By Village Missionary Movement
Friday, 18-Mar-2022ଆଜିର ବାକ୍ୟ (Oriya) 18-03-2022
ମାୟା ମାୟା
"...କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।" - ଲୂକ 12:15
ମହାନ ଟେନିସ କ୍ରୀଡାବିତ ଯୋହନ ମେକେନରୋ ନାମକ ଜଣେ ଥିଲେ !ସେହି ଟେନିସ ଖେଳ ଦ୍ଵାରା ଧନସମ୍ପତି ଓ ସୁନାମ ଅର୍ଜନ କଲା !ତାଙ୍କର ଚବିଶ ବର୍ଷ ବୟସରେ ହିଁ ସେ ମହାନ ଧନୀ ବ୍ୟକ୍ତି ରୂପେ ଯୋହନ ରହିଥାନ୍ତି !ଦିନେ ଗୋଟିଏ ସଭାସ୍ଥଳୀରେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚରାଗଲା, ତୁମ୍ଭ ଆହ୍ୱାନର ଯେକୌଣସି ବିଷୟରେ କହିବ କି ? କିଛି କ୍ଷଣ ନୀରବରେ ରହିବା ପରେ ଯୋହନ କହିଲା, ମୋର ଆହ୍ୱାନ ମୁଁ ପ୍ରତିଦିନ ପାଉଛି !ସମାବେଶରେ ରହିଥିବା ସମସ୍ତ ଜନତା ଆଚର୍ଯ୍ୟରେ ପଚାରିଲେ, ସେହି ଆହ୍ୱାନ କଣ ? ତାପରେ କଥା ହୋଇ କହିଲା, ତାହା ମୁଁ ହିଁ ଅଟେ !ଆପଣମାନେ ଭାବୁଛନ୍ତି, ଏହାର କୋଟି କୋଟି ଟଙ୍କା ଥିବା ଯୋଗୁ ଆଉ କିଛି ଅଭାବ ନାହିଁ !ଇଏ ସବୁଠି ପହଁଚିଲା ବୋଲି ଆପଣମାନେ ଭାବନା କରନ୍ତୁ ନାହିଁ !ଲୁକ ବାର ଅଧ୍ୟାୟରେ ଯୀଶୁଖ୍ରୀଷ୍ଟ ଧନସମ୍ପତି ପ୍ରାଚୁର୍ଯ୍ୟ ବିଷୟରେ ଜାଗ୍ରତ ରୁହନ୍ତୁ ବୋଲି କହୁଛନ୍ତି !ପାପର ତାଲିକା ଓ ଧନସମ୍ପତି ପ୍ରାଚୁର୍ଯ୍ୟ ବିଷୟରେ ଅନେକ ଜାଗାରେ କହିଥିବା ପବିତ୍ର ଗ୍ରନ୍ଥରେ ଦେଖୁଛୁ !ଟଙ୍କା, ଧନ, ଦ୍ରବ୍ୟରେ ଅତ୍ୟଧିକ ରହିଲେ, ସବୁଥିକୁ ପହଂଚିଲି ଗଲି ବୋଲି ମଣିଷ ଭାବୁଛି !କିନ୍ତୁ ଏଠାରେ ବିଷୟ ବସ୍ତୁ ଅଲଗା, ତାପରେ ବୁଝି ପାରୁଛନ୍ତି !ଜଣେ ମଣିଷକୁ ସମ୍ପତି ବଢ଼ୁଥିଲେ, ମନରେ ଶାନ୍ତି କମି କମି, ଉତ୍ତର କେନାଲର ପାଣି ସଦୃଶ୍ୟ ପରିବର୍ତ୍ତନ ହୋଇ, ଶେଷରେ ତାହାର ଜୀବନ ବିନାଶ ହେଉଛି !ଏହାକୁ ହିଁ ପ୍ରସଙ୍ଗକ ସବୁ ମାୟା ଅଟଇ କହିଲେ !ଟଙ୍କା ଆମକୁ ଆବଶ୍ୟକ, କିନ୍ତୁ ତାହା ହିଁ ଜଣେ ମଣିଷକୁ ସମ୍ପୂର୍ଣ ତୃପ୍ତି ଦେଉଛି, ଏହା ସାଧ୍ୟ ନୁହେଁ !ପାଉଲ କହନ୍ତି, ନଗଦ ଧନସମ୍ପତି ପ୍ରାଚୁର୍ଯ୍ୟ ସବୁ ଅପକାରର ମୂଳ ଅଟେ !ପରମେଶ୍ୱର ଅହଂକାରକୁ ବିରୋଧ ହୋଇ ଅଛନ୍ତି !ଏହାହିଁ ଲୁକ :-12:15 ରେ କହୁଛି, ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ !ଏହି ପୃଥିବୀ ମାୟାରେ ପରିପୂର୍ଣ୍ଣ ଅଟେ !ସେଥିପାଇଁ ଆମ୍ଭେମାନେ ମଧ୍ୟ ପାଉଲ ଓ ଶଲୋମନଙ୍କ ସଦୃଶ୍ୟ ଏହି ମାୟା ଜଗତକୁ ଧନସମ୍ପତି ପ୍ରାଚୁର୍ଯ୍ୟକୁ ପରିତ୍ୟାଗ କରି ପ୍ରଭୁଙ୍କର ନିକଟତର ହେଲା ବେଳେ ଆମକୁ ଶାନ୍ତି ଓ ବିଶ୍ରାମ ମିଳିବ !ଏହା ପାଇବାକୁ ଆମେ ନମ୍ରରେ ଦୌଡ଼ିବା !ଆମେନ୍ !
- ପି. ଜେକାବ ଶଙ୍କର
ପ୍ରାର୍ଥନାର ଅଂଶ '-
ଗୋଟିଏ ଲକ୍ଷ ଗ୍ରାମ ପାଇବାକୁ ଗୋଟିଏ ଲକ୍ଷ ଲୋକେ ବଞ୍ଚିବା ପାଇଁ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.