁମେ ହିଁ ବିଶ୍ୱସ୍ତ ପରମେଶ୍ୱର ବୋଲି ପ୍ରାର୍ଥନା କରି ଭିତରେ ଲୁଚିକି ଥିଲା !ସେଠାକୁ ଆସିଥିବା ଶତ୍ରୁ ସୈନିକ ପ୍ରତି ଗୁମ୍ଫାରେ ଶତ୍ରୁ ଦେଶର ସୈନିକମାନେ ଲୁଚିକି ଥାଇ ପାରନ୍ତି ବୋଲି ସେହି ଗୁମ୍ଫା ଗୁଡିକୁ ବନ୍ଧୁକ ଦ୍ଵାରା ଆକ୍ରମଣ କରୁଥାନ୍ତି !ସେହି ସୈନିକ ଲୁଚିକି ରହିଥିବା ଗୁମ୍ଫା ଆଡକୁ ଆସିବା ବେଳେ, ସୈନିକର ଅଧିନାୟକ କହିଲା, ବନ୍ଦ କର,ବନ୍ଧୁକର ଗୁଳିକୁ ନଷ୍ଟ କର ନାହିଁ, ଏଠାରେ କେହି ନ ଥିବା ପରି ଅଛି, କହିବାରୁ ସମସ୍ତେ ସେହି ସ୍ଥାନକୁ ଛାଡି ଚାଲିଗଲେ !ଯୀଶୁବାପା ତାଙ୍କୁ ଉଦ୍ଧାର କରିଥିବା ଅବିଶ୍ୱସନୀୟତାକୁ ମନେ କରି ସେହି ସୈନିକ ସଦାପ୍ରଭୁଙ୍କୁ କୃତଜ୍ଞତା ଓ ସ୍ତୁତି ଜଣାଇଲା !ହଁ ଯୀଶୁଙ୍କୁ ବିଶ୍ୱାସ କରିଥିବା ଲୋକଙ୍କୁ ସେ ହାତ ଛାଡ଼ନ୍ତି ନାହିଁ !
ହେ ମୋର ଛୋଟ ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ମଧ୍ୟ ବିପଦ ବେଳେ ସାହାଯ୍ୟ ଖୋଜିବା ବେଳେ ବିଶ୍ୱାସରେ ଶତ ପ୍ରତିଶତ ନୀଚୀତ ଭାବେ ଯୀଶୁବାପାଙ୍କୁ ଡାକ !ସେ ହିଁ କେବଳ ତୁମ୍ଭଙ୍କୁ ଉଦ୍ଧାର କରିବାକୁ, ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଶକ୍ତିଶାଳୀ ଅଟନ୍ତି !ଆଉ କଣ ପିଲାମାନେ, ବିଶ୍ୱସ୍ତ ଇଶ୍ୱର ତୁମ୍ଭ ସହ ଥିଲେ ତୁମ୍ଭର କିଛି ଭୟ ନାହିଁତ !
- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ୍
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010