By Village Missionary Movement
Thursday, 17-Mar-2022ଆଜିର ବାକ୍ୟ (Oriya) 17-03-2022
ଆଖିକୁ ଚୋପା କରି ରଖ
“ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମରା କାଉମାନେ କାଢ଼ି ପକାଇବେ, ପୁଣି, ଉତ୍କ୍ରୋଶ ପକ୍ଷୀର ଛୁଆମାନେ ତାହା ଖାଇବେ।“ - ହିତୋପଦେଶ 30:17
ଆମ୍ଭମାନଙ୍କୁ ସୃଷ୍ଟି କରିଥିବା ପରମେଶ୍ୱରଙ୍କୁ ଖୁସି କରିବା ହିଁ ଆମ ଜୀବନର ମୂଳ ଲକ୍ଷ୍ୟ !ପବିତ୍ର ଗ୍ରନ୍ଥ ଧ୍ୟାନକରିବା ଦ୍ଵାରା ପରମେଶ୍ୱରଙ୍କ କଣ ଆନନ୍ଦଦାୟକ ଶିଖି ପାରିବା !ପିତାମାତାଙ୍କୁ ସଂମ୍ମାନ କରିବା ଅତି ଗୁରୁତ୍ୱପୂର୍ଣ ଅଟେ ବୋଲି ଦଶ ଆଜ୍ଞାରେ ଆମେ ଦେଖୁଛୁ !ସଂମ୍ମାନ କହିଲେ ହୃଦୟ ସହକାରେ କଥାରେ ଏବଂ କାର୍ଯ୍ୟରେ ଦେଖାଇବା !ପିତାମାତାଙ୍କୁ ସଂମ୍ମାନ କରିବାକୁ ଗୋଟିଏ ସୁନ୍ଦର ଉଦାହରଣ ଶଲୋମନଙ୍କ ଜୀବନରେ ଦେଖି ପାରିବା !ପ୍ରଥମ ରାଜାବଳି :-2:19 ବାକ୍ୟରେ ତାଙ୍କ ମାତା ତାଙ୍କୁ ଦେଖିବା ନିମନ୍ତେ ଆସୁଛନ୍ତି ବୋଲି ଜାଣିପାରି ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ମାତାଙ୍କ ନିମନ୍ତେ ମଧ୍ୟ ଗୋଟିଏ ସିଂହାସନ ରଖିବା ଦେଖୁଛୁ !ଏପରି ସଂମ୍ମାନ କରିବା ଲୋକଙ୍କୁ ଉପକାର ଏବଂ ଦୀର୍ଘାୟୁ ହେବେ ବୋଲି ସଦା ପ୍ରଭୁ ପ୍ରତିଜ୍ଞା କରିଛନ୍ତି !
ପ୍ରିୟ ବନ୍ଧୁଗଣ,ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।”ଦ୍ୱିତୀୟ ବିବରଣୀ :-27:16)ରେ ଆମେ ପଡୁଛୁ ! ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମରା କାଉମାନେ କାଢ଼ି ପକାଇବେ ।(ହିତୋଉପଦେଶ:-30:17)ରେ ପଡୁଛୁ ! ସେହିପରି ହେଲେ ପ୍ରଥମ ଯୋହନ :-2:11 ରେ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁ ଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି ବୋଲି ପଡୁଛୁ।ହଁ କ୍ରୋଧ ଜଣକୁ ଆତ୍ମୀୟ ଅନ୍ଧାରକୁ ଠେଲି ଦେବ !ଜୀବନରେ ଶାନ୍ତିକୁ ହରାଇ ଦେଇ ଦ୍ଵନ୍ଦ୍ଵକୁ ମନସ୍ତାପକୁ ଏହି ଅନ୍ଧାର ଆଣିଦିଏ !ପିତାମାତାଙ୍କୁ ଅବଜ୍ଞା କଲା ବେଳେ ଏହିପରି ଘଟେ !ତାହା ହିଁ ଉପତ୍ୟାକାର ଢାମରା କାଉମାନେ କାଢି ପକାଇବେ ବୋଲି ପବିତ୍ର ଗ୍ରନ୍ଥ କହୁଛିତ !ପ୍ରେମରେ ରହି ପିତାମାତାଙ୍କୁ ସଂମ୍ମାନ କରି ଆମ୍ଭ ଆତ୍ମୀୟ ଆଲୋକକୁ ସୁରକ୍ଷା କରିବା !ଆମ୍ଭ ଆଖିକୁ ସୁରକ୍ଷା କରିବା !
- ଜେ. ସନ୍ତୋଷ
ପ୍ରାର୍ଥନାର ଅଂଶ :-
ଶିଙ୍କୁଳି ପ୍ରାର୍ଥନାରେ ସେବାରେ ଅଂଶଗ୍ରହଣ କରି ପ୍ରାର୍ଥନା କରୁଥିବା ପରିବାର ପରମେଶ୍ୱର ଉର୍ନତି କରିବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.